ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନାହିଁ: ଜର୍ଜିଆ ମେଲୋନୀ ନୂଆଦିଲ୍ଲୀ, ୧୭।୧୨: ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନଥିବା କହିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଇସଲାମିକ ସଂସ୍କୃତିର ମୂଲ୍ୟବୋଧ ଏବଂ ଅଧିକାର ଏବଂ ଆମର ସଭ୍ୟତାର କୌଣସି ସମାନତା ନାହିଁ ଏବଂ ଯାହା ଆମ ପାଇଁ ଏକ...