Advertisement

Israel

ବଡ଼ ଯୁଦ୍ଧ ଆଶଙ୍କା, ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକାବଡ଼ ଯୁଦ୍ଧ ଆଶଙ୍କା, ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକା

ବଡ଼ ଯୁଦ୍ଧ ଆଶଙ୍କା, ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକା

ୱାଶିଂଟନ,୦୩।୦୮: ପଶ୍ଚିମ ଏସିଆରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଆମେରିକା ମଧ୍ୟ ଉକ୍ତ ଅଞ୍ଚଳରେ ନିଜ ସୈନ୍ୟଶକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ପଶ୍ଚିମ ଏସିଆରେ ଅଧିକ…

9 months ago
ବଡ଼ ଘୋଷଣା କଲା ଏୟାର ଇଣ୍ଡିଆ, ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ସହରକୁ ଉଡ଼ିବନି ଫ୍ଲାଇଟ୍‌ବଡ଼ ଘୋଷଣା କଲା ଏୟାର ଇଣ୍ଡିଆ, ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ସହରକୁ ଉଡ଼ିବନି ଫ୍ଲାଇଟ୍‌

ବଡ଼ ଘୋଷଣା କଲା ଏୟାର ଇଣ୍ଡିଆ, ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ସହରକୁ ଉଡ଼ିବନି ଫ୍ଲାଇଟ୍‌

ନୂଆଦିଲ୍ଲୀ, ୦୨।୦୮: ଟାଟା ଗ୍ରୁପ୍‌ର ଏୟାର ଲାଇନ୍‌ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏୟାର ଇଣ୍ଡିଆ ଶୁକ୍ରବାର ଏହାର…

9 months ago
ଭାରତରେ ପଡ଼ିଲା ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ, ଫ୍ଲାଇଟ୍‌ ବାତିଲ୍‌ କଲା ଏୟାର ଇଣ୍ଡିଆଭାରତରେ ପଡ଼ିଲା ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ, ଫ୍ଲାଇଟ୍‌ ବାତିଲ୍‌ କଲା ଏୟାର ଇଣ୍ଡିଆ

ଭାରତରେ ପଡ଼ିଲା ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ, ଫ୍ଲାଇଟ୍‌ ବାତିଲ୍‌ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୦୨।୦୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି । ହମାସ ଗ୍ରୁପ୍‌ର ସୁପ୍ରିମୋ ଇସ୍‌ମାଇଲ ହାନିଆଙ୍କ ହତ୍ୟା…

9 months ago
ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ: ରିପୋର୍ଟସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ: ରିପୋର୍ଟ

ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ: ରିପୋର୍ଟ

ନୂଆଦିଲ୍ଲୀ, ୩।୬: ସୋମବାର ସିରିଆର ଆଲେପ୍ପୋ ସହର ପରିସରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସିରିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।…

11 months ago
ବିଶ୍ୱର ଲକ୍ଷ ଲକ୍ଷ ଲୋକେ ଶେୟାର କରୁଛନ୍ତି ଏହି ଫଟୋ, ଜାଣନ୍ତୁ ଏହାର ଅର୍ଥ କ’ଣ ?ବିଶ୍ୱର ଲକ୍ଷ ଲକ୍ଷ ଲୋକେ ଶେୟାର କରୁଛନ୍ତି ଏହି ଫଟୋ, ଜାଣନ୍ତୁ ଏହାର ଅର୍ଥ କ’ଣ ?

ବିଶ୍ୱର ଲକ୍ଷ ଲକ୍ଷ ଲୋକେ ଶେୟାର କରୁଛନ୍ତି ଏହି ଫଟୋ, ଜାଣନ୍ତୁ ଏହାର ଅର୍ଥ କ’ଣ ?

ନୂଆଦିଲ୍ଲୀ,୨୯।୫: ଗୋଟିଏ ଫଟୋ ଏବେ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି। ତେବେ ଏହି ଫଟୋ କ'ଣ ଲେଖା ଅଛି, କାହିଁକି ଏହାକୁ ଲୋକେ ଏତେ…

11 months ago
ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ ଖବର…

1 year ago
ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଇରାନ…

1 year ago
ଇରାନ-ଇସ୍ରାଏଲ ଟେନସନ: ଷ୍ଟକ୍ ମାର୍କେଟରେ ହାହାକାର, ୯୦୦ ପଏଣ୍ଟ ଖସିଲା ସେନସେକ୍ସଇରାନ-ଇସ୍ରାଏଲ ଟେନସନ: ଷ୍ଟକ୍ ମାର୍କେଟରେ ହାହାକାର, ୯୦୦ ପଏଣ୍ଟ ଖସିଲା ସେନସେକ୍ସ

ଇରାନ-ଇସ୍ରାଏଲ ଟେନସନ: ଷ୍ଟକ୍ ମାର୍କେଟରେ ହାହାକାର, ୯୦୦ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବାଇ,୧୫।୪: ଭାରତୀୟ ଷ୍ଟକ୍ ମାର୍କେଟରେ ସୋମବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଶନିବାର ଏବଂ ରବିବାର ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି…

1 year ago
ସଠିକ୍ ସମୟରେ ମିଳିବ ଆକ୍ରମଣର ଜବାବ, ଇରାନ ଆକ୍ରମଣ ପରେ ଇସ୍ରାଏଲ ମନ୍ତ୍ରୀଙ୍କ ପ୍ରତିଜ୍ଞାସଠିକ୍ ସମୟରେ ମିଳିବ ଆକ୍ରମଣର ଜବାବ, ଇରାନ ଆକ୍ରମଣ ପରେ ଇସ୍ରାଏଲ ମନ୍ତ୍ରୀଙ୍କ ପ୍ରତିଜ୍ଞା

ସଠିକ୍ ସମୟରେ ମିଳିବ ଆକ୍ରମଣର ଜବାବ, ଇରାନ ଆକ୍ରମଣ ପରେ ଇସ୍ରାଏଲ ମନ୍ତ୍ରୀଙ୍କ ପ୍ରତିଜ୍ଞା

ମୁମ୍ବାଇ,୧୫ା୪: ଇସ୍ରାଏଲର ମନ୍ତ୍ରୀ ବେନି ଗାଣ୍ଟଜ ରବିବାର ଶପଥ ନେଇଛନ୍ତି ଯେ ସମୟ ଆସିଲେ ଇରାନ କରିଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ଦେବ। ଇରାନ…

1 year ago
ପଶ୍ଚିମ ଏସିଆରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ପାର କରିବା ସମ୍ଭାବନାପଶ୍ଚିମ ଏସିଆରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ପାର କରିବା ସମ୍ଭାବନା

ପଶ୍ଚିମ ଏସିଆରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ପାର କରିବା ସମ୍ଭାବନା

ନୂଆଦିଲ୍ଲୀ,୧୪।୪: ପଶ୍ଚିମ ଏସିଆରେ ପୁଣି ବିବାଦ ଚରମ ସୀମାରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଇରାନ-ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଫଳରେ ଏହି ଅଂଚଳରେ ପ୍ରତ୍ୟେକ୍ଷ ଯୁଦ୍ଧ ସ୍ଥିତି…

1 year ago
ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବରଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବର

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବର

ଜେରୁଜେଲମ୍‌,୧୪ା୪: ରବିବାର ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା…

1 year ago
“ଆମେ ଏବେ ଆଉ ଆକ୍ରମଣ କରିବୁ ନାହିଁ, କିନ୍ତୁ ଇସ୍ରାଏଲ୍ …”: ଆକ୍ରମଣ ପରେ ବିବୃତ୍ତି ଜାରି କଲା ଇରାନ“ଆମେ ଏବେ ଆଉ ଆକ୍ରମଣ କରିବୁ ନାହିଁ, କିନ୍ତୁ ଇସ୍ରାଏଲ୍ …”: ଆକ୍ରମଣ ପରେ ବିବୃତ୍ତି ଜାରି କଲା ଇରାନ

“ଆମେ ଏବେ ଆଉ ଆକ୍ରମଣ କରିବୁ ନାହିଁ, କିନ୍ତୁ ଇସ୍ରାଏଲ୍ …”: ଆକ୍ରମଣ ପରେ ବିବୃତ୍ତି ଜାରି କଲା ଇରାନ

ନୂଆଦିଲ୍ଲୀ,୧୪।୪: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଇରାନର ଇସ୍ରାଏଲ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ଇରାନ କହିଛି ଯେ…

1 year ago