Tag Archives: mamata banarjee

୧୦ ବର୍ଷର ନାବାଳିକାକୁ ବଳାତ୍କାର, ହତ୍ୟା ମାମଲା: ପୋଲିସକୁ ମମତାଙ୍କ ଅଲ୍ଟିମେଟମ୍

କୋଲକାତା,୬।୧୦: ପଶ୍ଚିମବଙ୍ଗର କୁଲଟୁଲିରେ ଜଣେ ୧୦ ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି। ମମତା କହିଛନ୍ତି ଯେ, ”ଏହି ମାମଲା ପୋକସୋ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବା ଉଚିତ...

ଓଡ଼ିଶା ପ୍ରସଙ୍ଗରେ ବଡ଼ କଥା କହିଲେ ମମତା: କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୮: ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାକୁ ରାଜନୀତିକରଣ କରି ଭାଜପା ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜନୈତିକ ଫାଇଦା ଉଦେଶ୍ୟରେ ଭାଜପା ଏପରି କରୁଥିବା...

ବଳାତ୍କାର ବିରୋଧୀ ଆଇନ୍ କଠୋର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି

କୋଲକାତା,୨୨ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବଳାତ୍କାର ମାମଲାରେ କଠୋର ଆଇନ କରିବାକୁ ଅପିଲ କରିଛନ୍ତି। କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଟ୍ରେନିଂ ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟାକୁ ନେଇ...

ମମତା ବନାର୍ଜୀଙ୍କୁ ଦେଖି କିମ୍‌ ଜୋଙ୍ଗ୍‌ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ?

ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍‌ଜି ମେଡିକାଲ୍‌ କଲେଜ୍‌ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍‌ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ...

କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ନେଇ ମମତାଙ୍କଠାରେ ଏହି ବଡ଼ ଦାବି କଲେ ପ୍ରିୟଙ୍କା, କହିଲେ ପୀଡ଼ିତାଙ୍କ…

ନୂଆଦିଲ୍ଲୀ,୧୨ା୮: ଅଗଷ୍ଟ ୯ରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ପିଜି ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ସେବେଠାରୁ ଏହି ପ୍ରସଙ୍ଗରେ ବିରୋଧ ବଢ଼ିବାରେ ଲାଗିଛି। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା...

ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଆଳୁ ଯୋଗାଣ ନେଇ କହିଲେ…

ଭୁବନେଶ୍ୱର,୧୧ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଶନିବାର ଫୋନ୍‌ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଅନୁରୋଧ କରିଛନ୍ତି। ତେବେ ମୋହନଙ୍କ କଥା ରଖିଛନ୍ତି ଦିଦି। ସେ...

ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ

କୋଲକାତା, ୦୪।୦୮: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍‌ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି...

ମମତାଙ୍କ ଅଭିଯୋଗ ଉପରେ ନୀତି ଆୟୋଗଙ୍କ ବଡ଼ ବୟାନ, ସିଇଓ କହିଲେ…

କୋଲକାତା,୨୭ା୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ବସିଥିବା ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ କହିବାକୁ ଅନୁମତି ଦିଆଯାଇ ନାହିଁ ଏବଂ ମାଇକ୍‌ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ...

‘ବଙ୍ଗଳା ହିଁ ଭାରତର ଅସ୍ତିତ୍ୱକୁ ସୁରକ୍ଷିତ କରିପାରିବ’

କୋଲକାତା,୨୧ା୭: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶହୀଦ ଦିବସ ସମାବେଶକୁ ରବିବାର ସମ୍ବୋଧିତ କରିଛନ୍ତି। ମମତା ବାଂଲାଦେଶରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଆମକୁ...

ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ

କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍‌ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ...

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ, ୮ ବିଲ୍‌ ଖାରଜକୁ ନେଇ ସୁପ୍ରିମ୍‌କୋର୍ଟ ଗଲେ ସରକାର

ନୂଆଦିଲ୍ଲୀ, ୧୨।୦୭: ପଶ୍ଚିମବଙ୍ଗରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ମମତାଙ୍କ ସରକାର ଦେଇଥିବା ୮ ପ୍ରସ୍ତାବକୁ ଖାରଜ କରିବା ନେଇ ବିବାଦ ତେଜିଛି । ତୃଣମୂଳ...

ସରକାରୀ ସମ୍ପତ୍ତି ବିକ୍ରି କରିବ ପଶ୍ଚିମବଙ୍ଗ ସରକାର, ଜାଣନ୍ତୁ କ’ଣ ରହିଛି ମମତା ବାନାର୍ଜୀଙ୍କ ଯୋଜନା?

କୋଲକାତା,୨୧।୬: ଲୋକ ସଭା ନିର୍ବାଚନରେ ବିଜୟ ସହ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ନୂଆ ଉଦ୍ୟୋଗର ବିକାଶ ପାଇଁ ନୂଆ ଉପାୟ ବାହାର କରିଛନ୍ତି। ସରକାର ବନ୍ଦ ପଡ଼ିଥିବା କମ୍ପାନୀଗୁଡ଼ିକ ସହ ଚାଲୁଥିବା କମ୍ପାନୀର ଖାଲି ତଥା ବ୍ୟବହାର ହେଉ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri