Tag Archives: India

ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଲେ ଭାରତକୁ ଲାଭ ହେବ ନା କ୍ଷତି? ଜଣାପଡିଲା…

ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶେୟାର ବଜାରରେ ଉତ୍ଥାନ-ପତନ ଦେଖାଯାଉଛି। ଏହା ସହିତ ଅଶୋଧିତ ତୈଳର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ହେଉଛି। ଯଦି ଏହି ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଶୀଘ୍ର...

ବ୍ରହ୍ମୋସ ଭୟରେ ଏବେ ବି ଥରୁଛି ପାକିସ୍ତାନ: ଭାରତର ବନ୍ଧୁକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୧୦।୬: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲା। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ଅନେକ ବାୟୁସେନା ଘାଟି ନଷ୍ଟ ହୋଇଯାଇଥିଲା। ପାକିସ୍ତାନ ଏପର୍ଯ୍ୟନ୍ତ ଏହାକୁ ଭୁଲିନାହିଁ। ଏବେ ସେ ସାହାଯ୍ୟ ପାଇଁ ପର ଦୁଆର...

ପାକିସ୍ତାନର ସିକ୍ରେଟ୍‌ ଖୋଲିବାକୁ ୧୦ କୋଟିର ଡିଲ୍‌ କଲା ଭାରତ: ମୁହଁ ଦେଖାଇପାରିବେ ନାହିଁ ଶେହବାଜ

ନୂଆଦିଲ୍ଲୀ,୯।୬:ଅପରେଶନ ସିନ୍ଦୂର ପରେ ଭାରତ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୧୦ କୋଟି ଟଙ୍କା ମୂଲ୍ୟରେ ୩ଟି ହାଇ-ଟେକ ସ୍ପାଏ ପ୍ଲେନ କିଣିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଏକ ପ୍ରସ୍ତାବ ଆଣିବାକୁ...

ଏଇ ଭାରତରେ

ସ୍ବାର୍ଥ ପାଇଁ ବେଳେବେଳେ ରକ୍ତସମ୍ପର୍କୀୟମାନେ ବି ବିଶ୍ୱାସଘାତକତା କରିବାକୁ ପଛାନ୍ତି ନାହିଁ। ହେଲେ ବିଶ୍ୱସ୍ତ ପ୍ରାଣୀ କୁକୁର କିନ୍ତୁ ଆବଶ୍ୟକସ୍ଥଳେ ମାଲିକର ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଠିକ୍‌ ଏମିତି ଏକ...

‘ଚାଇନାକୁ ଏତେ ହାଲୁକା ଭାବରେ ନିଆଯାଇ ନ ପାରେ’, ‘ଡ୍ରାଗନ’କୁ ନେଇ ବଡ଼ ବୟାନ ଦେଲେ ଥରୁର

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ଏମପି ଶଶି ଥରୁର ଆମେରିକାରେ ଚାଇନା ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ମୁହାଁମୁହିଁରେ ଚାଇନା ଏକ କାରଣ ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ସେ...

ଭାରତ ସହ କଥା ହେବାକୁ କାହିଁକି ବ୍ୟାକୁଳ ହେଲାଣି ପାକିସ୍ତାନ? ମାଗିଲା ଟ୍ରମ୍ପଙ୍କ ସାହାଯ୍ୟ

ଇସଲାମାବାଦ,୫।୬: ସାରା ବିଶ୍ୱ ଜାଣେ ଯେ ପାକିସ୍ତାନର ଅର୍ଥନୀତି ଭିକ୍ଷା ମାଗିବାରେ ଚାଲିଥାଏ। କିନ୍ତୁ ପାକିସ୍ତାନର ଭିକ୍ଷା ମାଗିବାର ଏପରି ଅଭ୍ୟାସ ଯେ ତାହା ଶେଷ ହୁଏ ନାହିଁ। କେତେବେଳେ ଟଙ୍କା ପାଇଁ, କେତେବେଳେ ସମ୍ବଳ ପାଇଁ ଏବଂ କେତେବେଳେ...

ଜାଣନ୍ତି କି…ଜାତି ଜନଗଣନା ଦ୍ୱାରା କ’ଣ କ’ଣ ବଦଳିଯିବ? କାହିଁକି ଆବଶ୍ୟକ?ବିରୋଧରେ କରାଯାଏ…

ନୂଆଦିଲ୍ଲୀ,୫।୬: ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜମ୍ମୁ-କଶ୍ମୀର ଏବଂ ହିମାଚଳ...

Operation Sindoorର ୫ ମିନିଟ୍‌ ପରେ ପାକିସ୍ତାନକୁ ଫୋନ୍‌ କରିଥିଲା ଭାରତ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୬: ଭାରତର ଅପରେଶନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତ, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ...

ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍‌କାଇବା ଭଳି ଜବାବ: ପାକିସ୍ତାନ ଥରହର

ନୂଆଦିଲ୍ଲୀ,୨।୬: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ଏକ ‘କଣ୍ଟାକ୍ଟ ଲେସ’ ଯୁଦ୍ଧ ଥିଲା। ଏହି ସମୟ ମଧ୍ୟରେ ସେନା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତଥାପି...

ଭାରତକୁ ଦୟାର ଭିକ ମାଗିବେ ଶହବାଜ-ମୁନିର? ପାକିସ୍ତାନରେ ହାହାକାର, ମୁଣ୍ଡରେ ଝୁଲୁଛି…

ଇସଲାମାବାଦ,୨।୬: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା, ଯାହା ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଚଳିତ ବର୍ଷ ଖରିଫ (ଗ୍ରୀଷ୍ମ ଫସଲ) ଋତୁରେ ଗମ୍ଭୀର ଜଳ ସଙ୍କଟକୁ...

ଭାରତକୁ ଧମକ ଦେଲେ ମୁନିର: ଆମେ କେବେ ନଇଁବୁ ନାହିଁ, ଦରକାର ପଡ଼ିଲେ…

ଇସଲାମାବାଦ୍‌,୩୧।୫: ସିନ୍ଦୂର ଅପରେଶନ ପରେ ମଧ୍ୟ ପାକିସ୍ତାନ ନିଜର ପଥ ବଦଳାଇବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଅନେକ ଥର ଧମକ ଦେଇଛନ୍ତି। ଏବେ ସେ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।...

କେବଳ ଭାରତ ବିରୋଧରେ ନୁହେଁ, ଏହି କାମ ପାଇଁ ପାକିସ୍ତାନକୁ ହାତରେ ରଖିଛି ଚାଇନା!

ନୂଆଦିଲ୍ଲୀ, ୩୦।୫: ପୂର୍ବତନ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଚାଇନାର ପାକିସ୍ତାନ ସହ ଦୀର୍ଘକାଳୀନ ରଣନୀତି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଚୀନର ଏହି ସଂପର୍କ କେବଳ ଭାରତକୁ ମୁକାବିଲା କରିବା ପାଇଁ ନୁହେଁ, ବରଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri