ଭାରତରେ ସର୍ବୋଚ୍ଚ ସ୍ତରରେ ଆର୍ଥିକ ଅସମାନତା, ୧%ଙ୍କ ପାଖରେ ୪୦%
ନୂଆଦିଲ୍ଲୀ,୨୧ା୩ : ଫରାସୀ ଅର୍ଥନୀତିଜ୍ଞ ଥୋମାସ ପିକେଟିଙ୍କ ଅଧ୍ୟକ୍ଷତାରେ ସଦ୍ୟ ପ୍ରକାଶିତ ଓ୍ବାଲର୍ଡ ଇନ୍ଇକ୍ୱାଲିଟି ଲାବ୍ ରିପୋର୍ଟ ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଆୟ ଅସମାନତା ସବୁଠୁ ଅଧିକ ବଢ଼ିଥିଲା। ଏଥିଲାଗି ଦେଶର ଟିକସ ବ୍ୟବସ୍ଥାର ନୀତିଗୁଡ଼ିକୁ ଦାୟୀ କରାଯାଉଛି।...