ଜୀରାନଦୀ ଗୋଲ ଟେବୁଲ ବୈଠକ: ନଦୀକୁ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମଣରୁ ମୁକ୍ତ କରିବାକୁ ଆହ୍ବାନ ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରାନଦୀ ଅସ୍ତିତ୍ୱ ହଜାଇ ବସିଛି। ଜମି ଓ ବାଲି ମାଫିଆମାନେ ଏହି ନଦୀକୁ ମାଡି ବସିଛନ୍ତି। ଫଳରେ ନଦୀ ସଂକୁଚିତ ହୋଇ ପଡୁଛି। ସେହିପରି ସହରରେ ରହିଥିବା ନର୍ଦ୍ଦମା ପାଣି...