ହମାସ ରକେଟ ମାଡ଼ରେ ଫ୍ରାନ୍ସର ୨୧ ନାଗରିକ ମୃତ,୧୧ ନିଖୋଜ ପ୍ୟାରିସ,୧୭।୧୦: ହମାସ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଅନ୍ୟ ଦେଶର ନାଗରିକଙ୍କ ମଧ୍ୟ ଜୀବନ ବାଜି ଲାଗୁଛି। ଆମେରିକା, ନେପାଳ ପରେ ଏବେ ଫ୍ରାନ୍ସର ୨୧ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସର ରକେଟ ମାଡ଼ରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ...