ଏଥର ମାଗଣାରେ ଦେଖିପାରିବେ IPL ମ୍ୟାଚ୍: ଜିଓ ଆଣିଲା ଧମାକାଦାର୍ ପ୍ଲାନ୍
ନୂଆଦିଲ୍ଲୀ,୧୮।୩:: ମୁକେଶ ଅମ୍ବାନୀ ପରିବାରର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବଜାରରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଚମତ୍କାର ଅଫର ଆଣିଛି। ଜିଓ ସିମ ୟୁଜର୍ସମାନେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ରିଚାର୍ଜ କଲେ ପୂରା ଆଇପିଏଲ ୨୦୨୫...