Tag Archives: Entertainment

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ବାଚନର ପ୍ରକୃତ ଫଳାଫଳ ପାଇଁ ସମସ୍ତଙ୍କୁ ଅକ୍ଟୋବର ୮କୁ ଅପେକ୍ଷା...

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ ଜଣେ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ...

ବିବାହ ପରେ ସୋନାକ୍ଷୀଙ୍କ ସହ ବିମାନବନ୍ଦରରେ ଘଟିଲା ଏଭଳି, ସୁରକ୍ଷାକର୍ମୀଙ୍କ ଆଚରଣ ଦେଖି…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ପ୍ରେମିକ ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ବିବାହ ପରେ ତାଙ୍କୁ ନିକଟରେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ହେଲେ ଚେକିଂ ବେଳେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ନିଜର ଚଷମା ବାହାର କରିବାକୁ...

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ଏବେ ତାଙ୍କର ନିଧନକୁ...

୧୦ ବର୍ଷ ବଡ଼ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍‌ କରୁଛନ୍ତି ଫହମାନ୍‌? ଖବରକୁ ନେଇ…

ବମ୍ବେ:ଟେଲି ଅଭିନେତା ଫହମାନ୍‌ ଖାନ୍‌ ପୁଣି ନିଜ ଡେଟିଂ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ‘ଇମ୍‌ଲି’ ଫେମ୍‌ ଏହି ଅଭିନେତା ନିଜଠାରୁ ଦଶ ବର୍ଷ ବଡ଼ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍‌ କରୁଥିଲେ। ଏଭଳି କିଛି ଖବର ସାମ୍ନାକୁ ଆସିବା ପରେ ଅଭିନେତା...

ଐଶ୍ୱର୍ଯ୍ୟାଠାରୁ ‘ଗ୍ରେ ଡିଭୋର୍ସ’ ନେବେ ଅଭିଷେକ ! ଜାଣନ୍ତୁ ଏହା କ’ଣ, ଏସବୁ ସେଲିବ୍ରିଟି ବି… 

ବମ୍ବେ: ଅଭିନେତ୍ରୀ ତଥା ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଅଲଗା ହେବେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ। କିଛି ଦିନ ପୂର୍ବେ ବିଜିନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ବିବାହ ଉତ୍ସବରେ ଦୁହିଁଙ୍କୁ ଅଲଗା ଦେଖିବାକୁ ମିଳିଥିଲା।...

ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହକୁ ‘ସର୍କସ’ କହିଲେ ଆଲିଆ, ଆତ୍ମସମ୍ମାନ ପାଇଁ…

ବମ୍ବେ: ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ବିବାହ ପୂର୍ବରୁ ହେଉଥିବା ନାନାଦି ଉତ୍ସବ ସରିବାର ନାଁ ନେଉନାହିଁ। ବଲିଉଡ୍‌ ତାରକାମାନେ ବେଶ ସଜେଇ ହୋଇ ଏସବୁରେ ଯୋଗ...

ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ କରିଛନ୍ତି। ଏହାକୁ ନେଇ ଶୁଭେଚ୍ଛା ଏବଂ ଉତ୍ସବର ବାତାବରଣ ଜାରି ରହିଥିବା ବେଳେ...

ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଜୁନ୍‌ ୨୩ରେ ଦୀର୍ଘଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିବେ ସେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି, ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏସବୁ...

ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍‌ କରିଦେଲା ୟୁଟ୍ୟୁବ୍‌

ବମ୍ବେ: ଗତ ମାସରେ ସୋସିଆଲ ମିଡିଆରେ ଏକ ଗୀତ ବେଶ ଭାଇରାଲ ହୋଇଥିଲା। ଏବେ ତାକୁ ଡିଲିଟ୍‌ କରିଦିଆଯାଇଛି। ପାକିସ୍ତାନର ସୋସିଆଲ ମିଡିଆ ସେନ୍‌ସେଶନ ଚାହତ ଫତେ ଅଲି ଖାନ୍‌ ନିଜ ଗୀତ ‘ବଦୋ ବଦି’କୁ ନେଇ ବେଶ ଚର୍ଚ୍ଚାରେ...

ଅଲଗା ହେଲେ ମଲାଇକା-ଅର୍ଜୁନ, ୫ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିଛନ୍ତି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ପରସ୍ପରପ୍ରତି ସମ୍ମାନ, ବିନା ଦ୍ୱେଶ, କ୍ରୋଧରେ ଦୁହେଁ ଅଲଗା ହୋଇଛନ୍ତି। ଏବେ...

ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ!

ବମ୍ବେ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ କ୍ୟାଟ୍ରିନା ଏବଂ ସ୍ବାମୀ ତଥା ଅଭିନେତା ବିକ୍କି କୌଶଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଦୁହେଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri