Tag Archives: Local News

କାଲିଠୁ ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି; କଡ଼ାକଡ଼ି ହେଲା…

ଭୁବନେଶ୍ୱର,୨୬ା୧୧(ତ୍ରିନାଥ ମହାନ୍ତି): ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥର ବିଧାନସଭା ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣୁ ବ୍ଲୁ-ବୁକ୍‌ ଗାଇଡ୍‌ଲାଇନ୍‌ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ପୋଲିସ କମିଶନର ସୁରେଶ...

୨୨ ଏକର ଜମିରେ ଗଞ୍ଜେଇ ଚାଷ, ଅତର୍କିତ ଚଢ଼ାଉ କରି ଗଛ ନଷ୍ଟ କଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୨୫।୧୧( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଅନ୍ତର୍ଗତ ଗଲାମାହା ପଞ୍ଚାୟତ ପେଟାପାଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଜି.ଉଦୟଗିରି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ୨୨ ଏକର ଜମିରୁ ଗଞ୍ଜେଇ...

ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…

ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ  ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ ଭାଜପା ନିଜର ଦବଦବା ଜାହିର କରି ବିଜେଡିକୁ ମୂଳପୋଛ କରିଛି। ପୂର୍ବ ...

କଳାହାଣ୍ଡି ପାଇଁ ଗୌରବ ଆଣିଲେ କ୍ୟାଡେଟ୍‌ ନମିତା ସାହୁ

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କଳା ତୃତୀୟ ବର୍ଷର ଛାତ୍ରୀ ତଥା ଆର୍ମି ଏନ୍‌ସିସିର ଜୁନିୟର ଅଣ୍ଡର ଅଫିସର ନମିତା ସାହୁ ଡାଇରେକ୍ଟର ଜେନେରାଲ ପ୍ରଶସ୍ତି ପାଇଁ ମନୋନୀତ ହୋଇଛନ୍ତି। ନବରଙ୍ଗପୁର ୧୩...

ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଯାଉଥିଲେ: ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା; ଚାଲିଗଲା ସାନଭାଇଙ୍କ ଜୀବନ, ବଡ଼ଭାଇ…

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟାଟା ଏସିଇ ଗାଡ଼ି ନଂ(ଓଡ଼ି୦୭...

ଓଭରଟେକ୍‌ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍‌ ଚୁରମାର, ଡ୍ରାଇଭର…

କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକକୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣା ଯୋଗୁ କାର ଚୁରମାର...

ବରଗଡ଼ର ଏହି ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଲାଗିଲା ରୋକ୍, ମାସେ ଧରି ବଳବତ୍ତର ରହିବ…

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ବରପାଲି ଗାନ୍ଧିଛକଠାରୁ ରାମପୁର ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଜିଲା ପ୍ରଶାସନ କଟକଣା ଜାରି କରିଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି(ନ‍ଂ-୨୮୨୪, ତା-୨୫।୧୧।୨୦୨୫)ରେ ଉଲ୍ଲେଖ ରହିଛି, ବରପାଲି ସହରରେ ଟ୍ରାଫିକ ସମସ୍ୟା ଏଡାଇବା ପାଇଁ...

ବରଗଡ଼ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ବରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୪୫ମିନିଟରେ ସେ ଛତିଶଗଡ଼ ରାଜ୍ୟ ରାୟପୁର ପୋଲିସ୍ ଗ୍ରାଉଣ୍ଡସ୍ଥିତ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ବରଗଡ଼ ଅଭିମୁଖେ...

୨ ସାଙ୍ଗଙ୍କ ସହ ମାଛ ଧରିବାକୁ ଯାଇଥିଲେ, ନାଳରେ ଭାସିଲା ଛାତ୍ରଙ୍କ ମୃତଦେହ; ସନ୍ଦେହରେ…

ପାଟଣା,୨୫।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପୋଷି ପଞ୍ଚାୟତ କେତାଙ୍ଗ ଗ୍ରାମ ନାଳରୁ ମଙ୍ଗଳବାର ଜଣେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି କେତାଙ୍ଗ ଗ୍ରାମର ପ୍ରମୋଦ କୁମାର ନାଏକଙ୍କ...

‘ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୋପ୍ ୱେ ନିର୍ମାଣ’

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଲୋକସେବା ଭବନରେ ବରଗଡ଼ର ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଗନ୍ଧମାର୍ଦ୍ଧନ ପାହାଡ଼ରେ ରୋପ୍ ୱେ ନିର୍ମାଣ...

ଖବରଦାତା ସୁଶାନ୍ତ ମଲ୍ଲିକ ପାଇବେ ‘ଓଡ଼ିଶାରତ୍ନ ଆଓ୍ବାର୍ଡ ୨୦୨୫’

କର୍ଲାମୁଣ୍ଡା,୨୩।୧୧ (ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାହିତି୍ୟକ ସୁଶାନ୍ତ ମଲ୍ଲିକ “ଓଡ଼ିଶା ରତ୍ନ ଆଓ୍ବାର୍ଡ” ରେ ସମ୍ବର୍ଦ୍ଧିତ ହେବେ I ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଭାଗିତାରେ ଓଡ଼ିଶାର କଲ୍ଚରାଲ...

ଧରିତ୍ରୀ ପ୍ରଭାବ: କିଡନୀ ରୋଗରେ ମୃତକଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ; ପାନୀୟ ଜଳ ନମୂନା…

ଅମରପାଲି,୨୩।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ବହଳପଦର, ଦୁର୍ଜନତୈଲା ଓ କୋଟସମଲାଇ ପଞ୍ଚାୟତରେ ସପ୍ତାହରେ ୪ ଜଣଙ୍କ କିଡନୀରେ ମୃତ୍ୟୁ ହୋଇଥିଲେ। ଏନେଇ ଦୈନିକ  ଧରିତ୍ରୀ ରେ ” ସପ୍ତାହରେ କିଡନୀ ରୋଗରେ ଗଲାଣି ୪ ଜୀବନ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri