ଅତିରିକ୍ତ ଏସ୍ପି ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର,୩୧।୧: ଅତିରିକ୍ତ ଏସ୍ପି ସ୍ତରରେ ବୁଧବାର ଛୋଟ ଧରଣର ଅଦଳବଦଳ ହୋଇଛି। ପାରାଦୀପ ମୁଖ୍ୟାଳୟ ଅତିରିକ୍ତ ଏସ୍ପି ଅମରେନ୍ଦ୍ର ପଣ୍ଡାଙ୍କୁ ଜଗତସିଂହପୁର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ସେହିପରି ହେମନ୍ତ କୁମାର ପାଢ଼ୀଙ୍କୁ ସୋନପୁରରୁ ବଲାଙ୍ଗୀର, ସୀମା ରେଖା ପଣ୍ଡାଙ୍କୁ ବଡଗଡ...