US Deportation Video: ପ୍ରବାସୀଙ୍କ ନିର୍ବାସନକୁ ମଜା ଉଡାଇଲା ହ୍ବାଇଟ୍ ହାଉସ! ଭିଡିଓକୁ ନେଇ ନୂଆ ବିବାଦ ଓ୍ବାଶିଂଟନ,୬।୪: ହ୍ବାଇଟ ହାଉସ ଦ୍ୱାରା ଏହାର ଅଫିସିଆଲ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମାଲୋଚକମାନେ ଟ୍ରମ୍ପ ପ୍ରଶାସନ ଉପରେ ଦୁର୍ବଳ ପ୍ରବାସୀମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି। ଅଟକ...
ଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାର ଓ୍ବାଶିଂଟନ୍,୪।୪: ବିଶ୍ୱର ଦୁଇଟି ବୃହତ୍ ଅର୍ଥନୀତି ପରସ୍ପର ସହିତ ଟାରିଫ୍ ଓ୍ବାର୍ ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ...
ଭୂକମ୍ପ ଝଟ୍କାରେ ଥରିଲା ନେପାଳ, ଭାରତରେ ବି… କାଠମାଣ୍ଡୁ/ଲକ୍ଷ୍ନୌ,୪।୪:ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍ ସିସ୍ମୋଲୋଜି...
କ’ଣ କହୁଛି JFK ଫାଇଲ୍? ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ହତ୍ୟା ନେଇ ହେଲା ବଡ଼ ଧରଣର ଖୁଲାସା ଓ୍ବାଶିଂଟନ,୧୯।୩: ୧୯୬୩ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ୍. କେନେଡିଙ୍କୁ ଗୁଳି କରି ହତ୍ୟା ସହିତ ଜଡିତ ଗୋପନୀୟ ଦଲିଲର ୮୦,୦୦୦ ଫାଇଲ୍କୁ ମଙ୍ଗଳବାର ସନ୍ଧ୍ୟାରେ ସାର୍ବଜନୀନ କରାଯାଇଛି। ଆମେରିକାର ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ ପ୍ରଶାସନ (NARA) ର...
Sunita Williams Return Video: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସ: ଫ୍ଲୋରିଡା ଉପକୂଳରେ କଲେ ଅବତରଣ, ଦେଖନ୍ତୁ ଭିଡିଓ ଫ୍ଲୋରିଡା,୧୯।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲ୍ମୋର ୯ ମାସ ପରେ ଶେଷରେ ପୃଥିବୀକୁ ଫେରିଛନ୍ତି। ଉଭୟ ମହାକାଶଚାରୀ ବୁଧବାର ଭାରତୀୟ ସମୟ ସକାଳ ସାଢ଼େ ୩ଟାରେ ସୁରକ୍ଷିତ ଭାବେ ଫ୍ଲୋରିଡା ଉପକୂଳରେ ଅବତରଣ...
ଅପେକ୍ଷାର ହେବାକୁ ଯାଉଛି ଅନ୍ତ! ସ୍ପେସ୍ ଷ୍ଟେଶନରେ ପହଞ୍ଚିଲେ କ୍ରୁ-୧୦ ଟିମ୍, ଫେରିବେ ସୁନୀତା-ବୁଚ୍ ନୂଆଦିଲ୍ଲୀ,୧୬।୩: ଏବେ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନିତା ଏବଂ ବୁଚ୍ ଖୁବ ଶୀଘ୍ର ପୃଥିବୀକୁ ଫେରି ଆସିବେ। ସୁନିତା ଏବଂ ବୁଚ୍ଙ୍କୁ...
ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି BLA: ସେନାର Convoy ଉପରେ ବଡ଼ ଆକ୍ରମଣ, ୯୦ ଯବାନ ମୃତ ଇସଲାମାବାଦ,୧୬।୩: ପାକିସ୍ତାନରେ ପୁଣି ଥରେ ଏକ ବଡ଼ ଆକ୍ରମଣ ହୋଇଛି। ଏଥର ବାଲୁଚ ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ଭାରତରେ ହୋଇଥିବା ପୁଲୱାମା ଆକ୍ରମଣ ସହିତ ସମାନ ମନେ ହେଉଛି। ବେଲୁଚିସ୍ତାନର ନୋଶକିରେ ୭ ବସ...
ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’ ଢାକା,୧୩।୩: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର ଉପାଧ୍ୟକ୍ଷ ରାବି ଆଲାମ ଦାବି କରିଛନ୍ତି। ANI ସହିତ ସାକ୍ଷାତକାର ସମୟରେ...
ପାକିସ୍ତାନରେ କ୍ଷମତା ପରିବର୍ତ୍ତନ ଲାଗି ସ୍କ୍ରିପ୍ଟ ପ୍ରସ୍ତୁତ! ଯେକୌଣସି ମୁହୂର୍ତ୍ତରେ ଶରିଫ ଭାଇଙ୍କ ହାତରୁ ଚାଲିଯାଇପାରେ କ୍ଷମତା… ଇସଲାମାବାଦ,୫।୩: ପୁଣି ଥରେ ପାକିସ୍ତାନରେ କ୍ଷମତା ପାଇଁ ସଂଘର୍ଷ ତୀବ୍ର ହୋଇଛି। ଦେଶର ରାଜନୈତିକ ପରିସ୍ଥିତି କ୍ରମାଗତ ଭାବରେ ବିଗିଡ଼ିବାରେ ଲାଗିଛି। ଏଣୁ ଦେଶରେ ବିଦ୍ରୋହ ପାଇଁ ପ୍ରସ୍ତୁତି ଚାଲିଥିବା ଅନୁମାନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ...
ସୁଧୁରୁନି ଚାଇନା…ସୀମା ନିକଟରେ ଆରମ୍ଭ କଲା ସାମରିକ ଅଭ୍ୟାସ ବେଜିଂ,୨୬।୨: ବେଜିଂ ଏବଂ ତାଇପେଇ ମଧ୍ୟରେ ପୂର୍ବରୁ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ପୁଣି ଥରେ ତାର ଦାଦାଗିରି ଦେଖାଇଛି। ଡ୍ରାଗନ ତାଇୱାନର ବହୁତ ନିକଟରେ କୌଣସି ସୂଚନା କିମ୍ବା ଚେତାବନୀ ବିନା ଲାଇଭ ଫାୟାର ସାମରିକ ତାଲିମ ଆରମ୍ଭ...
ଆସିଗଲା ଉଡ଼ନ୍ତା କାର…ଏବେ ଟ୍ରାଫିକ୍ ଜାମ ସମସ୍ୟାରୁ ମିଳିବ ମୁକ୍ତି, କିଣିବାକୁ ଚାହିଁଲେ ଗଣିବେ ଏତିକି… ନୂଆଦିଲ୍ଲୀ,୨୩।୨: ଟ୍ରାଫିକ୍ ଜାମ ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର ବଡ଼ ବଡ଼ ସହରରେ ରହିଛି। ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି। କଳ୍ପନା କରନ୍ତୁ ଯଦି ଆପଣ ଟ୍ରାଫିକ ଜାମ୍ରେ ଫସି ଯାଇଛନ୍ତି...
ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍ ଦେଶମାନଙ୍କର ସମର୍ଥନ! ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏକ ମୁସଲିମ ଦେଶରେ ଆୟୋଜିତ ଏହି ସମ୍ମିଳନୀରେ ଅନେକ...