ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ… ଜେନେଭା,୧୦।୧ : ଗତ ବର୍ଷ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସମୟରେ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ସାଧାରଣ ନାଗରିକଙ୍କ ମୃତ୍ୟୁକୁ...