ସର୍ବାଧିକ ସମୟ ରୋଷେଇ କରି ୨ ବିଶ୍ୱ ରେକର୍ଡ ଟୋକିଓ: ନିକଟରେ ଜାପାନର ସେଫ୍ ଆଲାନ ଫିଶର ରୋଷେଇକରି ୨ଟି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ମାଟ୍ସୁସ୍ଥିତ ନିଜ ଆଇରିଶ ଥିମ୍ଡ ରେଷ୍ଟୁରାଣ୍ଟରେ ସେ ୧୧୯ ଘଣ୍ଟା ୫୭ ମିନିଟ୍ ସର୍ବାଧିକ ସମୟ ରୋଷେଇକରି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରେ...