କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ ତେହରାନ,୩।୧: ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଥିଲା। ସୁଲେମାନୀଙ୍କ ମୃତ୍ୟୁର...
ମେଟ୍ରୋ ଟ୍ରେନ୍ରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ, ପିନ୍ଧି ନ ଥିଲେ ହିଜାବ ତେହରାନ,୨୮ା୧୦: ଇରାନର ରାଜଧାନୀ ତେହରାନରେ ମେଟ୍ରୋ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ସନ୍ଦେହଜନକ ଅବସ୍ଥାରେ ଆହତ ହୋଇଥିବା ଯୁବତୀ ଅରମିତା ଗେରାବନ୍ଦଙ୍କର ମୃତ୍ୟୁ ଘଟିଛି। ସେ ବିନା ହିଜାବରେ ମେଟ୍ରୋରେ ଯାତ୍ରା କରୁଥିଲେ। ଅରମିତା କିଛି ସପ୍ତାହ ହେଲା କୋମାରେ...
ଯୁଦ୍ଧ ବଢିଲେ ଏଥିରେ ଆମେରିକା ମଧ୍ୟ ଜଳିବ-ଇରାନ, କଡ଼ା ଜବାବ ଦେଲା ଆମେରିକା ନୂଆଦିଲ୍ଲୀ,୨୮/୧୦: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଭିତରେ ପଶି ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସୈନ୍ୟ ପକ୍ଷରୁ ଗାଜା ପଟି ଏବଂ ଲେବନାନ ଆତଙ୍କୀ ସଂଗଠନ ଉପରେ ବୋମାମାଡ଼ ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ କରୁଛି। ଏହାର କାରଣ...