Advertisement

India

୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା

୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା

ନୂଆଦିଲ୍ଲୀ,୨୪।୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର GDP (ମୋଟ ଘରୋଇ ଉତ୍ପାଦ)…

1 month ago
“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ "ବହୁତ ଭଲ ସମ୍ପର୍କ" ଅଛି, କିନ୍ତୁ ଦେଶ ସହିତ ତାଙ୍କର "ଏକମାତ୍ର ସମସ୍ୟା"…

1 month ago
ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କଲା BCCIଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କଲା BCCI

ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କଲା BCCI

ମୁମ୍ବାଇ,୨୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଗୁରୁବାର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ୟୁନିଟ୍…

1 month ago
୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ

୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୯।୩: ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ୩-୦ ଗୋଲରେ ମାଲଡିଭ୍ସକୁ ପରାସ୍ତ କରିଛି। ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିବାପରେ…

1 month ago
ଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍‌ ପରସ୍ପରର ସାଥୀଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍‌ ପରସ୍ପରର ସାଥୀ

ଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍‌ ପରସ୍ପରର ସାଥୀ

ପୋର୍ଟ ଲୁଇସ୍‌, ୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ଉପସ୍ଥିରେ ବୁଧବାର ୨ ଦେଶ ମଧ୍ୟରେ ଆପରାଧିକ ଯାଞ୍ଚ୍‌, ସାମୁଦ୍ରିକ ଟ୍ରାଫିକ…

1 month ago
ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ

ଦୁବାଇ, ୯।୩: ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି ଟିମ୍‌ ଇଣ୍ଡିଆ। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ…

2 months ago
Champions Trophy Final: ଫାଇନାଲରେ କମାଣ୍ଡ ନେଲେ ବିରାଟ କୋହଲି… ଅଧିନାୟକ ରୋହିତ ଶର୍ମାଙ୍କ ସହ ଫିଲ୍ଡିଂ ସଜେଇ ପାଇଲେ ୱିକେଟ୍Champions Trophy Final: ଫାଇନାଲରେ କମାଣ୍ଡ ନେଲେ ବିରାଟ କୋହଲି… ଅଧିନାୟକ ରୋହିତ ଶର୍ମାଙ୍କ ସହ ଫିଲ୍ଡିଂ ସଜେଇ ପାଇଲେ ୱିକେଟ୍

Champions Trophy Final: ଫାଇନାଲରେ କମାଣ୍ଡ ନେଲେ ବିରାଟ କୋହଲି… ଅଧିନାୟକ ରୋହିତ ଶର୍ମାଙ୍କ ସହ ଫିଲ୍ଡିଂ ସଜେଇ ପାଇଲେ ୱିକେଟ୍

ଦୁବାଇ,୯।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ଟାଇଟଲ୍ ମ୍ୟାଚ୍‌ରେ, ଟସ୍‌ ହାରିବା ପରେ, ଭାରତୀୟ ଦଳ…

2 months ago
“ବଢୁଥିବା ଦୁର୍ଘଟଣା ପଛରେ ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନ୍, ଦାୟିତ୍ୱହୀନତା ଦାୟୀ”: ନୀତିନ ଗଡକରୀ“ବଢୁଥିବା ଦୁର୍ଘଟଣା ପଛରେ ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନ୍, ଦାୟିତ୍ୱହୀନତା ଦାୟୀ”: ନୀତିନ ଗଡକରୀ

“ବଢୁଥିବା ଦୁର୍ଘଟଣା ପଛରେ ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନ୍, ଦାୟିତ୍ୱହୀନତା ଦାୟୀ”: ନୀତିନ ଗଡକରୀ

ନୂଆଦିଲ୍ଲୀ,୬ା୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦେଶରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ବୃଦ୍ଧି ପାଇଁ ତ୍ରୁଟିପୂର୍ଣ୍ଣ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଏବଂ ସିଭିଲ୍…

2 months ago
ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ଭାରତ ପାଇଁ ଭଲ, କାହିଁକି ଏଭଳି ଚାହୁଁଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର?ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ଭାରତ ପାଇଁ ଭଲ, କାହିଁକି ଏଭଳି ଚାହୁଁଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର?

ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ଭାରତ ପାଇଁ ଭଲ, କାହିଁକି ଏଭଳି ଚାହୁଁଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର?

ନୂଆଦିଲ୍ଲୀ,୧।୩: ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଗ୍ରୁପ A ର ଶେଷ ମ୍ୟାଚରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ…

2 months ago
IND vs PAK: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପରେ ୩ ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନIND vs PAK: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପରେ ୩ ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

IND vs PAK: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପରେ ୩ ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ, ୨୮।୨: ନିକଟରେ ଭାରତ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ପାକିସ୍ତାନକୁ ସହଜରେ ପରାସ୍ତ କରିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ…

2 months ago
ୱାକଫ୍ ବିଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ; ବିରୋଧୀଙ୍କୁ ବଡ଼ ଝଟକାୱାକଫ୍ ବିଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ; ବିରୋଧୀଙ୍କୁ ବଡ଼ ଝଟକା

ୱାକଫ୍ ବିଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ; ବିରୋଧୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୨୭।୨: ସଂସଦରେ ୱାକଫ ବିଲ୍ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଏହାକୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

2 months ago
ଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦିଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି

ଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୬।୨: ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ F-35 ପ୍ରଦାନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ ଭାରତ ସହିତ ଡବଲ ଖେଳ ଖେଳିଛନ୍ତି?…

2 months ago