Honey Singh Divorce: ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଠାରୁ ଅଲଗା ହେଲେ ହନି ସିଂହ ନୂଆଦିଲ୍ଲୀ,୭/୧୧: ବଲିଉଡର ବହୁ ଚର୍ଚ୍ଚିତ ଗାୟକ ହନି ସିଂହ ଗତ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କକୁ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଏହି ଖବର ଉପରେ ଅପଡେଟ ଆସିଛି। ହନି ସିଂହ ଏବଂ ତାଙ୍କର ସ୍ତ୍ରୀ ଶାଳିନୀଙ୍କ ମଧ୍ୟରେ...