ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଅଧିକାଂଶ ଦଣ୍ଡନାଚ ଉଠି ସାରିଲାଣି। ଆଉ କିଛି ଦଣ୍ଡନାଚ ୧ ତାରିଖ ସୁଧା ଉଠିବ। ବର୍ତ୍ତମାନ ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର ହୋଇପଡିଛି। ଜିଲାର ଦାଦନ ଶ୍ରମିକ ମାନେ ବର୍ତ୍ତମାନ ଦଣ୍ଡନାଚ ଦେଖିବା...