ଦୀର୍ଘ ୫ ବର୍ଷ ପରେ ପ୍ରେମିକଙ୍କୁ ଭେଟିଲେ ପ୍ରେମିକା, ବିମାନବନ୍ଦରରେ ଦେଲେ ଏଭଳି ସରପ୍ରାଇଜ୍; ଭିଡିଓ ଦେଖିଲେ… କଥାରେ ଅଛି ଦୂରତା ପ୍ରେମକୁ ଦ୍ୱିଗୁଣିତ କରେ। କିଛି ସେଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଯାହାକୁ ଦେଖିବା ପରେ ଆପଣଙ୍କର ଦୂରରେ ଥିବା ସାଥୀଙ୍କ କଥା ମନେ ପଡ଼ିଯାଇପାରେ। ଏପରିକି ବାସ୍ତବ...
ଡଙ୍ଗା ଉପରେ କଳା ଚଷମା ପିନ୍ଧି ଏଭଳି ଗୀତ ଗାଉଥିଲେ ବ୍ୟକ୍ତି, ହଠାତ ଚାଲିଆସିଲା ବିଶାଳକାୟ ସାପ; ଆଉ ତା’ ପରେ… ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓକୁ ଦେଖି ହସ ରୋକି ହୁଏନା। ଏବେ ସେଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେକେହି ହସିହସି ଗଡ଼ିବେ। ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ନଜର ଆସୁଛନ୍ତି। ସେ...
୯୩ ବର୍ଷରେ ପିଏଚ୍ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର...
ମୁକେଶ ଅମ୍ବାନୀଙ୍କୁ ମିଳିଛି ୫୫ ଯବାନଙ୍କ ଅଭେଦ୍ୟ ସୁରକ୍ଷା କବଚ, ମାସକୁ ଗଣନ୍ତି ମୋଟା ଅଙ୍କର ଟଙ୍କା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଇ-ମେଲ ପ୍ରେରକ ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଛନ୍ତି। ପୂର୍ବରୁ ଅମ୍ବାନୀଙ୍କ...
କେବଳ ୨୯୫ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ‘ବ୍ରିଟାନିଆ’, ଏବେ ୧.୦୯ ଲକ୍ଷ କୋଟିରେ ପହଞ୍ଚିଲାଣି କମ୍ପାନୀ ମୂଲ୍ୟ… ଏକଦା କେବଳ ‘ବିସ୍କୁଟ’ରୁ ବ୍ୟବସାୟ ଆରମ୍ଭ କରିଥିଲା ‘ବ୍ରିଟାନିଆ’। ହେଲେ ଏବେ ଏହାର ବ୍ୟବସାୟ ବ୍ରେଡ୍, କେକ୍, ରସ୍କଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ପହଞ୍ଚିଲାଣି। ସାରା ଦେଶରେ ଏହା ୧୫ ମାନୁଫାକ୍ଚରିଂ ୟୁନିଟ୍୍ ଏବଂ ୩୫ କଣ୍ଟ୍ରାକ୍ଟ ଏବଂ...
ଆଖି ପିଛୁଳାକେ ଛେଳିକୁ ଜିଅନ୍ତା ଗିଳିଲା ବିଶାଳକାୟ ଗୋଧି, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ… ପ୍ରତ୍ୟେହ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ ହୁଏନା। ଏବେ ସେଭଳି ଏକ ଭିଡିଓରେ ଏକ ଛେଳି ଛୁଆକୁ ବିଶାଳକାୟ ଗୋଧି(କୋମୋଡୋ ଡ୍ରାଗନ୍) କିଭଳି କେଇ ସେକେଣ୍ଡରେ ଜିଅନ୍ତା...
ନାରୀ ଶକ୍ତି: ସେ ଘର ସମ୍ଭାଳିପାରେ, ଦେଶ ବି… ସଂସ୍କୃତରେ ଏକ ଶ୍ଲୋକ ଅଛି-‘ନ ସ୍ତ୍ରୀରତ୍ନସମଂ ରତ୍ନମ’। ନାରୀ ରତ୍ନପରି ଆଉ କୌଣସି ରତ୍ନ ନାହିଁ । ସେ ଏମିତି ଏକ ରତ୍ନ ଯାହାର ଚମକରେ ସାରା ବିଶ୍ୱ ଝଲସିଯାଏ । ତା’ର ଶକ୍ତି, ସାମର୍ଥ୍ୟର କୌଣସି ସୀମା ନାହିଁ।...