Tag Archives: IND vs SA

ମାତ୍ର ଦେଢ ଦିନରେ କେପ୍‌ଟାଉନ୍‌ ଟେଷ୍ଟ ଜିତିଲା ଭାରତ

ନୂଆଦିଲ୍ଲୀ,୪।୧: ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍‌ରାଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମାତ୍ର...

ପଡ଼ିଆରେ ହାତ ଯୋଡିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୪।୧: ଟିମ ଇଣ୍ଡିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ ଟେଷ୍ଟରେ ୪୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ମ୍ୟାଚ ସମୟରେ କୋହଲି ହାତ ଯୋଡୁ ଥିବାର ଦେଖାଯାଇଛି।...

ବିପକ୍ଷ ବ୍ୟାଟର୍‌ଙ୍କୁ କଲେ ଆଉଟ୍‌, ଖୁସି ହେବା ପରିବର୍ତ୍ତେ ପାଭିଲିୟନ୍‌ ଆଡ଼କୁ ଦୌଡିଯାଇ ତାଙ୍କ ପିଠି ଥାପୁଡାଇଲେ ଭାରତୀୟ ଖେଳାଳି

କେପଟାଉନ,୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟର ଡିନ ଏଲଗାରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଅଟେ।...

ଅଲୋଡ଼ା ରେକର୍ଡର ନିକଟତର ହେଲେ କୋହଲି

କେପଟାଉନ,୪।୧: କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଟେଷ୍ଟ କ୍ରିକେଟରେ ୨୦ ଥର ପାଇଁ ବିରାଟ ୪୦ ରୁ...

IND vs SA: ଟେଷ୍ଟ କ୍ରିକେଟରେ ସବୁଠାରୁ ରୋମାଞ୍ଚକର ଦିନ, ଗୋଟିଏ ଦିନରେ ୨୩ ଉଇକେଟର ପତନ

କେପ୍‌ଟାଉନ୍‌,୩ା୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୨୩ ଉଇକେଟର ପତନ ଘଟିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଜବାବରେ ଭାରତ ନାଟକୀୟ ବିପର୍ଯ୍ୟୟର...

ଶୁବମନ ଗିଲ୍‌ଙ୍କ ଉପରେ ଝୁଲୁଛି ଖଣ୍ଡା: ଦଳରୁ ପଡିପାରନ୍ତି ବାଦ୍‌

କେପଟାଉନ୍‌,୩।୧: ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଶେଷ ୭ଟି ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିନାହାଁନ୍ତି। ବିଶେଷକରି ଭାରତ ବାହାରେ ଗିଲ ଟେଷ୍ଟରେ ଆଶା ମୁତାବକ ପ୍ରଦର୍ଶନ କରିନାହାଁନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାର ବଢିଲା ସମସ୍ୟା: ଅଧିନାୟକ ପଡ଼ିଲେ ବାଦ୍‌

ସେଞ୍ଚୁରିଅନ୍‌,୨୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେଞ୍ଚୁରିଅନରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଏବଂ ୩୨...

ଶୋଚନୀୟ ପରାଜୟ ପରେ ଭାରତକୁ ଲାଗିଲା ବଡ଼ ଝଟ୍‌କା

ସେଞ୍ଚୁରିଅନ୍‌,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ଗୋଟିଏ ଇନିଂସ ଏବଂ ୩୨ ରନରେ ପରାସ୍ତ କରିଛି। ତେବେ ଏହି ପରାଜୟ ପରେ...

ଲଜ୍ଜାଜନକ ପରାଜୟ ପରେ ଅଜବ ଯୁକ୍ତି କଲେ ରୋହିତ ଶର୍ମା

ସେଞ୍ଚୁରିଅନ୍‌,୨୯।୧୨: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଗୋଟିଏ ଇନିଂସ ଏବଂ ୩୨ ରନ୍‌ରେ ପରାଜୟ ହାସଲ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ସମ୍ପୂର୍ଣ୍ଣ ଫ୍ଲପ ନଜର...

କୁନି ପ୍ରଶଂସକଙ୍କ ସ୍ବପ୍ନ ପୂରଣ କଲେ କୋହଲି

ସେଞ୍ଚୁରିଅନ, ୨୮।୧୨: ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋରେ ଦକ୍ଷିଣ ଆଫ୍ରିକାର କୁନି କ୍ରିକେଟ ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ସହ ଦେଖାଯାଇଛି।...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ସେଞ୍ଚୁରିଅନ,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ପ୍ରଥମେ ଟି-୨୦ ସିରିଜ ଏବଂ ପରେ ଦିନିକି ସିରିଜ ଜିତିଥିଲା। ବର୍ତ୍ତମାନ ଟେଷ୍ଟ ସିରିଜରେ...

ଟି-୨୦ ବିଶ୍ୱକପ୍‌ ଖେଳିବେ କି ରୋହିତ ଶର୍ମା: ଜାଣନ୍ତୁ ଏନେଇ କ’ଣ କହିଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୪ ଖେଳିବା ବିଷୟରେ ନିଜ ମତ ରଖିଛନ୍ତି। ରୋହିତ କହିଛନ୍ତି, କ୍ରିକେଟ ଖେଳିବାକୁ ଏକ ଇଚ୍ଛା ଅଛି। ସମସ୍ତେ ଭଲ କରିବାକୁ ଏବଂ ସମସ୍ତ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି। ମୁଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image