Tag Archives: imran khan

‘କାଠକଣ୍ଢେଇ ସରକାରଙ୍କ ସହ ମୋ’ର କିଛି କଥାବାର୍ତ୍ତା ନାହିଁ’

ଇସଲାମାବାଦ,୩୧ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍‌ ପାକିସ୍ତାନୀ ସେନା ସହ ଆଲୋଚନା କରିଛନ୍ତି। ସେନାକୁ କହିଛନ୍ତି, ଦେଶରେ ସାମରିକ ଆଇନ ଲାଗୁ କରାଯାଇଛି ଏବଂ ତାଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ମିଥ୍ୟା...

ସୁପ୍ରିମକୋର୍ଟରେ ପହଞ୍ଚିଲା ଇମ୍ରାନଙ୍କ ନିର୍ବାଚନୀ ଚିହ୍ନ

ଇସଲାମାବାଦ,୩୦ା୬: ସାଧାରଣ ନିର୍ବାଚନ ପାଇଁ ଦଳର ‘ବ୍ୟାଟ୍‌’ ଚିହ୍ନ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ସୁପ୍ରିମକୋର୍ଟଙ୍କୁ ଏହାର ସମୀକ୍ଷା ଆବେଦନ କରିବାକୁ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟରେ ଆବେଦନ କରି ପିଟିଆଇ କହିଛି ଯେ, ସଂରକ୍ଷିତ...

ଆମେରିକା କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ! କହିଲେ, ଆମକୁ ସାହାଯ୍ୟ କର

ଇସଲାମାବାଦ୍‌,୧୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶରେ ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଜାଲିଆତି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆମେରିକାକୁ ଅନୁରୋଧ କରିଛନ୍ତି। ଅଗଷ୍ଟ ୨୦୧୮ରେ ପ୍ରଧାନମନ୍ତ୍ରୀ ହୋଇଥିବା ଖାନଙ୍କୁ ଏପ୍ରିଲ ୨୦୨୨ରେ ଏକ ଅବିଶ୍ୱାସ...

ପାକିସ୍ତାନରେ ସରିଲା ଭୋଟ ଗଣତି: ଇମ୍ରାନ ଖାନ ଆଗୁଆ, ନୱାଜ ଶରିଫଙ୍କୁ ମିଳିଲା ସେନାର ସମର୍ଥନ

ଯୋଧପୁର,୧୧।୨: ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ନିର୍ବାଚନ ଲଢେଇ ବେଳେ ଆଉ ଏକ ଝଟକା ଲାଗିଛି। ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର ମଧ୍ୟ ବ୍ୟବହାର କରି। ନିର୍ବାଚନ ଭୋଟ ଗଣନା ଶେଷ ହେବା...

ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, ଏବେ ତାଙ୍କର ସେହି ସିକ୍ରେଟ୍‌ ଝିଅଙ୍କୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୦ା୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣିଥରେ ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୨୬୬ ସଦସ୍ୟ ବିଶିଷ୍ଟ ଜାତୀୟ ସଭାରେ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୯୯ଟି ଆସନ ଜିତିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ପୂର୍ବତନ...

ଭୋଟ ଗଣତି ଚାଲିଥିବାବେଳେ ନିର୍ବାଚନ କମିଶନର ନିଖୋଜ!

ଇସ୍‌ଲାମାବାଦ,୮।୨:ପାକିସ୍ତାନରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ଗୁରୁବାର ମତଦାନ ଶେଷ ହୋଇଛି। ପାକିସ୍ତାନରେ ଭୋଟ ଗଣତି ସମୟରେ ନିର୍ବାଚନ କମିଶନର ନିଖୋଜ ଥିବା ଚର୍ଚ୍ଚା ହେଉଛି। ନିଜକୁ ଜଣେ ଅନ୍ତର୍ଜାତୀୟ ଥିଙ୍କ ଟ୍ୟାଙ୍କର ଡେପୁଟି ଡାଇରେକ୍ଟର ବୋଲି ଦାବି କରୁଥିବା ଜଣେ...

ଆଇସିସିର ନିମନ୍ତ୍ରଣ ପରେ ବି ଓ୍ବାର୍ଲଡ କପ ଦେଖିପାରିବେନି କି ଇମ୍ରାନ

ଇସଲାମାବାଦ,୧୦।୧୧: ଭାରତ ଦ୍ୱାରା ଆୟୋଜିତ ଏକ ଦିବସୀୟ ବିଶ୍ୱକପ ୨୦୨୩ଏହାର ଶେଷ ଆଡକୁ ଗତି କରୁଛି। ଏହି ଟୁର୍ନାମେଣ୍ଟରେ ୩ ଟି ସେମିଫାଇନାଲିଷ୍ଟ ଅଛନ୍ତି ଏବଂ ଚତୁର୍ଥଟି ମଧ୍ୟ ପ୍ରାୟ ଚୂଡାନ୍ତ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ...

ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଇମ୍ରାନ, ଲଢିପାରିବେ ନାହିଁ ନିର୍ବାଚନ

ଇସଲାମାବାଦ,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅସୁବିଧା ଶେଷ ହେବାର କୌଣସି ସଙ୍କେତ ଦେଉନାହିଁ। ସୋମବାର ଇମ୍ରାନଙ୍କୁ ଏକ ସ୍ବତନ୍ତ୍ର କୋର୍ଟରୁ ଝଟକା ଲାଗିଛି। ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସାଇଫର ମାମଲାରେ ଦୋଷୀ...

ପାକିସ୍ତାନ ଲଗାତର ୧୦ଟି ମ୍ୟାଚ୍‌ ହାରିଲା, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ୍‌ ଉଡ଼ାଇଲେ ଦର୍ଶକେ

ଇସଲମାବାଦ, ୨୦।୫: ଗତ ୧୦ଟି ମ୍ୟାଚରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଦର୍ଶକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ ଉଡାଉଥିବା ଦେଖାଯାଇଛି। ଦ୍ୱିତୀୟଥର ପାଇଁ ପାକିସ୍ଥାନକୁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି। ୧୯୮୮ରେ ଇମ୍ରାନ ଖାନ୍‌ ପାକିସ୍ତାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri