Tag Archives: Donaldo Trump

ପ୍ରତିରୋଧି ଚାଇନା ଉପରେ ପୁଣି ଟାରିଫ୍ ବଢାଇଲେ ଟ୍ରମ୍ପ, ଛୁଇଁଲା ୧୪୫%

ନୂଆଦିଲ୍ଲୀ,୧୧।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି ଯୋଗୁଁ ଅଧିକାଂଶ ଉତ୍ପାଦ ଉପରେ ୱାଶିଂଟନର ଅତିରିକ୍ତ ଶୁଳ୍କ ୧୪୫%କୁ ପହଞ୍ଚିଛି। ଟ୍ରମ୍ପ ବୁଧବାର କେତେ ଗୁଡ଼ିଏ ଦେଶ ଉପରେ ନୂତନ ଶୁଳ୍କ ବୃଦ୍ଧିକୁ ୯୦...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିଛି।...

ବଡ଼ ଖବର: ହ୍ବାଇଟ ହାଉସ୍‌ ଛାଡିବେ ଏଲନ ମସ୍କ

ଓ୍ବାଶିଂଟନ୍‌, ୬।୪: ଆମେରିକା ପ୍ରଶାସନରେ ବଡ଼ ଚେହେରା ବନିଥିବା ଏଲନ ମସ୍କ ଖୁବଶୀଘ୍ର ହ୍ବାଇଟ ହାଉସ୍‌ ଛାଡି ପାରନ୍ତି। ଏନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏଲନ ମସ୍କ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଏବେ...

‘ସେ ଗୋଟିଏ ପାଗଳ’…ବଡ଼ ଆନ୍ଦୋଳନ, ଟ୍ରମ୍ପଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ,୬।୪: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ପ୍ରମୁଖ ଉପଦେଷ୍ଟା ତଥା ବିଲିୟନେୟାର ଏଲନ ମସ୍କଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ହ୍ୟାଣ୍ଡସ ଅଫ” ନାମକ ଏହି ପ୍ରତିବାଦ ଆମେରିକାର ବିଭିନ୍ନ ସହରରେ ଏବଂ ୟୁରୋପର...

ଆମେରିକାର ଟାରିଫ୍‌କୁ ଭାରତ କହିଲା ‘Mixed Bag’, ଟ୍ରମ୍ପଙ୍କ ଘୋଷଣା ପରେ ସରକାର କହିଦେଲେ ବଡ଼କଥା

ନୂଆଦିଲ୍ଲୀ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର କିଛି ଦେଶ ଉପରେ ଲାଗୁ ହେବାକୁ ଥିବା ପାରସ୍ପରିକ ଶୁଳ୍କ ପରିମାଣ ଘୋଷଣା କରିଛନ୍ତି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ପାରସ୍ପରିକ ଶୁଳ୍କ ଲାଗୁ କରିଛି। ଏନେଇ ଭାରତର ବାଣିଜ୍ୟ...

ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର ଘୋଷଣାକୁ ନେଇ ଅନେକ ଦେଶରେ ଉତ୍ତେଜନାର ବାତାବରଣ ରହିଛି। ଟ୍ରମ୍ପଙ୍କ ଘୋଷଣା ସହିତ...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି? ଏହି ଆଲୋଚନା ଆହୁରି ଗତି ପାଇଲା ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ବାଇଟ...

ଜେଲେନସ୍କିଙ୍କ ସହ ମୁହାଁମୁହିଁ ହେବା ପରେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କଲେ ଟ୍ରମ୍ପ

ନୂଆଦିଲ୍ଲୀ,୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିଛନ୍ତି। ଜଣେ ହ୍ୱାଇଟ୍ ହାଉସ୍ ଅଧିକାରୀ କହିଛନ୍ତି, ଯାହା ରୁଷ ସହିତ ଶାନ୍ତି ଆଲୋଚନା ପାଇଁ ରାଜି ହେବା ପାଇଁ କିଭ୍ ଉପରେ ଚାପକୁ ତୀବ୍ର...

ଶପଥ ନେଲା ପରେ ପ୍ରଥମ ନିଷ୍ପତ୍ତିରେ ଭାରତକୁ ଝଟକା ଦେଇ ପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ବ୍ୟବସାୟୀମାନଙ୍କୁ ଏଣିକି ଅଧିକ କଷ୍ଟମ ଡ୍ୟୁଟି ଦେବାକୁ ପଡିପାରେ। ବିଶେଷ କରି ଅଟୋମୋବାଇଲ୍ସ, ଟେକ୍ସଟାଇଲ ଏବଂ ଔଷଧ ଆଦି ଉପରେ ଅଧିକ କର ଦେବାକୁ ପଡିବ।...

ଟେନ୍‌ସନ୍‌ରେ ଅଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହିଲେ, ମୁଁ ଭୟଭୀତ

ଓ୍ବାଶିଂଟନ୍‌,୧୮।୧: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଭୟଭୀତ ଅଛନ୍ତି। ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିପାରନ୍ତି। ତାଙ୍କ ବିରୋଧରେ ସମସ୍ତେ ଏକ ହେବା ଆବଶ୍ୟକ ବୋଲି ଡେମୋକ୍ରାଟିକ ପାର୍ଟିର ସମର୍ଥକମାନଙ୍କୁ କମଲା ହାରିସ ନିବେଦନ କରଛନ୍ତି। କମଲା ହାରିସଙ୍କ ଏହି...

ଟ୍ରମ୍ଫଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଓ୍ବାଶିଂଟନ,୯।୧୨: ଆମେରିକାର ଅପିଲିୟ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗ୍ୟାଗ ଅର୍ଡରରେ କିଛି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଏକ ଗ୍ୟାଗ ଅର୍ଡର ହେଉଛି ଏକ ଆଦେଶ ଯେଉଁଥିରେ ବିଚାରପତି, ଓକିଲ, ପକ୍ଷ କିମ୍ବା ସାକ୍ଷୀଙ୍କୁ ଏହି...

‘ରାଷ୍ଟ୍ରପତି ହୋଇ ଆସିଲେ ମୁସଲିମ ଦେଶର ନେତାଙ୍କ ଉପରେ ପୁଣି ବ୍ୟାନ ଲଗାଇବି’-ଡୋନାଲ୍ଡୋ ଟ୍ରମ୍ପ

ନୂଆଦିଲ୍ଲୀ,୨୯/୧୦: ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶପଥ ନେଇଛନ୍ତି, ଯଦି ଦ୍ୱିତୀୟ ଥର ସେ ହ୍ୱାଇଟ ହାଉସକୁ ନିର୍ବାଚିତ ହୁଅନ୍ତି ତେବେ ସେ କିଛି ମୁସଲିମ ଦେଶର ନେତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବେ। ଶନିବାର ରିପବ୍ଲିକାନ-ଇହୁଦୀ ଗଠବନ୍ଧନର ବାର୍ଷିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image