ନିଆରା ପରମ୍ପରା: ତପୋବନରେ ଫୁଲର ହୋଲି ବରଗଡ଼,୧୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ରୋଡ୍ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବର୍ଷ ସାମୂହିକ ଭାବେ ଫୁଲରେ ହୋଲି ପାଳନ କରାଯାଇଥିଲା। ବିନା ରାସାୟନିକ ରଙ୍ଗ ବ୍ୟବହାର କରି ଫୁଲରେ ହୋଲି ଏକ ନିଆରା କାର୍ଯ୍ୟକ୍ରମ ଥିଲା। ହୋଲି ପାଳନ କରିବାର...