Tag Archives: Delhi

ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ…

ନୂଆଦିଲ୍ଲୀ,୩୦।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ପ୍ରମୁଖ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଆକ୍ରମଣ। ତାଙ୍କ ଉପରେ କେହି ଜଣେ ତରଳ ପଦାର୍ଥ ଫିଙ୍ଗିଛନ୍ତି। ହେଲେ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ସମୟରେ...

ଦିଲ୍ଲୀରେ ଭୟଙ୍କର ହେଲା ପ୍ରଦୂଷଣ: ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ଅଙ୍କୁଶ, ସ୍କୁଲ୍ ଛୁଟି

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮ ରେ ପହଞ୍ଚିଛି। ଯାହା ଚଳିତ ବର୍ଷ ପ୍ରଥମ ଥର ବାୟୁ ପ୍ରଦୂଷଣ ଗମ୍ଭୀର...

ରାଜଧାନୀ ଆକାଶ ହେଲା ଧୂଆଁମୟ

ନୂଆଦିଲ୍ଲୀ,୧ା୧୧: ଦୀପାବଳି ସରିବା ପରେ ରାଜଧାନୀ ଦିଲ୍ଲୀ ଆକାଶ ଏବେ ଧୂଆଁମୟ ହୋଇଯାଇଛି। ଏନ୍‌ସିଆରରେ ଥଣ୍ଡା ବର୍ତ୍ତମାନ ସୁଦ୍ଧା ପଡ଼ିନାହିଁ। ଲୋକମାନେ ଏପର୍ଯ୍ୟନ୍ତ ଏସି ଏବଂ ଫ୍ୟାନ୍‌ ଚଳାଇ ଶୋଉଛନ୍ତି। ତଥାପି ପାଣିପାଗ ଏହାର ଗତିପଥ ବଦଳାଇ ଦେଇଛି। କଶ୍ମୀରର...

ରୋହିଣୀ ସିଆର୍‌ପିଏଫ୍‌ ସ୍କୁଲ ନିକଟରେ ବଡ଼ ବିସ୍ଫୋରଣ: ଆଖପାଖ କୋଠାର କାଚ ଭାଙ୍ଗିଲା, ପହଞ୍ଚିଲା NSG

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀର ରୋହିଣୀ ସ୍ଥିତ ସିଆର୍‌ପିଏଫ୍‌ ସ୍କୁଲ ବାହାରେ ବଡ଼ ବିସ୍ଫୋରଣ ଘଟିଛି। ଏଥିଯୋଗୁ ଆଖପାଖର କୋଠା ସହ ପାଖରେ ଥିବା କାର୍‌ର କାଚ ଭାଙ୍ଗିଯାଇଛି। ଘଟଣା ପରେ ଅଗ୍ନିଶମ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣରେ ମୃତାହତ ହେବାର...

ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ,୧୪ା୧୦: ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର। ରବିବାର ଦିଲ୍ଲୀ ପୋଲିସ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସିଏମ୍‌ ଆବାସ ଖାଲି କରାଯିବାକୁ ନେଇ ଆପ୍‌ ଭାଜପାକୁ ଟାର୍ଗେଟ କରିଛି। ନବରାତ୍ରୀ ସମୟରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ହାଇକମିଶନର, ବାଣିଜ୍ୟ କମିଶନର...

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧୦: ଆସନ୍ତାକାଲି ଅର୍ଥାତ୍‌ ବୁଧବାର ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ନିବେଶକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟକୁ ନିବେଶ ଆଣିବା...

ସରକାର ଦେଲେ ଖୁସିଖବର, ଆଜିଠାରୁ ଗଡ଼ିବ ରାପିଡ୍‌ ରେଳ

ନୂଆଦିଲ୍ଲୀ, ୧୮।୦୮: ରକ୍ଷାବନ୍ଧନ ପୂର୍ବରୁ ଖୁସିଖବର ଦେଇଛନ୍ତି ସରକାର । ଆଜିଠାରୁ ଗଡ଼ିବ ରାପିଡ୍‌ ରେଳ । ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ବା ଏନ୍‌ସିଆର୍‌ଟିସି ଏନେଇ ସୂଚନା ଦେଇଛି । ନିଗମ ଏନେଇ କହିିଛି ଯେ ମେରଟ...

ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୪ା୮: ଦିଲ୍ଲୀ ସରକାରଙ୍କ ପରିଚାଳିତ ଶେଲ୍ଟର ହୋମ୍‌ ଆଶା କିରନରେ ମାସକ ମଧ୍ୟରେ ୧୩ ପିଲାଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା...

ହଠାତ୍‌ ମାଡ଼ି ଆସିଲା ପାଣି, ୩ ୟୁପିଏସ୍‌ସି ଆଶାୟୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୮।୦୭: ରାଜଧାନୀ ଦିଲ୍ଲୀର ଏକ କୋଚିଂ ସେଣ୍ଟର ଭିତରକୁ ହଠାତ୍‌ ନାଳ ପାଣି ମାଡ଼ି ଆସିବାରୁ ଏଥିରେ ୩ ଜଣ ୟୁପିଏସ୍‌ସି ଆଶାୟୀଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୪ ଘଣ୍ଟା ଧରି ପାଣିରେ ଫସି ରହିବା ପରେ...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି ଦୁର୍ନୀତି ଅଭିଯୋଗରେ ଏସିବି ଅବସରପ୍ରାପ୍ତ ଏଡିଜି (ପିଡବ୍ଲ୍ୟୁଡି) ଏବଂ ଦୁଇଟି ଘରୋଇ ସଂସ୍ଥାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image