Tag Archives: ED

କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ, ଭାରତୀୟ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ,୨୧।୩: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ...

ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୧।୩: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗୁରୁବାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତାଙ୍କ ବାସଭବନରେ ପହଞ୍ଚିଥିଲା। ମନି ଲଣ୍ଡରିଂ ଆକ୍ଟ (PMLA) ର ଧାରା ୫୦ ଅନୁଯାୟୀ ତଦନ୍ତକାରୀ ଦଳ...

କେଜ୍ରିୱାଲଙ୍କୁ ଜେରା କରୁଛି ଇଡି, ସୁପ୍ରିମକୋର୍ଟ ପହଞ୍ଚିଲା ଲିଗାଲ ଟିମ୍

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ଅବକାରୀ ନୀତି ମାମଲାରେ ସମନ ଦେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ର ଏକ ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ମନି ଏଜେନ୍ସି ଲଣ୍ଡରିଂ ଆକ୍ଟ (PMLA) ର ଧାରା 50 ଅନୁଯାୟୀ ଅନୁସନ୍ଧାନକାରୀ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ,୨୧।୩: ହାଇକୋର୍ଟରୁ ଗିରଫ ପାଇଁ ଜାମିନ ନାମଞ୍ଜୁର ହୋଇଯିବା ପରେ ଗୁରୁବାର ସନ୍ଧ୍ୟାରେ ଇଡି ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି। କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଇଡିର ଅନେକ ଥର ସମନ...

ଇଞ୍ଜିନିୟରିଂ କଲେଜ ପାଣ୍ଠି ଅନିୟମିତତା ମାମଲାରେ ବିଧାୟକଙ୍କୁ ଆଠ ଘଣ୍ଟା ଜେରା କଲା ଇଡି

ଭୁବନେଶ୍ୱର,୨୮ା୨: ଭଦ୍ରକର ବରପଡା ଇଞ୍ଜିନିୟରିଂ କଲେଜରେ ହୋଇଥିବା ଆର୍ଥିକ ଅନ୍ୟାୟ ତଥା ପରିଚାଳନାଗତ ଅନିୟମିତତା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ପ୍ରାୟ ଆଠ ଘଣ୍ଟା...

ଚିଟ୍‌ଫଣ୍ଡ ସଂସ୍ଥାରେ ଇଡିର ଚଢ଼ାଉ

ଭୁବନେଶ୍ୱର,୮ା୨: ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଗୁରୁବାର ଇଡିର ବଡ଼ଧରଣର ଚଢ଼ାଉ ହୋଇଛି। ଗୋଲ୍ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଏହି ଚଢ଼ାଉ ହୋଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଓଡ଼ିଶା...

ଇଡିର ୫ ସମନକୁ ଅଣଦେଖା କଲେଣି କେଜ୍‌ରିଓ୍ବାଲ, ଆଜି ଅପରାହ୍ନରେ ଆସିବ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୭।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୫ ଥର ସମନ ଜାରି କରାଯାଇସାରିଛି। ହେଲେ ସେ ଅଣଦେଖା କରି ହାଜର ହେଉନାହାନ୍ତି। ଏହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ରାଉସ୍‌ ଆଭିନ୍ୟୁ କୋର୍ଟ...

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହେଲା ଇଡି, ପାଞ୍ଚ ଥର ନୋଟିସ ପରେ ହେଉନାହାନ୍ତି ହାଜର

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବନକାରୀ ଦୁର୍ନୀତି ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର...

ହେମନ୍ତ ସୋରେନ ଗିରଫ ପରେ ୪ ବିଧାୟକଙ୍କ ମୋବାଇଲ ସୁଇଚ୍ ଅଫ, ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲଚଲ ଆଶଙ୍କା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ରାଜନୈତିକ ଦୃଶ୍ୟପଟ୍ଟ ଅନିଶ୍ଚିତା ଆଡକୁ ଠେଲି ହୋଇଯାଇଛି। ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏହାର ବିଧାୟକଙ୍କ ଘୋଡା କାରବାର ଭୟରେ ୪୩ ବିଧାୟକଙ୍କୁ ହାଇଦ୍ରାବାଦ...

ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ

ନୂଆଦିଲ୍ଲୀ,୧।୨: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଏହି ଟାର୍ଗେଟ୍‌ ଅଧିକ ହୋଇଛି। ଜମି ଜାଲିଆତି ମାମଲାରେ ଟଙ୍କା...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଗିରଫ ହେବା ଆଶଙ୍କା, କ’ଣ ମୁଖ୍ୟମନ୍ତ୍ରୀ ହୋଇପାରିବେ କି ଗିରଫ ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୩୧।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରୁଛି। ବୁଧବାର ମଧ୍ୟାହ୍ନ ସମୟରେ ଇଡି ଟିମ୍ ରାଞ୍ଚିରେ ତାଙ୍କ ବାସଭବନରେ ପହଞ୍ଚିଥିଲେ। କଥିତ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ୍। ଏହି...

ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାବ୍ରି ଦେବୀଙ୍କୁ ସମନ, ବଢ଼ିଲା ଅଡୁଆ

ପାଟନା,୨୭।୧: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ରେଳବିଭାଗରେ ‘ଲ୍ୟାଣ୍ଡ ଫର୍‌ ଜବ୍‌’ ମାମଲାରେ ଇଡିର ଚାର୍ଜଶିଟ୍‌କୁ ଗ୍ରହଣ କରି ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ରାବ୍ରି, ମିସା ଭାରତୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri