Tag Archives: Electoral bond

ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନୀ ବଣ୍ଡ ବିବରଣୀ ପ୍ରକାଶ କରିବାକୁ ମନା କଲା ଏସବିଆଇ

ନୂଆଦିଲ୍ଲୀ,୧୧।୪: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନ ଆୟୋଗ (ଇସି) କୁ ଦିଆଯାଇଥିବା ନିର୍ବାଚନୀ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଛି। ଯଦିଓ ଏହା ରେକର୍ଡରେ ଅଛି, ଏହା ଏକ ବ୍ୟକ୍ତିଗତ...

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପାକୁ ୬,୯୮୬.୫ କୋଟି

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତର ନିର୍ବାଚନ କମିଶନର(ଇସିଆଇ) ରବିବାର ଇଲେକ୍ଟୋରାଲ ବଣ୍ଡ୍‌ର ସାନି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ପୂର୍ବରୁ ଇସିଆଇ ଉକ୍ତ ତଥ୍ୟଗୁଡ଼ିକୁ ଜଉମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସେଗୁଡ଼ିକୁ ସାର୍ବଜନୀନ କରାଯାଇଛି। ୨୦୧୯ ଏପ୍ରିଲ ୧୨ରେ...

ଆୟଉତ୍ସ ପ୍ରକାଶ କରିବେ ସମସ୍ତ ରାଜନୈତିକ ଦଳ, କାଏମ ରହିବ ୨୦୧୯ ରାୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧/୧୦: ରାଜନୈତିକ ଦଳ ମାନଙ୍କର ଆୟଉତ୍ସ ପ୍ରକାଶ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ସରକାରଙ୍କ ପକ୍ଷ ଏବଂ ଅପିଲକାର୍ତ୍ତାଙ୍କ ପକ୍ଷ ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ୨୦୧୯ରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶ ଯେଉଁଥିରେ ସମସ୍ତ ରାଜନୈତିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri