ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଗକୁ ଆସୁଛି କଠିନ ସମୟ: ଆଇଏମ୍ଏଫ୍ ମୁଖ୍ୟ ନୂଆଦିଲ୍ଲୀ,୧୫।୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବିଭିନ୍ନ କାର୍ୟ୍ୟକୁ ସରଳ କରିବା ସହିତ ବିଶ୍ୱର ଅଭିବୃଦ୍ଧି ପାଇଁ “ବିପୁଳ ସୁଯୋଗ” ପ୍ରଦାନ କରୁଛି। କିନ୍ତୁ ସମାନ ସମୟରେ ଏଆଇ ବିଶ୍ୱବ୍ୟାପୀ ଚାକିରି ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)...