‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ’, ହମାସ ଏବଂ ଇରାନ୍କୁ ଏକା ସାଥେ ଧମକ ଦେଲେ ବେଞ୍ଜାମିନ ନେତାନ୍ୟାହୁ ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସାଙ୍ଗରେ ଇରାନ ଏବଂ ହମାସକୁ ଧମକ ଦେଇଛନ୍ତି। ନେତାନ୍ୟାହୁ ଏହି ଦୁଇ ଦେଶକୁ କହିଛନ୍ତି ଯେ, ‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ।’ ଏକ ସମ୍ବୋଧନରେ ସେ କହିଥିଲେ କି ହମାସକୁ ମାଟିରେ...