ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଗିରଫ ହେବା ଆଶଙ୍କା, କ’ଣ ମୁଖ୍ୟମନ୍ତ୍ରୀ ହୋଇପାରିବେ କି ଗିରଫ ? ଜାଣନ୍ତୁ ନିୟମ ନୂଆଦିଲ୍ଲୀ,୩୧।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରୁଛି। ବୁଧବାର ମଧ୍ୟାହ୍ନ ସମୟରେ ଇଡି ଟିମ୍ ରାଞ୍ଚିରେ ତାଙ୍କ ବାସଭବନରେ ପହଞ୍ଚିଥିଲେ। କଥିତ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ୍। ଏହି...
ଇଡି ଅଧିକାରୀଙ୍କ ବିରୋଧରେ ଏସଟି-ଏସସି ଆଇନରେ ମାମଲା ଦାଖଲ କଲେ ହେମନ୍ତ ସୋରେନ ନୂଆଦିଲ୍ଲୀ,୩୧।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ଏସଟି-ଏସସି ଆଇନ ଅନୁଯାୟୀ ମାମଲା ଦାଖଲ କରିଛନ୍ତି। ଇଡିର ଟିମ୍ ହେମେଣ୍ଟ ସୋରେନଙ୍କୁ ପଚାର ଉଚରା କରିବା ପାଇଁ ବୁଧବାର ମାଧ୍ୟାନ ୧ ଟା ୧୫ ମିନିଟରେ ରାଞ୍ଚିସ୍ଥିତ...
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି ଟିମ୍ ନୂଆଦିଲ୍ଲୀ,୨୯ା୧: ଦିଲ୍ଲୀର ଶାନ୍ତି ନିକେତନ ସ୍ଥିତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପହଞ୍ଚିଛି। ଜମି ଡିଲ୍ ସ୍କାମରେ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଇଡି ସମୟ...
ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ ରାଞ୍ଚି,୨୦।୧: ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ଏମିତିରେ ଇଡି ଟିମ୍ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଯିବ। ତେବେ ସୋରେନଙ୍କୁ...