Tag Archives: Fursat

ବଧୂ ଘର ଦୁଆର ମୁହଁରେ ପହଞ୍ଚିଥିଲେ ବରଯାତ୍ରୀ, ହଠାତ୍‌ ଘୋଡ଼ାରେ ବସିଥିବା ବରଙ୍କର ହେଲା ହୃଦଘାତ..ମୃତ୍ୟୁ

ବିବାହ ଲାଗି ହସଖୁସିରେ ଫାଟି ପଡ଼ୁଥିଲା ଘର। ବର ମଧ୍ୟ ଘୋଡ଼ାରେ ବସି ବରଯାତ୍ରୀ ନେଇ ପହଞ୍ଚିଥିଲେ। ହେଲେ ହଠାତ୍‌ କିଛି ଏଭଳି ଘଟିଲା ଯେ ଦୁଃଖର କଳାବାଦଲ ଘୋଟିଯାଇଥିଲା। ବିବାହ ମଜାରେ ଲୁହ ବାଧା ଦେଇଥିଲା। କାରଣ ବରଙ୍କୁ...

Video: ଚିଡିଆଖାନାର ତାରବାଡ଼ ଭିତରୁ ଝାମ୍ପିଲା ବାଘ, ଡରିବା ବଦଳରେ ପିଲାଟି କହିଲା- ଶାର୍ଟ ଫାଟିଗଲେ ମାମା ମାରିବ… 

ସାଧାରଣତଃ ପିଲାମାନେ ମା’ଙ୍କୁ ବହୁତ ଡରିଥାନ୍ତି। ପିଲାଟିଦିନରୁ ମା’ ହିଁ ତାର ସନ୍ତାନର ପ୍ରଥମ ଗୁରୁ ପାଲଟିଥାଏ। ଏହି ସମ୍ପର୍କକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ...

Video: ଦୁନିଆର ସବୁଠାରୁ ଲମ୍ବା ମଇଁଷି ‘କିଙ୍ଗ୍‌ କଙ୍ଗ୍‌’, ୬ଫୁଟ୍‌ ଲମ୍ବ ଚେହେରା ଦେଖିଲେ ଭୟ କରିବେ

ଥାଇଲ୍ୟାଣ୍ଡର ଏକ ଫାର୍ମରେ ଥିବା ଏକ ମଇଁଷି ଗିନିଜ ୱାଲର୍‌ଡ ରେକର୍ଡରେ ନିଜ ନାମ ପଞ୍ଜିକୃତ କରିଛି। ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ମଇଁଷିକୁ ବିଶ୍ୱର ସବୁଠାରୁ ଉଚ୍ଚ ମଇଁଷି ଭାବେ ଘୋଷଣା କରାଯାଇଛି। ଗିନିଜ...

ଅଜବ: Valentine Dayରେ ଏଠାରେ ଭଡ଼ାରେ ମିଳନ୍ତି ପ୍ରେମିକା, ସିଙ୍ଗଲ୍‌ ଯୁବତୀ ବି…

ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ହେଲେ କିଛି ଏମିତି ଥାନ୍ତି ଯାହାଙ୍କ ଜୀବନରେ ପ୍ରେମକୁ ନେଇ ଏକ ଅଭାବୀପଣ ଥାଏ। ଯଦି ଆପଣ...

ଅପରେଶନ ଥିଏଟରରେ ଡାକ୍ତର କାହିଁକି ପିନ୍ଧିଥାନ୍ତି ସବୁଜ ରଙ୍ଗର ପୋଷାକ? ଜାଣି ନିଅନ୍ତୁ…

ଅପରେଶନ ସମୟରେ ଡାକ୍ତରମାନେ ପ୍ରାୟତଃ ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି। ହେଲେ ଏହା ପଛରେ କାରଣ କ’ଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ରିପୋଟର୍‌ସ ମୁତାବକ ପ୍ରଥମେ ଅପରେଶନ ଥିଏଟରରେ ଡାକ୍ତର ଧଳା ରଙ୍ଗର...

Shocking Video: ବରଙ୍କୁ ଛାଡ଼ି ପଣ୍ଡିତଙ୍କ ଉପରେ ଆସିଗଲା କନ୍ୟାଙ୍କ ହୃଦୟ, ଅଧା ବିବାହରେ କରିବାକୁ ଲାଗିଲେ…

ଭାରତରେ ବିବାହ ଋତୁ ଚାଲିଛି। ପ୍ରତିଦିନ ହଜାର ହଜାର ବିବାହ ଅନୁଷ୍ଠିତ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଭାରତୀୟ ବିବାହର ହଜାର ହଜାର ଭିଡିଓ ପୋଷ୍ଟ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ବର ଏବଂ କନ୍ୟା...

କଳିଯୁଗର ଶ୍ରବଣ କୁମାର! ୯୨ ବର୍ଷୀୟ ମା’ଙ୍କୁ ବଳଦଗାଡ଼ିରେ ବସାଇ ମହାକୁମ୍ଭ ନେଉଛନ୍ତି ୬୫ ବର୍ଷୀୟ ପୁଅ, Video ଦେଖିଲେ…

ଭାରତୀୟ ସଂସ୍କୃତି ବେଶ ସୁନ୍ଦର। ଏହାର ଝଲକ ସମ୍ପର୍କରୁ ବାରି ହୋଇପଡେ। ସେମିତି ଜଣେ ଥିଲେ ଶ୍ରବଣ କୁମାର, ଯିଏକି ନିଜର ଅନ୍ଧ ବାପାମା’ଙ୍କୁ କାନ୍ଧରେ ବସାଇ ତୀର୍ଥଭ୍ରମଣ କରାଇଥିଲେ। ଆଜି ବି ପିତାମାତାଙ୍କ ଲାଗି ଉତ୍ସର୍ଗୀକୃତ ସେବା ଲାଗି...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ ପସନ୍ଦ କରନ୍ତି। ଏମିତିରେ ଆଜି ଆସନ୍ତୁ ଜାଣିବା ଭାରତକୁ ଏହା କେଉଁଠାରୁ ଆସିଛି।...

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି ଦିନରୁ ନିଆରା ସମ୍ପର୍କ ଥାଏ। କିଏ କିଏ ମାର୍‌ପିଟ୍‌ ତ କେହି କେହି...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି ଚାଲିଥିବା ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଏକାକି ରହିଗଲେ ପତ୍ନୀ ଶ୍ରୀଜାନା ସୁବେଦୀ। ଶତଚେଷ୍ଟା...

ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିଲେ ମହିଳା, ମୃତଦେହ ଭାବି ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ, ତା’ ପରେ ଯାହା ଘଟିଲା…

ପାଟନା,୧୮।୧୨: ବିହାରର ଅରରିଆରେ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରେଳ ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିବା ବେଳେ ରେଳ ବିଭାଗର ସଫେଇ କର୍ମଚାରୀମାନେ ତାଙ୍କୁ ଉଠିବାକୁ ଡାକିଥିଲେ। ହେଲେ ତାଙ୍କ ଶରୀରରେ ହଲଚଲ ନଜର ଆସି...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ ତାଙ୍କର ଚିକିତ୍ସା କରାଇବା ପାଇଁ ବରେଲିର ମହାରାଣା ପ୍ରତାପ ଜିଲା ଚିକିତ୍ସାଳୟରେ ପହଞ୍ଚିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image