Tag Archives: India

Video: ଆକାଶରେ ଅକାମି ହୋଇଗଲା ଆମେରିକାର ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ F-୩୫, ହେଲା ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ,୨୮ା୮: ଆମେରିକା ବାୟୁସେନାର ଏକ ଏଫ-୩୫ ଯୁଦ୍ଧବିମାନର ପାଇଲଟ ଆକାଶରେ ୫୦ ମିନିଟ୍‌ ଧରି ଇଞ୍ଜିନିୟରମାନଙ୍କ ସହ ଫୋନ୍‌ରେ ଆଲୋଚନା କରି ଗୁରୁତର ତ୍ରୁଟି ସମାଧାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅବଶେଷରେ ବିମାନଟି ଆଲାସ୍କାର ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ...

‘ପ୍ରଥମେ ଦେଶ, ପରେ ବାଣିଜ୍ୟ’, ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ବି ନଇଁଲା ନାହିଁ ଭାରତ

ନୂଆଦିଲ୍ଲୀ,୨୭।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେରିକା ବୁଧବାରଠାରୁ ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛି। ଏହାର କାରଣ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ରୁଷିଆରୁ...

ଟ୍ରମ୍ପଙ୍କ ଟାରିଫ୍: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତର ଏହି ସେକ୍ଟର୍‌

ନୂଆଦିଲ୍ଲୀ,୨୭।୮: ଅମେରିକା ଭାରତୀୟ ସାମଗ୍ରୀ ରପ୍ତାନି ଉପରେ ୫୦% ଟାରିଫ୍‌ ଲଗାଇଛି, ଯାହା ଇତିହାସରେ ଅତ୍ୟନ୍ତ କଠୋର ବାଣିଜ୍ୟ ଦଣ୍ଡ। ବୁଧବାର ସକାଳ ୯:୩୧ ରୁ ଏହା କାର୍ଯ୍ୟକାରୀ ହୋଇଛି, ଯାହା ଭାରତର $୬୦ ବିଲିୟନ୍‌ରୁ ଅଧିକ ରପ୍ତାନିକୁ ପ୍ରଭାବିତ...

ଟାରିଫ୍‌ ବିବାଦ ମଝିରେ ଆମେରିକା ସହ ୧ ବିଲିୟନ୍‌ ଡଲାରର ଡିଲ୍‌ ସାଇନ୍‌ କରିବ ଭାରତ

ନୂଆଦିଲ୍ଲୀ,୨୬।୮: ଡୋନାଲ୍ଡ୍‌ ଟ୍ରମ୍ପ ଭାରତକୁ ରୁଷିଆ ସହ ବାଣିଜ୍ୟ ଉପରେ ୫୦% ଟାରିଫ୍‌ ଲଗାଇବାର ନିଷ୍ପତ୍ତି ମଝିରେ ଭାରତ ଓ ଆମେରିକା ୧ ବିଲିୟନ୍‌ ଡଲାରରୁ ଅଧିକର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଡିଲ୍‌ ସାଇନ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା...

ଚାଇନା ମାଟିରେ ୩୧ ଅଗଷ୍ଟରେ ହେବ ପାଓ୍ବାର ଶୋ’, ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି, ପୁଟିନ, ଜିନପିଙ୍ଗ

ନୂଆଦିଲ୍ଲୀ,୨୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ଯଦି କୌଣସି ଦେଶ ରୁଷିଆରୁ ତେଲ କିଣେ, ତେବେ ତାକୁ କଠୋର ଶୁଳ୍କର ସମ୍ମୁଖୀନ ହେବାକୁ ପଡ଼ିବ।...

ଭାରତକୁ ଛାଡ଼ିବେନି ଟ୍ରମ୍ପ: ସରିଲା ଡେଟ୍‌ଲାଇନ୍‌, ୨୭ ଅଗଷ୍ଟ ରାତି ୧୨.୦୧ରୁ …

ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ନୋଟିସ ଜାରି କରିଛନ୍ତି। କୁହାଯାଇଛି ଯେ, ନୂତନ ଟାରିଫ୍‌ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ଲାଗୁ ହେବ। ଟ୍ରମ୍ପ ଏବଂ ଭାରତ...

ଶତ୍ରୁ ଏବେ ଲୁଚିବାକୁ ପାଇବେନି ଜାଗା, ଏକାଥରେ ୩୦୦ ବ୍ରହ୍ମୋସ ମିଶାଇଲ ପକାଇବ ଭାରତ

ନୂଆଦିଲ୍ଲୀ,୨୬।୮: ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନର ବର୍ଦ୍ଧିତ କାର୍ଯ୍ୟକଳାପକୁ ଧ୍ୟାନରେ ରଖି, ଭାରତୀୟ ନୌସେନା ନିରନ୍ତର ତାର କ୍ଷମତା ବୃଦ୍ଧି କରୁଛି। ଏହି କ୍ରମରେ, ନୀଳଗିରି ଶ୍ରେଣୀର ଷ୍ଟେଲ୍ଥ ଫ୍ରିଗେଟ ଉଦୟଗିରି ଏବଂ ହିମଗିରିକୁ ନୌବାହିନୀରେ ସାମିଲ କରାଯିବ।...

ଚାଇନାକୁ ଧମକାଇଲାଣି ଆମେରିକା, ଡ୍ରାଗନ ଭାରତର ନିକଟତର ହେବାରୁ ବଢୁଛି ଚିନ୍ତା?

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କିନ୍ତୁ, ବର୍ତ୍ତମାନ ଏହାର ସମୟସୀମା ଶେଷ ହେବାକୁ ଯାଉଛି। ଏହାର ଠିକ ପୂର୍ବରୁ, ଟ୍ରମ୍ପ ଚାଇନାକୁ...

ଆମେରିକାକୁ ବାଏ-ବାଏ… ଭାରତ କରିଦେଲା ବଡ ଖେଳ, ଏବେ କେବଳ ବିଶ୍ୱସ୍ତ ବନ୍ଧୁମାନଙ୍କ ସହିତ କରୁଛି କାରବାର

ନୂଆଦିଲ୍ଲୀ,୨୫ା୮: ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ‘ଇଣ୍ଡିଆ-ଜାପାନ ଏନର୍ଜି ଡାଏଲଗ’ରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ ଓ ଅତ୍ୟାଧୁନିକ ଜଳବିଦ୍ୟୁତ ପ୍ରଯୁକ୍ତିରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଛି। ଏହା ଏକ...

ତିବ୍ବତରେ ବିଶାଳ ଡ୍ୟାମ ନିର୍ମାଣ କରୁଛି ଚାଇନା: ଭାରତରେ ସୃଷ୍ଟି ହେଲା ଜଳଯୁଦ୍ଧର ଆଶଙ୍କା

ନୂଆଦିଲ୍ଲୀ,୨୫ା୮: ଚାଇନା ତିବ୍ଦତର ମେଦୋଗ କାଉଣ୍ଟିରେ ବ୍ରହ୍ମପୁତ୍ର ନଦୀ (ତିବ୍ଦତୀୟ ନାମ: ୟାରଲୁଙ୍ଗ ଜାଙ୍ଗବୋ) ଉପରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ଭାରତ ଓ ବାଂଲାଦେଶରେ ଜଳ ସୁରକ୍ଷା ନେଇ ଗଭୀର ଚିନ୍ତା...

ଅପରେଶନ ସିନ୍ଦୂର ପରେ ପ୍ରଥମଥର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ନା କରିବେ ମୋଦି

ନୂଆଦିଲ୍ଲୀ/ଇସଲାମାବାଦ,୨୫।୮: ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍‌ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମିଳିତ ଜାତିସଂଘର ମଞ୍ଚରେ...

ଭାରତ ଉପରେ କାହିଁକି ସେକେଣ୍ଡାରୀ ଟାରିଫ ଲଗାଇଛନ୍ତି ଟ୍ରମ୍ପ? ସିକ୍ରେଟ ଖୋଲିଲେ ଭାନ୍ସ

ନୂଆଦିଲ୍ଲୀ/ଓ୍ବାଶିଂଟନ.୨୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଭାରତ ରୁଷିଆରୁ ତେଲ କିଣିଥିବାରୁ ଆମେରିକା ଭାରତ ଉପରେ ଏହି ଶୁଳ୍କ ଲଗାଇଛି। ଏହି ସମୟରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପ୍ରତିକ୍ରିୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri