Tag Archives: Dharitri Fursat

ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଦେଖିଲେ କହିବେ ବାଃ, ଭାଜପା ନେତା କ୍ଲାସର ଭିଡିଓ ଶେୟାର କରି କହିଲେ…

ନାଗାଲାଣ୍ଡର ମନ୍ତ୍ରୀ ଏବଂ ଭାଜପା ନେତା ତେମଜେନ ଇମ୍‌ନା ଆଲୋଙ୍ଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ତାଙ୍କର  ପ୍ରତିଟି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ ସମୟରେ ସେ ନିଜ ସହ ଜଡ଼ିତ ପୋଷ୍ଟ ଶେୟାର କରି ଲୋକଙ୍କୁ...

ଅନଲାଇନ୍‌ରେ ମଗାଇଥିଲେ ୨୦ ହଜାର ଟଙ୍କାର ହେଡ୍‌ଫୋନ୍‌, ପାର୍ସଲରୁ ଯାହା ମିଳିଲା ଦେଖି ବ୍ୟକ୍ତିଙ୍କ ଉଡ଼ିଲା ହୋସ୍‌

ଆଜିକାଲିର ସମୟରେ ଅନଲାଇନରେ ଶପିଂ କରିବା ସାଧାରଣ କଥା। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରେ ସବୁକିଛି ଲୋକେ ହାତ ପାହାନ୍ତାରେ ପାଇଯାଉଛନ୍ତି। ହେଲେ ବେଳେବେଳେ କିଛି ଲୋକ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜଣେ ‘ଏକ୍ସ’ ବ୍ୟବହାରକାରୀଙ୍କ ସହ ଘଟିଛି।...

୨୦୨୩ରେ ସର୍ବାଧିକ ଥର ଦେଖାଯାଇଛି ଏହି ଯୁବତୀଙ୍କ ଭିଡିଓ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସୋସିଆଲ ମିଡିଆରେ ପ୍ରତ୍ୟେହ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି ମେକ୍‌ଅପ୍‌ ସହାୟତାରେ ସୁନ୍ଦରୀ ଯୁବତୀ ଦେଖାଯିବାର ଭିଡିଓକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି। ଏହି କ୍ରମରେ ୨୦୨୩ରେ ମେକଅପ୍‌ କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସର୍ବାଧିକ ଥର...

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ, ପ୍ରଥମେ ଦୌଡ଼ି ପଳାଇଲେ କଣ୍ଡକ୍ଟର; ଭିଡିଓ ଦେଖିଲେ…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ଼। ଏଭଳି ଚକିତ କଲା ଭଳି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳର। ଏଠାରେ ହଠାତ ଏକ ବସ୍‌ରେ ମାଙ୍କଡ଼ଟିଏ ପଶିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଥମେ...

ପୃଥିବୀର ୨୬୨ ମିଟର ତଳେ ଥିବା ସୁନ୍ଦର ଦୁନିଆ, ନଦୀ-ବାଦଲ ସହ ରହିଛି…

ଶାସ୍ତ୍ରରେ ପାତାଳ ଲୋକ ବିଷୟରେ ଉଲ୍ଲେଖ ରହିଛି। ଆଜି ଆମେ ଆପଣଙ୍କୁ ଅସଲି ପାତାଳ ଲୋକ ବିଷୟରେ କହିବାକୁ ଯାଉଛୁ। ଏହା ପୃଥିବୀର ୨୬୨ ମିଟର ତଳେ ଉପସ୍ଥିତ। ଏଠାରେ ନଦୀ-ବାଦଲର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ପୃଥିବୀର ପାତାଳ...

ଶିକାର କରିବାକୁ କୁଦି ପଡ଼ିଲା ସିଂହୀ, ହେଲେ ଜିରାଫର ପ୍ରତି ଆକ୍ରମଣରେ ଉଡିଗଲା ହୋସ୍‌; ଦେଖନ୍ତୁ ଚମକାଇବା ଭଳି ଭିଡିଓ…

ସିଂହୀକୁ ଜଙ୍ଗଲର ବଡ଼ ଶିକାରୀ ବୋଲି କୁହାଯାଏ। ତା ଆଗରେ ପଡ଼ିଲେ ବଡ଼ ବଡ଼ ପଶୁମାନେ ଥରହର ହୁଅନ୍ତି। ହେଲେ ସିଂହୀ ନିଜ ଶିକାରଠାରୁ ଜୋରଦାର ପ୍ରତି ଆକ୍ରମଣର ଶିକାର ହେବା ଶୁଣିଛନ୍ତି କି। ତେବେ ଆପଣଙ୍କୁ ସେଭଳି ଏକ...

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ ମିଳୁଛି। ଏହି କ୍ରମରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହା କୁଆଁରାମାନଙ୍କ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଭାରତୀୟ ସଂସ୍କୃତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି। ବିଶେଷକରି...

ଅନଲାଇନ୍‌ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍‌ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…

ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ ନଜିର ରହିଛି। ଏବେ ବ୍ରିଟେନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ...

କେଇ ମିନିଟ୍‌ରେ କରିପାରିବେ ଜହ୍ନର ପରିକ୍ରମା, ଗୁଗୁଲ୍‌କୁ ଯାଇ ସର୍ଚ୍ଚ କରନ୍ତୁ…

ସମସ୍ତେ ଜହ୍ନକୁ ଯିବାକୁ ସ୍ବପ୍ନ ଦେଖିଥାନ୍ତି। ହେଲେ ଏହା ସମ୍ଭବପର ନୁହେଁ। ଆଜି ଆମେ ଆପଣଙ୍କୁ ଏଭଳି କୌଶଳ ବିଷୟରେ କହିବୁ, ଯାହାଦ୍ୱାରା ଘରେ ବସି ଜହ୍ନର ପରିକ୍ରମା କରିହେବ। ଆଶ୍ଚର୍ଯ୍ୟ ହେଉଛନ୍ତି କି। ବାସ୍ତବରେ ଏହା ସମ୍ଭବ। ଏଥିଲାଗି...

ଏଠାରେ ହିଁ ଶେଷ ହୋଇଛି ଦୁନିଆ! ଆଉ ଆଗକୁ ରାସ୍ତା ନାହିଁ…

ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜ୍ଞାନ ନ ଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ଇ-୬୯ ରାଜପଥ ଦୁନିଆର ଅନ୍ତିମ ସଡ଼କ ବୋଲି କୁହଯାଏ। ଏହା...

ଟ୍ୟୁଶନରୁ ହୋଇଥିଲା ମୋ ପ୍ରଥମ ରୋଜଗାର: ଲେଖିକା ଡା. ସୁରଭି ଭଟ୍ଟ

ପୁରୀରେ ନିଜ ଘର। ପୁରୀ ପୋଲିସ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଏସ୍‌.ସି.ଏସ୍‌ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲି। ଏହି ସମୟରେ ମୁଁ ୫ଟି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି କେବଳ ନିଜର ପଢା ଅଭ୍ୟାସକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri