Tag Archives: Fursat

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଭାରତୀୟ ସଂସ୍କୃତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି। ବିଶେଷକରି...

ଅନଲାଇନ୍‌ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍‌ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…

ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ ନଜିର ରହିଛି। ଏବେ ବ୍ରିଟେନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ...

ଜଙ୍ଗଲରେ ଦୁଇ ଦନ୍ତାଙ୍କ ଜୋରଦାର ଲଢ଼େଇ; ଭିଡିଓ ଦେଖିଲେ ଟାଙ୍କୁରି ଉଠୁଛି ଲୋମ 

ସୋସିଆଲ ମିଡିଆରେ ଦୈନିକ ଶହ ଶହ ଜୀବଜନ୍ତୁଙ୍କ ଭିଡିଓ ଶେୟାର କରାଯାଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ ଏବେ ଜଙ୍ଗଲର ଦୁଇ ବିଶାଳକାୟ ଦନ୍ତାହାତୀଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇର ଭିଡିଓ ଭାଇରାଲ...

ଏଠାରେ ହିଁ ଶେଷ ହୋଇଛି ଦୁନିଆ! ଆଉ ଆଗକୁ ରାସ୍ତା ନାହିଁ…

ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜ୍ଞାନ ନ ଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ଇ-୬୯ ରାଜପଥ ଦୁନିଆର ଅନ୍ତିମ ସଡ଼କ ବୋଲି କୁହଯାଏ। ଏହା...

ବଣିଜର ଗାଁ ବନମାଳୀପୁର: ଏଠି ନାହାନ୍ତି କେହି ବେରୋଜଗାର…

ସୂର୍ଯ୍ୟ ଉଇଁଲେ ଏଠି ସାଇକେଲ ଗଡ଼େ। କାରବାର ପାଇଁ ଆରମ୍ଭ ହୁଏ ପ୍ରସ୍ତୁତି। ଇଏ ବନମାଳୀପୁର। କୁହାଯାଏ ଏଠି କୁଆଡ଼େ ଘରେ ଘରେ ବ୍ୟବସାୟୀ। ୨୭ ପାଟଣାକୁ ନେଇ ଗଠିତ ଏହି ବନମାଳୀପୁର ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳ।...

ଭିକ ମାଗି କୋଟିପତି ହେଲେ ଏହି ସୁନ୍ଦରୀ ଯୁବତୀ, ମାଲେସିଆରେ କିଣିଛନ୍ତି ଦୁଇ ଫ୍ଲାଟ; ରହିଛି ଅନେକ ଦାମୀ ଗାଡ଼ି 

ଦେଖିବାକୁ କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କଠାରୁ କମ୍‌ ନୁହେଁ। ହେଲେ ଭିକମାଗି କୋଟିପତି ହୋଇଛନ୍ତି ଯୁବତୀ। ଏବେ ତାଙ୍କର ମାଲେସିଆରେ ରହିଛି ଦୁଇ ଫ୍ଲାଟ୍‌ ଏବଂ ଦାମୀ କାର୍‌। ଚକିତ ହେଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏବେ ଉକ୍ତ...

ଏହି ଛୋଟ ପିଲାକୁ ଚାଇନାର ଏତେ ଡର ଯେ କରିନେଇଥିଲା ଅପହରଣ, ଏଯାଏ ମିଳୁନି ପତ୍ତା

ଚାଇନା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଏହାର ରାଷ୍ଟ୍ରପତି ଜି ଜିନପିଙ୍ଗ ସର୍ବଦା ଦାଦାଗିରି କରୁଥିବା ଦେଖିବାକୁ ମିଳେ। ହେଲେ ବିଗତ ଦିନରେ ଜଣେ ଛୋଟ ପିଲାକୁ ସରକାର ଏଭଳି ଡରିଗଲେ ଯେ ତାକୁ ଅପହରଣ କରି ଗାଏବ କରିଦେଇଛନ୍ତି।...

ଦୁନିଆର ଏକମାତ୍ର ସମୁଦ୍ର ଯେଉଁଠି କେବେ ହେଲେ ବୁଡେ ନାହିଁ ମଣିଷ, ଚମତ୍କାର ବୋଲି କୁହନ୍ତି ଅନେକେ…

ଦୁନିଆ ଅନେକେ ବିସ୍ମୟକର ଜିନିଷରେ ପରିପୂର୍ଣ୍ଣ, ଯାହା ବିଷୟରେ ଜାଣିଲେ ସହଜରେ ବିଶ୍ୱାସ କରିହୁଏନା। ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଚମତ୍କାରୀ ସ୍ଥାନ ବିଷୟରେ କହିବାକୁ ଯାଉଛୁ। ସେଇଟି ହେଲା ଏକ ସମୁଦ୍ର ଯେଉଁଠି ମଣିଷ କେବେହେଲେ ବୁଡ଼ି...

ସବୁଠୁ ସରୁ ହୋଟେଲ ‘ପିଟୁରୁମ୍‌ସ’: ୯ ଫୁଟ ଚଉଡ଼ା, ଡିଜାଇନ ଅଲଗା

ଜାକର୍ତ୍ତା: ବାହାର ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି। ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ। ତେବେ ଇଣ୍ଡୋନେସିଆ ସେଣ୍ଟ୍ରାଲ ଜାୱାର ସାଲାଟିଗା ସହରରେ ଏପରି ଏକ ହୋଟେଲ ଅଛି, ଯାହା ସବୁଠୁ ସରୁ। ଏହାକୁ ଦୁନିଆର ସବୁଠୁ ସରୁ...

ବୟସ ୭୦, କାମ ୩୦ ବର୍ଷୀୟାଙ୍କ ଭଳି

ଲଣ୍ଡନ: ୬୦ ବର୍ଷ ପରେ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହେବାକୁ ଲାଗେ। ଅନେକେ ଅଣ୍ଟା ସଳଖି ଚାଲିପାରୁ ନ ଥିବା ଦେଖିବାକୁ ମିଳେ। ହେଲେ ଇଂଲଣ୍ଡର ଜଣେ ୭୦ ବର୍ଷୀୟା ମହିଳାଙ୍କ ଫିଟ୍‌ନେସକୁ ଦେଖିଲେ ଏହି କଥା ଉପରେ...

ଗାଈକୁ ବାଇକ୍‌ରେ ବସାଇ ବୁଲି ବାହାରିଛନ୍ତି ବ୍ୟକ୍ତି, ସତେଯେପରି କୁନି ପିଲା; ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ…

ଆଜିକାଲିର ସମୟରେ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ପାଲଟିଛି, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛିକୁ ବିଶ୍ୱାସ କରିହୁଏନା। ଏହି କ୍ରମରେ ଏବେ...

ଶିଳରେ ବାଟୁଥିଲେ ମା’; କଷ୍ଟ ଦେଖି କୁମ୍ପି ଭାଙ୍ଗି ଧନତେରସରେ ଗ୍ରାଇଣ୍ଡର ଉପହାର ଦେଲେ କୁନି ଝିଅ

ପ୍ରେମଚନ୍ଦଙ୍କ କାହାଣୀ ‘ଇଦ୍‌ଗାହ’ ନିଜର ସାରକଥାକୁ ନେଇ ଆଜିବି ଜନମାନସରେ ଲୋକପ୍ରିୟ ହୋଇ ରହିଛି। ଯେବେ ବି କେହି ଏହି କାହାଣୀ ପଢ଼େ, ହୃଦୟକୁ ଛୁଇଁଯାଏ। ଏହି କାହାଣୀରେ ଜଣେ ପୁଅ ନିଜ ମା’ଙ୍କୁ ଉପହାର ଦେବାକୁ ଏକ ଚିମୁଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image