Tag Archives: elephant

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ ଉପଦ୍ରବ କରୁଥିବା ସୂଚନା ମିଳିଛି। ସୂଚନା ଅନୁସାରେ କିଛି ଦିନ ହେବ ୨୮...

ବିଲରେ ପଡ଼ିଛି ଦନ୍ତାହାତୀ ଜିମିର ମୃତଦେହ

ଢେଙ୍କାନାଳ,୩ା୩(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରଣି ଜାମୁଝରି ନିକଟସ୍ଥ ଏକ ବିଲରେ ଦନ୍ତାହାତୀ ଜିମିର ମୃତଦେହ ସୋମବାର ସକାଳେ ବନ ବିଭାଗ ଉଦ୍ଧାର କରିଛି। ଦୁଇ ଦନ୍ତାହାତୀ ମଧ୍ୟରେ ଭୟଙ୍କର ସଂଘର୍ଷରେ ଦନ୍ତାହାତୀ ଜିମିର କ୍ଷତବିକ୍ଷତ ଅବସ୍ଥାରେ...

ମଝି ରାସ୍ତାରେ ଅଟକିଲେ ହାତୀପଲ

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ ପାରି ନ ଥିବାରୁ ରାସ୍ତା କଡ଼ରେ ଥିବା ଜଙ୍ଗଲରେ ଅଟକି ଯାଇଥିଲେ। ବହୁ...

ପ୍ରକାଶ ପାଇଲା ଓଡିଶା ହାତୀ ଗଣନା ରିପୋର୍ଟ: ଜାଣନ୍ତୁ କେଉଁ ଜିଲାରେ ଅଛନ୍ତି କେତେ ହାତୀ ?

ଭୁବନେଶ୍ୱର,୧୯।୨: ୨୦୨୪ ନଭେମ୍ବରରେ ରାଜ୍ୟରେ ହୋଇଥିବା ହାତୀ ଗଣନା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୨,୧୦୩ ହାତୀ ଅଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୯୫ ହାତୀ ଅଛନ୍ତି, ତା’ପରେ ଢେଙ୍କାନାଳ ଜିଲାରେ ୨୯୧ ଏବଂ ଅନୁଗୁଳରେ...

ଘର ଭାଙ୍ଗିଲେ ହାତୀପଲ, ଉଜାଡ଼ିଲେ ଫସଲ

ଭୁବନ,୧ା୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳ ଅଧୀନର ବିସ୍ତୀର୍ଣ୍ଣ ସ୍ଥାନରେ ଶୁକ୍ରବାର ରାତିରେ ୧୧ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ବିଳମ୍ବିତ ରାତିରେ ମଠକରଗୋଳା ଅଞ୍ଚଳରୁ ୧୧ଟିକିଆ ହାତୀପଲ ଓଡ଼ିଶା ପଞ୍ଚାୟତ ବେଲପାଳ ଗ୍ରାମରେ ତିନୋଟି ଘର...

ଘରେ ପଶି ୬ ବର୍ଷର ଶିଶୁକନ୍ୟାକୁ ଦଳିଦେଲା ଦନ୍ତା, ପ୍ରତିବାଦରେ ରାସ୍ତାରୋକୋ

ଢେଙ୍କାନାଳ,୩୦ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ହିନ୍ଦୋଳ ରୋଡ୍‌ ଫାଣ୍ଡି ବଦାଳୁ ହାଣ୍ଡିଫୁଟା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୬ ବର୍ଷର ଶିଶୁକନ୍ୟା ପିହୁ ନାୟକଙ୍କ ମୃତ୍ୟୁ ଘଟିଛି। ଦନ୍ତାହାତୀଟି ରାତିରେ...

ଘର ଭାଙ୍ଗି ୫ କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଗଲା ଗୋଠଛଡ଼ା ଦନ୍ତା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପଳାସପଙ୍ଗା ଫରେଷ୍ଟ ବିଟ୍‌ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ଉତ୍ପାତ କରି ଚାଲିଛି। ଶୁକ୍ରବାର ରାତିରେ ଦନ୍ତାଣ୍‌ହାତୀ କଣ୍ଡରାପଶି ତେଲିବନ୍ଧ ସାହିରେ ପଶି ବାଣେଶ୍ୱର ନାୟକଙ୍କ ଘର ଭାଙ୍ଗିବା ସହ ୫ କ୍ୱିଣ୍ଟାଲରୁ...

ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର

ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ ସ୍କ୍ବାଡ୍‌ କର୍ମଚାରୀ ଗୁରୁତର ହୋଇଛନ୍ତି। କୁରଡ଼ପୋସି ଗ୍ରାମର ନାରାୟଣ ସାହୁ ହାତୀ ଘଉଡାଇବା ପାଇଁ ନିୟୋଜିତ ହୋଇଥିବା...

ପରିସ୍ରା କରିବାକୁ ଉଠିଥିଲେ ଯୁବକ, ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକେ ଭୟ ଓ ଆତଙ୍କିତ ହୋଇପଡ଼ିଛନ୍ତି। ରବିବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର (ଖ) ନିକଟ ଚମକପୂର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ...

ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ ଦଳି ଜଣଙ୍କୁ ମାରିଦେଇଛି। ମୃତକ ଜକୈକଳା ଗ୍ରାମର ଧରଣୀ ପାତ୍ର (୪୦)। ଆଜି...

କରେଣ୍ଟ ଲାଗି ଜଙ୍ଗଲରେ ଚାଲିଗଲା ୩ ହାତୀଙ୍କ ଜୀବନ

ରେଢ଼ାଖୋଲ,୧୮ା୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ଜଙ୍ଗଲରୁ ୩ଟି ହାତୀର ମୃତଦେହ ଜବତ ହୋଇଛି। ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରୁ ୩ଟି ହାତୀ ମଧ୍ୟରେ ୨ଟି ବଡ଼ ଏବଂ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ...

କୋତାମଟା ଅଞ୍ଚଳରେ ୬ ଟିକିଆ ହାତୀପଲ, ବିଲରେ ପଶି ଖାଇଗଲେ ଧାନ

କୋରାପୁଟ/ନାରାୟଣପାଟଣା,୭ା୧୧(ଅମିତାଭ ବେହେରା/ରାଜକିଶୋର ଜେନା): ଗୁରୁବାର ମଧ୍ୟାହ୍ନରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋତାମେଟା ଅଞ୍ଚଳରେ ୬ ଟିକିଆ ଏକ ହାତୀପଲ ଦୃଷ୍ଟିଗୋଚର ହେଉଛି। ଏହି ହାତୀପଲ ଏକ ଧାନଜମିରେ ପଶି ଧାନ ଖାଉଥିବା ଦେଖାଯାଇଛି। ଏହି ହାତୀପଲରେ ୩ଟି ବଡ଼ ହାତୀ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image