ବାହାଘର ପ୍ରୋସେଶନ ଚାଲିଥିବା ବେଳେ ବରପିତାଙ୍କୁ ଚାପିଦେଲା ବରଯାତ୍ରୀ ବସ୍ ନରସିଂହପୁର,୧୦ା୭: ମୃତ୍ୟୁ କାହାକୁ କେମିତି କେତେବେଳେ ନେବ କେହି କହିପାରିବେ ନାହିଁ। ପୁଅ ବାହାଘର ପାଇଁ ଖୁସିରେ ଘରୁ ବାହାରି ଯାଇଥିବା ବେଳେ ପ୍ରୋସେଶନ ବେଳେ ଘଟିଛି ଅଘଟଣ। ବରଯାତ୍ରୀ ବସ୍ ବରପିତାଙ୍କ ଉପରେ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ...