Tag Archives: Israel

ଯୁଦ୍ଧ ବଢିଲେ ଏଥିରେ ଆମେରିକା ମଧ୍ୟ ଜଳିବ-ଇରାନ, କଡ଼ା ଜବାବ ଦେଲା ଆମେରିକା

ନୂଆଦିଲ୍ଲୀ,୨୮/୧୦: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଭିତରେ ପଶି ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସୈନ୍ୟ ପକ୍ଷରୁ ଗାଜା ପଟି ଏବଂ ଲେବନାନ ଆତଙ୍କୀ ସଂଗଠନ ଉପରେ ବୋମାମାଡ଼ ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ କରୁଛି। ଏହାର କାରଣ...

”ଇସ୍ରାଏଲ ସେନା ଗାଜାରେ ପାଦ ରଖିଲେ, ସେଇଠି ସମାଧି କରିଦିଆଯିବ…” ହମାସ ଯୁଦ୍ଧ ମଧ୍ୟରେ ଇରାନର ଚେତାବନୀ

ନୂଆଦିଲ୍ଲୀ,୨୭/୧୦: ଇସ୍ରାଏଲ-ହମାସ ମଧ୍ୟରେ ମଧ୍ୟରେ ଗତ ୨୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଗାଜା ପଟିରେ ହମାସ ଠିକଣା ସ୍ଥଳରେ ଲଗାତାର ବୋମାମାଡ଼ କରୁଛି। ଅନ୍ୟପଟେ ଗାଜାରୁ ହମାସ ଏବଂ ଲେବନାନରୁ ହିଜ୍ଜବୁଲ୍ଲା ଇସ୍ରାଏଲ ଉପରେ ରାକେଟ...

ଆମେରିକା ଚାପରେ ମତ ବଦଳାଇଲା ଇସ୍ରାଏଲ, ବିଳମ୍ବ ହୋଇପାରେ ଗାଜା ଅଭିଯାନ: ରିପୋର୍ଟ

ନୂଆଦିଲ୍ଲୀ,୨୫ା୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୟଙ୍କର ଯୁଦ୍ଧ ମଧ୍ୟରେ ଗାଜାରେ ଫସିଥିବା ଲୋକମାନଙ୍କ ନିକଟରେ ମାନବୀୟ ସହାୟତା ପହଞ୍ଚାଇବାକୁ ଯୁଦ୍ଧରେ ବିରାମ ଦେବାକୁ ଏକ ମତ ଦେଇଛନ୍ତି ଆମେରିକା ଏବଂ...

ଇସ୍ରାଏଲ-ହମାସ ଯୁଦ୍ଧ: ମନ ପସନ୍ଦ ଖେଳନା ସହିତ ମା’ ପାଖରେ ସମାଧି ନେଲା ପୁଅ, ଯୁଦ୍ଧରେ ଗୋଡ଼ ହରାଇଲେ ବାପା

ନୂଆଦିଲ୍ଲୀ,୨୫/୧୦: ଇସ୍ରାଏଲ ଏହାର ୭୫ ବର୍ଷର ଇତିହାସରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ସହିତ ୧୯ ଦିନ ଧରି ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଅନେକ ପରିବାର ଶେଷ ହୋଇଯାଉଥିବା...

ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ମତ ବଦଳାଇଲା ଚାଇନା, କହିଲା- ‘ଆତ୍ମରକ୍ଷା ପାଇଁ ରହିଛି ଅଧିକାର’

ନୂଆଦିଲ୍ଲୀ, ୨୪/୧୦: ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ-ଇସ୍ରାଏଲର ପୁନଃ ନିର୍ମାଣରେ ସହଯୋଗ କରିବାକୁ ଚାଇନା ଯଥାସମ୍ଭବ ଉଦ୍ୟମ କରିବ ମଙ୍ଗଳବାର ଇସ୍ରାଏଲ୍ ପ୍ରତିପକ୍ଷଙ୍କୁ ଏକ ଫୋନ୍ କଲରେ ଏହି କଥା କହିଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀ। ତେବେ ଯେପର୍ଯ୍ୟନ୍ତ ଶାନ୍ତି ପାଇଁ...

ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି।...

‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା...

ଡ୍ରଗ୍ସ ନିଶାରେ ଚୁର ହୋଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୨୦/୧୦: ୭ ଅକ୍ଟୋବରକୁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜାରି ରହିଛି। ଏହି ଯୁଦ୍ଧରେ ୧୪୦୦ରୁ ଅଧିକ ଇସ୍ରାଏଲିଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ପାଲେଷ୍ଟାଇନ ନାଗରିକ ମୃତ୍ୟୁ ମୁଖରେ ପଡିଛନ୍ତି। ତେବେ...

ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ...

ନେତାନ୍ୟାହୁଙ୍କ କ୍ଲିନ ଚିଟ୍ ଦେଲେ ବାଇଡେନ, କହିଲେ-ଗାଜା ୫୦୦ ଲୋକଙ୍କ ମୃତ୍ୟୁ ପଛରେ ନାହିଁ ଇସ୍ରାଏଲର ହାତ

ନୂଆଦିଲ୍ଲୀ, ୧୮/୧୦: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ଇସ୍ରାଏଲ ଗସ୍ତରେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ଲାଗୁ ନାହିଁ ଗାଜା ହସପିଟାଲରେ ହୋଇଥିବା ବିସ୍ପୋରଣ ପଛରେ ଇସ୍ରାଏଲର ହାତ ରହିଛି। ତେବେ ଏହି ମାମଲାରେ...

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହମାସର ଆଉଜଣେ ଟପ୍‌ କମାଣ୍ଡର ନିହତ

ଗାଜା,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଏଥିରେ ହଜାର ହଜାର ନୀରିହ ଲୋକଙ୍କ ହତ୍ୟା ହମାସ କରୁଥିବାବେଳେ ଇସୟାଏଲ ମଧ୍ୟ ରକ୍ତମୁଖା ହୋଇଛି। ସୋମବାର ହମାସର ଜଣେ କମାଣ୍ଡରଙ୍କ ହତ୍ୟା କରିବା ପରେ ମଙ୍ଗଳବାର ଆଉ...

କାମରେ ଆସିଲା ସ୍ମାର୍ଟ ୱାଚ୍ ଏବଂ ମୋବାଇଲ, ହମାସ ଆକ୍ରମଣରେ ମୃତ ଝିଅକୁ କିପରି ଖୋଜିଲେ ବ୍ୟକ୍ତି ଜାଣନ୍ତୁ

ନୂଆଦିଲ୍ଲୀ,୧୭।୧୦: ଇସ୍ରାଏଲରେ ଆତର୍କିତ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ଅନେକ ନିରୀହ ନାଗରିକ ମାନଙ୍କୁ ହତ୍ୟା କରିଛନ୍ତି। ଏଥିରେ ଅନେକ ଇସ୍ରାଏଲଇ ଏବଂ ବିଦେଶୀ ନାଗରିକ ରହିଛନ୍ତି। ଏହି ଯୁଦ୍ଧ ମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ନିଜର ମୃତ ଝିଅକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image