Tag Archives: H

ସଲମାନଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଲେ ପ୍ରଶଂସକ

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ଅଛନ୍ତି। ତାଙ୍କୁ ଭେଟିବାକୁ ପ୍ରଶଂସକ ବେଳେବେଳେ ସୀମା ଟପିଯାନ୍ତି। ନିକଟରେ ସଲ୍ଲୁଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ...

କେବେ ବି କରିବିନି ସେଭିଂ…କିଛି ଏଭଳି ଜିଦ୍‌ରେ ବେଫିକର ବୁଲନ୍ତି ଏହି ମହିଳା

ପୁରୁଷ ମାନଙ୍କ ଭଳି ରହିଛି ଦାଢ଼ି ଆଉ ନିଶ। ହେଲେ କେବେହଲେ ଶେଭିଂ ହେବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି। ଲୋକମାନେ ତାଙ୍କ ବିଷୟରେ ଯାହା ଭାବୁଛନ୍ତି ଭାବନ୍ତୁ। ହେଲେ ତାଙ୍କୁ ଫରକ ପଡେ ନାହିଁ। ଏହା ତାଙ୍କ ବ୍ୟକ୍ତିତ୍ୱ...

ସନ୍ଧ୍ୟା ପରେ ମିଳୁନି ଚିକିତ୍ସା

ଧୂଷୁରୀ, ୧୮।୯: ଭଦ୍ରକ ଜିଲା ଧାମନଗର ବ୍ଲକର ଧୂଷୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଏରିଆ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ଅନୁଯାୟୀ ଡାକ୍ତର ନ ଥିବା ବେଳେ ଏଠାରେ ରାତ୍ରକାଳୀନ ରୋଗୀସେବା ମିଳୁ ନ ଥିବା ନେଇ ସାଧାରଣରେ...

ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ୨୨ ଜଣଙ୍କ ମୃତ୍ୟୁ ଆଶଙ୍କା, ୧୪ ମୃତଦେହ ଉଦ୍ଧାର

କାଠମାଣ୍ଡୁ,୩୦ ।୫: ନେପାଳରେ ରବିବାର ତାରା ଏୟାରର ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସୋମବାର ଏହାର ଧ୍ୱଂସାବଶେଷ ମିଳିଛି । ବିମାନଟି ଉଡିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସୋମବାର ନେପାଳି ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ...

ଏକାଡେମୀରୁ ଇସ୍ତଫା ଦେଲେ ସ୍ମିଥ୍‌; କହିଲେ – ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ

ଲସ ଏଞ୍ଜଲସ୍‌: ୯୪ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌। ଏବେ ସେ ନିଜର କାର୍ଯ୍ୟକୁ ନେଇ ପଶ୍ଚାତାପ କରି ଏକାଡେମୀ...

ଝାରପଡ଼ା ସ୍ବତନ୍ତ୍ର ଜେଲକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଝାରପଡା ସ୍ପେଶାଲ ଜେଲକୁ ଆଇଏସ୍‌ଓ (ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ଷ୍ଟାଣ୍ଡାର୍ଡାଇଜେଶନ) ୯୦୦୧:୨୦୧୫ ସାର୍ଟିଫିକେଟ୍‌ ମିଳିଛି। ରାଜ୍ୟର ପ୍ରଥମ ଜେଲଭାବେ ବିକ୍ୟୁସି ଆସେସମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବର୍ଷକ ପାଇଁ ଏହି ମାନ୍ୟତା ଦିଆଯାଇଛି। କ୍ୱାଲିଟି ମ୍ୟାନେଜମେଣ୍ଟ ସହ...

ରାଉରକେଲାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,(ଡି.ଏନ.ଏ.)/ରାଉରକେଲା ଅଫିସ,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ ଜିଲା ଗସ୍ତରେ ଆସି ରାଉରକେଲାଠାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମକୁ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ନାମରେ ନାମିତ କରିଛନ୍ତି। ରାଉରକେଲା ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ...

ଦୁଇ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ଖୋର୍ଦ୍ଧା ଅଫିସ,୩।୧୦: ଦୁଇ ବର୍ଷ ପରେ ଜଣେ ନାବାଳକ ତାଙ୍କ ମା’ଙ୍କ କୋଳକୁ ଫେରିଛନ୍ତି। ହଜିଯାଇଥିବା ପୁଅକୁ ଫେରିପାଇ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୂଚନା ଅନୁଯାୟୀ, ୨୦୧୮ ମେ’ ମାସରେ ବାଣପୁର ବଜାରରୁ ସ୍ଥାନୀୟ ପୋଲିସ ଜଣେ...

ଭିଜିଲାନ୍ସ ଜାଲରେ କୋଟିପତି ଫରେଷ୍ଟର

ଫୁଲବାଣୀ ଅଫିସ,୨୭।୧୨: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କୋଟିପତି ଫରେଷ୍ଟର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବ୍ରାହ୍ମଣୀ ଗାଁ ବନାଞ୍ଚଳରେ କାର୍ଯ୍ୟରତ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କ...

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲିଆପାଳ ବ୍ଲକର ପାରୁଳିଆ ଗ୍ରାମର ଅବସରପ୍ରାପ୍ତ...

ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ

ଜଗତ୍‌ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଗତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image