ପ୍ରଥମେ ସିରାଜ ପରେ ବଟଲରଙ୍କ ଝଡ଼, ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କଲା ଗୁଜୁରାଟ ବେଙ୍ଗାଲୁରୁ,୨।୪: ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କରିଛି। ଆଇପିଏଲ ୨୦୨୫ରେ, ଆରସିବି ପ୍ରଥମ ଥର ପାଇଁ ତାର ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳୁଥିଲା, କିନ୍ତୁ ସେଠାରେ ନିରାଶାର ସମ୍ମୁଖୀନ ହେବାକୁ...
ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍ସନ ବେଙ୍ଗାଲୁରୁ,୨ା୪: ସଞ୍ଜୁ ସାମ୍ସନ ଚଳିତ ଆଇପିଏଲ୍ରେ ଉଇକେଟ୍ କିପିଂ କରିବା ସହ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କୁ ଏଥିଲାଗି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ)ଠାରୁ ଅନୁମତି ମିଳିଥିଲା। ଗତ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍ରେ...
ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ ଚମତ୍କାର ବିଜୟ ଦେଇଥିଲେ। ଏବେ ପ୍ରିୟାଂଶଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି...
Watch: ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍ କରୁଛନ୍ତି ଗର୍ଲଫ୍ରେଣ୍ଡ ମୁମ୍ବାଇ,୧।୪: କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି। ଦଳି ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅଶ୍ୱିନୀ କୁମାର ତାଙ୍କର ଆଇପିଏଲ ଡେବ୍ୟୁ ମ୍ୟାଚ...
ଡେବ୍ୟୁ ମ୍ୟାଚ୍ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍ରେ ମିଳିଲା ଉଇକେଟ୍ ମୁମ୍ବାଇ,୧।୪: ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଅଶ୍ୱିନୀ କୁମାର କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଏହି ମ୍ୟାଚ ସହିତ ଅଶ୍ୱିନୀ ତାଙ୍କର ଆଇପିଏଲ ଡେବ୍ୟୁ...
IPL 2025 ପ୍ରଥମ ସପ୍ତାହରେ viewership ରେକର୍ଡ ଭାଙ୍ଗିଲା ନୂଆଦିଲ୍ଲୀ,୨୯।୩: IPL ସିଜିନ ୧୮ ଚମତ୍କାର ଭାବରେ ଆରମ୍ଭ ହୋଇଛି। କେବଳ ଗୋଟିଏ ସପ୍ତାହ ମଧ୍ୟରେ ଆମେ ଅନେକ ରୋମାଞ୍ଚକର ମ୍ୟାଚ ଦେଖିଛୁ। ଏହି ମ୍ୟାଚ୍ଗୁଡ଼ିକରେ ଅନେକ ରେକର୍ଡ ହୋଇଛି ଏବଂ ଭାଙ୍ଗିଛି କିନ୍ତୁ ଦର୍ଶକଙ୍କ ସଂଖ୍ୟା ଦୃଷ୍ଟିରୁ ମଧ୍ୟ...
୧୭ ବର୍ଷର ମୁରୁଡ଼ି ସମାପ୍ତ କରିପାରିବେ କି କୋହଲି: ଆଜି ରହିବ ସମସ୍ତଙ୍କ ନଜର ଚେନ୍ନାଇ,୨୮।୩: ଫ୍ୟାନ ଫଲୋଇଂ ଦୃଷ୍ଟିରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)ଅନ୍ୟ ସମସ୍ତ ଆଇପିଏଲ ଦଳଠାରୁ ବହୁତ ଆଗରେ। କିନ୍ତୁ ଟାଇଟଲ ଦୃଷ୍ଟିରୁ, RCB ପଛରେ ପଡ଼ିଥିବା ପରି ମନେ ହେଉଛି। ଆରସିବି ଏପର୍ଯ୍ୟନ୍ତ ଥରେ ମଧ୍ୟ ଆଇପିଏଲ ଟାଇଟଲ ଜିତିନାହିଁ। ଏଥର...
ବଡ଼ ରେକର୍ଡ ହାସଲ କଲେ ପ୍ୟାଟ କମିନ୍ସ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ(SRH) ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଏହି ସିରିଜରେ ଏହା SRH ଦଳର ପ୍ରଥମ ପରାଜୟ ଥିଲା। ପୂର୍ବରୁ SRH ପ୍ରାରମ୍ଭିକ ମ୍ୟାଚ ଜିତିବାରେ ସଫଳ ହୋଇଥିଲେ। ଦଳକୁ ପରାଜୟର ସାମ୍ନା...
IPL 2025 ଲଜ୍ଜାଜନକ ରେକର୍ଡ ହାସଲ କଲେ ରିୟାନ ପରାଗ ନୂଆଦିଲ୍ଲୀ,୨୭।୩: ରାଜସ୍ଥାନ ରୟାଲ୍ସ ପାଇଁ IPL 2025 ସିଜିନର ଆରମ୍ଭ ଭଲ ହୋଇନାହିଁ। ଏହି ଦଳକୁ ପ୍ରଥମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ କୋଲକାତା ନାଇଟ ରାଇଡର୍ସ (KKR) ସେମାନଙ୍କୁ...
IPL 2025: ଲଜ୍ଜାଜନକ ରେକର୍ଡ ହାସଲ କଲେ ଗ୍ଲେନ ମ୍ୟାକ୍ସୱେଲ ନୂଆଦିଲ୍ଲୀ,୨୬।୩: ପଞ୍ଜାବ କିଙ୍ଗସ ୧୧ ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। କିନ୍ତୁ ଏହା ପୂର୍ବରୁ ପଞ୍ଜାବ କିଙ୍ଗସ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ରେକର୍ଡ ହୋଇଥିଲା। ମ୍ୟାକ୍ସୱେଲ ଆଇପିଏଲ ଇତିହାସରେ ସର୍ବାଧିକ ଥର ଶୂନରେ...
କିଏ ସେହି ଆଶୁତୋଷ ଶର୍ମା, ଯିଏ ଲକ୍ଷ୍ନୌ ବିପକ୍ଷରେ ପଲଟାଇଦେଲେ ବାଜି ବିଶାଖାପାଟନମ୍,୨୫।୩: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଆଶୁତୋଷ ଶର୍ମା ପୁଣି ଥରେ ଆଇପିଏଲରେ ନିଜର ଶକ୍ତି ଦେଖାଇଛନ୍ତି। ଆଶୁତୋଷ ଗତବର୍ଷ ଲକ୍ଷ୍ନୌ ବିପକ୍ଷରେ ସମାନ ଇନିଂସ ଖେଳିଥିଲେ। ଆଶୁତୋଷ ୩୧ ବଲ୍ରେ ୫...
ଏହି ଦିନ IPLରେ ପ୍ରଥମଥର ହେବ ୩୦୦ ରନ୍: ବଡ଼ ଭବିଷ୍ୟବାଣୀ କଲେ ଡେଲ ଷ୍ଟେନ ନୂଆଦିଲ୍ଲୀ,୨୫।୩: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଲ ଷ୍ଟେନ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ସେ ଆଇପିଏଲ ମ୍ୟାଚରେ ପ୍ରଥମ ଥର ପାଇଁ ୩୦୦ ରନ ସ୍କୋର କେବେ ପାର ହେବ ତାହା ତାରିଖ କହିଛନ୍ତି। IPL 2025ର ଦ୍ୱିତୀୟ...