Tag Archives: farmer

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ।...

କୃଷକଙ୍କ ବିକାଶ କ୍ଷେତ୍ରରେ ବ୍ୟବହାର ହେବ ଅନୁଦାନ ରାଶି

କର୍ଲାମୁଣ୍ଡା,୬ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ଗୁରୁବାର ବ୍ଲକ କୃଷକ ଉପଦେଷ୍ଟା କମିଟି (ଆତ୍ମା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା ଅଧ୍ୟକ୍ଷତା କରିଥିଲେ। ବ୍ଲକ କୃଷି ଅଧିକାରୀ...

ଟଳିଲା ବାତ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା, ସହାୟତା ଦାବି କରି…

ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ବାତ୍ୟା ଭଞ୍ଜନଗର ଅଞ୍ଚଳରେ ଯେଉଁଭଳି ତାଣ୍ଡବ ରଚିବ ବୋଲି ଆଶଙ୍କା କରାଯାଉଥିଲା ସୌଭାଗ୍ୟବଶତଃ ସେଭଳି କିଛି ହୋଇନାହିଁ। କିନ୍ତୁ ବର୍ଷା ପାଇଁ ବ୍ଲକର ଅନେକ ଝାଟିମାଟି ଘର ଭାଙ୍ଗିଯାଇଛି। ଏଥିସହ ଜମିରେ ପାଣି ଭରି ରହିବା ଯୋଗୁ...

ପଞ୍ଜୀକରଣ ନୂଆ ନୀତିକୁ ବିରୋଧ, ଚାଷୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ୍‌ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ନେଇ ବିରୋଧ ଜୋର୍‌ ଧରିଛି। ଏହି କ୍ରମରେ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଡାକରା ଦେଇଥିଲା। ଅନେକ ଚାଷୀ...

ମହାକାଶରେ ଚାଷୀ ପାଲଟିଲେ ଶୁଭାଂଶୁ

ନୂଆଦିଲ୍ଲୀ,୯।୭: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ତାଙ୍କ ୧୪ ଦିନର ରହଣିର ୧୨ ଦିନ ପୂରଣ କରିଛନ୍ତି। ଏହି ୧୦ ଦିନରେ ସେ ଅନେକ ପରୀକ୍ଷଣ କରିଥିଲେ। ପରୀକ୍ଷଣ ସମୟରେ ସେ ଜଣେ ଚାଷୀଙ୍କ ଭୂମିକା...

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’: କଙ୍ଗନା ରାନାୱତଙ୍କ ମନ୍ତବ୍ୟ ପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୫।୯: ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ। କଂଗ୍ରେସ ଲଗାତାର ଅଭିଯୋଗ ଲଗାଉଛି ଯେ ଭାଜପା ପୁଣିଥରେ କୃଷକଙ୍କ ଉପରେ ତିନି କୃଷି...

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ...

କୃଷକଙ୍କ ପାଇଁ ବଡ଼ ଘୋଷଣା, ୪ ଲକ୍ଷ କୃଷକଙ୍କୁ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, ୧୬।୦୮: କୃଷକଙ୍କ ଋଣଭାର ହ୍ରାସ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଋଣଛାଡ଼ର ଦ଼୍ବିତୀୟ ପର୍ଯ୍ୟାୟରେ ଛାଡ଼ ରାଶି ଦୁଇଗୁଣ କରିଛନ୍ତି ସରକାର । ଫଳରେ ପାଖାପାଖି ସାଢ଼େ ୪ ଲକ୍ଷ କୃଷକଙ୍କୁ ଏହାର ଲାଭ...

କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଏଣିକି ମିଳିବ ୧୦୯….

ନୂଆଦିଲ୍ଲୀ, ୧୧।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୧୦୯ ପ୍ରକାରର ଫସଲର ଉନ୍ନତ ବିହନର କିସମ୍‌ ଜାରି କରିଛନ୍ତି । ଏହି ବିହନ ଜଳବାୟୁ ଅନୁକୂଳ...

କୃଷକ ସଂଗଠନର ବଡ଼ ଘୋଷଣା, ପୁଣି କରିବେ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୦୭: ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ୍‌ ସମେତ ଅନ୍ୟ କେତେକ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବେ କୃଷକ । ଏନେଇ ରାଜଧାନୀ ଦିଲ୍ଲୀରେ ବଡ଼ ଘୋଷଣା କରିଛନ୍ତି କୃଷକ ସଂଗଠନ । ଦିଲ୍ଲୀର ଏକ...

୨୫ ଥର ଆବେଦନ ପରେ ବି ଶୁଣିଲାନି ପ୍ରଶାସନ, ଜିଲାପାଳଙ୍କ ଅଫିସରେ କାନ୍ଦିକାନ୍ଦି ଗଡ଼ିଲେ ଚାଷୀ

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଜଣେ ଚାଷୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ଜଣେ ଚାଷୀ ତାଙ୍କ ଜମି ଫେରାଇବା ପାଇଁ କଲେକ୍ଟରଙ୍କ କାର୍ଯ୍ୟାଳୟରେ ୨୫ଥର ଆବେଦନ କରିଥିଲେ, କିନ୍ତୁ ଯେତେବେଳେ ଶୁଣାଣି ହୋଇ ନ ଥିଲା, ସେ କଲେକ୍ଟରଙ୍କ ଦୃଷ୍ଟି...

ଅନ୍ୟର ଜମିରେ ଚାଷ କରୁଛନ୍ତି କି? ଜାଣନ୍ତୁ କ’ଣ ଏଭଳି ଭାଗଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଟଙ୍କା…

ନୂଆଦିଲ୍ଲୀ,୫।୭: ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା’ ଚାଲୁ ରହିଛି। ଏହି ଯୋଜନା ଅଧୀନରେ ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦେଉଛି। ଏହି ଟଙ୍କା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri