Tag Archives: Israel

ବ୍ଲିଙ୍କେନଙ୍କ ଗସ୍ତ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୭…

ଗାଜା,୧୧।୧ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଇସ୍ରାଏଲର ଓ୍ବେଷ୍ଟବ୍ୟାଙ୍କ ଗସ୍ତ ମଧ୍ୟରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ ଜାରି ରହିଛି। ଆମେରିକା ବାରମ୍ବାର ଇସ୍ରାଏଲକୁ ଆକ୍ରମଣର ତୀବ୍ରତା ହ୍ରାସ କରିବାକୁ କହୁଛି।...

ଗାଜାରେ ଇସ୍ରାଏଲ ସେନାର ବୋମା ବିସ୍ଫୋରଣ: ଶତାଧିକ ମୃତ୍ୟୁ ଆଶଙ୍କା

ଜେରୁଜେଲମ୍‌,୧୬ା୧୨: ଆମେରିକାର ପରାମର୍ଶ ସତ୍ତ୍ୱେ ଇସ୍ରାଏଲ ସେନା ଶନିବାର ଉତ୍ତର ଏବଂ ଦକ୍ଷିଣ ଗାଜା ଉପରେ ଏକ ବଡ଼ଧରଣର ବୋମାମାଡ଼ କରିଛି। ବୋମା ବିସ୍ଫୋରଣ ହୋଇଥିବା ସ୍ଥାନ ମଧ୍ୟରେ ଗାଜା ସହରର ଓ୍ବାଇଏମ୍‌ଏ ବିଲ୍ଡିଂକୁ ଅନ୍ତର୍ଭୁକ୍ତ। ଯେଉଁଠାରେ ଶହ ଶହ...

ଲଶ୍କର-ଇ-ତୋଇବାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ଇସ୍ରାଏଲ

ନୂଆଦିଲ୍ଲୀ,୨୧।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ତମ ବାର୍ଷିକୀକୁ ମାତ୍ର ଅଳ୍ପ ଦିନ ଥିବାବେଳେ ଇସ୍ରାଏଲ୍ ସରକାର ଲଶ୍କର-ଏ-ତୋଇବା (ଏଲଇଟି) କୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛନ୍ତି। ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ...

ଗାଜାରେ ଇସ୍ରାଏଲର ଆକ୍ରମଣ ଅଟକାଇବା ପାଇଁ ଭାରତ ଏହାର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରୁ: ଇରାନ

ନୂଆଦିଲ୍ଲୀ,୭ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ ରଇସିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି...

ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇଲା ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ?’

ନୂଆଦିଲ୍ଲୀ,୬।୧୧: ହମାସ ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ସାହାଯ୍ୟ ମାଗିଛି ଇସ୍ରାଏଲ। ଦେଶରୁ ପାଲେଷ୍ଟାଇନ ଶ୍ରମିକ ଯିବା ପରେ ଭାରତରୁ ଏକ ଲକ୍ଷ ଶ୍ରମିକ ମାଗିଛି ଇସ୍ରାଏଲ। ବର୍ତ୍ତମାନ ଇସ୍ରାଏଲରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଲକ୍ଷ...

‘ଆତଙ୍କବାଦୀଙ୍କୁ ଔଷଧ ହନୁମାନଙ୍କ ଗଦା’; ଇସ୍ରାଏଲର ପ୍ରଶଂସା କରି କହିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୧/୧୧: ରାଜସ୍ଥାନରେ ଏକ ଜନସଭାକୁ ସମ୍ବୋଧିତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ବୟାନ ଦେଇଛନ୍ତି। ଆଦିତ୍ୟନାଥ କହିଛନ୍ତି, ଇସ୍ରାଏଲ ଯେପରି ହମାସର ଚିକିତ୍ସା କରୁଛି, ତାକୁ ସେହିଭଳି ଚିକିତ୍ସାର ଆବଶ୍ୟକତା ରହିଥିଲା। ଆତଙ୍କବାଦୀ ମାନଙ୍କର...

ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଖୋଲିବ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ, ଶକ୍ତି ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟର ଘୋଷଣା

ଜେରୁଜେଲମ,୧।୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଶକ୍ତି ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟ ଦେଶର ପରିବହନ ମାର୍ଗ ତଥା କେନ୍ଦ୍ରୀୟ ସ୍ଥାନରେ ୭୦୭ ଅଲଟ୍ରା-ଫାଷ୍ଟ ଏବଂ ହାଇ ସ୍ପିଡ (ଡିସି) ଚାର୍ଜିଂ ଷ୍ଟେଶନ ସ୍ଥାପନ ପାଇଁ ଅର୍ଥ ଯୋଗାଉଛି।...

ଗାଜାରେ ପଶିଲା ଇସ୍ରାଏଲ ସ୍ଥଳ ସେନା, ଚାଲିଛି ଘମାଘୋଟ ଯୁଦ୍ଧ, ବୋମାମାଡ଼

ନୂଆଦିଲ୍ଲୀ, ୨୮।୧୦: ଇସ୍ରାଏଲ ସ୍ଥଳ ସେନା ଶୁକ୍ରବାର ରାତିରେ ହୋଇଥିବା ଅପରେସନ୍ର ଗାଜାରେ ପ୍ରବେଶ କରିଛି। ଏନେଇ ଇସ୍ରାଏଲ ସେନାର ମୁଖପାତ୍ର ଡାନିଏଲ ହାଜାରୀ ସୂଚନା ଦେଇଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଦେଖିବାକୁ...

ଯୁଦ୍ଧ ବଢିଲେ ଏଥିରେ ଆମେରିକା ମଧ୍ୟ ଜଳିବ-ଇରାନ, କଡ଼ା ଜବାବ ଦେଲା ଆମେରିକା

ନୂଆଦିଲ୍ଲୀ,୨୮/୧୦: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଭିତରେ ପଶି ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସୈନ୍ୟ ପକ୍ଷରୁ ଗାଜା ପଟି ଏବଂ ଲେବନାନ ଆତଙ୍କୀ ସଂଗଠନ ଉପରେ ବୋମାମାଡ଼ ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ କରୁଛି। ଏହାର କାରଣ...

”ଇସ୍ରାଏଲ ସେନା ଗାଜାରେ ପାଦ ରଖିଲେ, ସେଇଠି ସମାଧି କରିଦିଆଯିବ…” ହମାସ ଯୁଦ୍ଧ ମଧ୍ୟରେ ଇରାନର ଚେତାବନୀ

ନୂଆଦିଲ୍ଲୀ,୨୭/୧୦: ଇସ୍ରାଏଲ-ହମାସ ମଧ୍ୟରେ ମଧ୍ୟରେ ଗତ ୨୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଗାଜା ପଟିରେ ହମାସ ଠିକଣା ସ୍ଥଳରେ ଲଗାତାର ବୋମାମାଡ଼ କରୁଛି। ଅନ୍ୟପଟେ ଗାଜାରୁ ହମାସ ଏବଂ ଲେବନାନରୁ ହିଜ୍ଜବୁଲ୍ଲା ଇସ୍ରାଏଲ ଉପରେ ରାକେଟ...

ଆମେରିକା ଚାପରେ ମତ ବଦଳାଇଲା ଇସ୍ରାଏଲ, ବିଳମ୍ବ ହୋଇପାରେ ଗାଜା ଅଭିଯାନ: ରିପୋର୍ଟ

ନୂଆଦିଲ୍ଲୀ,୨୫ା୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୟଙ୍କର ଯୁଦ୍ଧ ମଧ୍ୟରେ ଗାଜାରେ ଫସିଥିବା ଲୋକମାନଙ୍କ ନିକଟରେ ମାନବୀୟ ସହାୟତା ପହଞ୍ଚାଇବାକୁ ଯୁଦ୍ଧରେ ବିରାମ ଦେବାକୁ ଏକ ମତ ଦେଇଛନ୍ତି ଆମେରିକା ଏବଂ...

ଇସ୍ରାଏଲ-ହମାସ ଯୁଦ୍ଧ: ମନ ପସନ୍ଦ ଖେଳନା ସହିତ ମା’ ପାଖରେ ସମାଧି ନେଲା ପୁଅ, ଯୁଦ୍ଧରେ ଗୋଡ଼ ହରାଇଲେ ବାପା

ନୂଆଦିଲ୍ଲୀ,୨୫/୧୦: ଇସ୍ରାଏଲ ଏହାର ୭୫ ବର୍ଷର ଇତିହାସରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ସହିତ ୧୯ ଦିନ ଧରି ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଅନେକ ପରିବାର ଶେଷ ହୋଇଯାଉଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri