Home Middle

କୁଏତ ପ୍ରିନ୍ସଙ୍କୁ ପତ୍ର ଲେଖି ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଦ-ଉଲ-ଅଜହା ବା ବକରିଦ ଅବସରରେ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନ ଆପଣ ସମସ୍ତଙ୍କ ପାଇଁ ସୁଖ ଓ…

1 year ago

ହିଂସାଗ୍ରସ୍ତ ରାଜ୍ୟ ମଣିପୁରରେ ରାହୁଲ ଖୋଲିବେ ‘ପ୍ରେମର ଦୋକାନ’

ଇମ୍ଫାଲ,୨୯।୬: ଗତ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ମଣିପୁରରେ ହିଂସା ଥମିବାର ନାମ ନେଉନାହିଁ। ସେଠାକାର ଦୁଇ ସ୍ଥାନୀୟ ଜାତି ମୌତେଇ ଓ କୁକି…

1 year ago

ଟାଇଟାନର ୫କୋଟିପତିଙ୍କ ମିଳିଲା ମୃତଦେହ, ଚିହ୍ନିବା ହେଉଛି କଷ୍ଟକର

ଓ୍ବାଶିଂଟନ୍‌,୨୯।୬:ଟାଇଟାନିକ ଦେଖିବାକୁ ଯାଇଥିବା ଟାଇଟାନ୍‌ ଅଥଳ ପାଣି ଭିତରେ ଅନ୍ତସ୍ଫୋଟ ହୋଇଛି। ସେଥିରେ ଥିବା ପୃଥିବୀର ପାଞ୍ଚ କୋଟିପତିଙ୍କ ମୃତ୍ୟୁ ହୋଇଛି। ତେବେ ଟାଇଟାନ ଧ୍ୱଂସାବଶେଷରୁ ମଣିଷଙ୍କ…

1 year ago

ଜଳୁଛି ଫ୍ରାନ୍ସ: ଟ୍ରାଫିକ ନିୟମ ନ ମାନିବାରୁ କିଶୋରଙ୍କ ଉପରକୁ ଗୁଳି ଚଳାଇଥିଲା ପୋଲିସ

ପ୍ୟାରିସ,୨୯।୬: ଫ୍ରାନ୍ସର ଜଣେ କିଶୋରଙ୍କ ହତ୍ୟା ପରେ ସେଠାରେ ହିଂସା ଉପୁଜିଛି। ଲୋକେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। କିଛି ଗାଡିକୁ ପୋଡି ଦିଆଯାଇଥିବା…

1 year ago

ଆମେରିକା ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ, ୨ମୃତ୍ୟୁ

ରିୟାଦ,୨୯।୬:ସାଉଦି ଆରବର ଜେଡ୍ଡାସ୍ଥିତ ଆମେରିକାର ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ ଘଟିଛି। ଗୁଳି ବିନିମୟରେ ଉଭୟ ସୁରକ୍ଷାକର୍ମୀ ଏବଂ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛିି ଯେ, ବନ୍ଧୁକଧାରୀ…

1 year ago

ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩: ମ୍ୟାଚ୍‌କୁ ନେଇ ଭାଜପା ଏବଂ ଶିବସେନାକୁ ଟାର୍ଗେଟ କଲା ଏମଏନସି, କହିଲେ, ମ୍ୟାଚ୍‌ ଭାରତ ମାଟିରେ ଖେଳାଯିବା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୨୯।୬:ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୨ରେ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ତେବେ କାର୍ଯ୍ୟସୂଚୀ ଅନୁଯାୟୀ…

1 year ago

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌କୁ ନେଇ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ, କୋରାନ ଉପରେ ଡକ୍ୟୁମେଣ୍ଟାରୀ କରନ୍ତୁ

ଲକ୍ଷ୍ନୌ,୨୯।୬:ରିଲିଜ ପରେ ମଧ୍ୟ ଫିଲ୍ମ ଆଦିପୁରୁଷ ବିବାଦ ଥମିବାର ନାଁ ନେଉନାହିଁ। ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାଙ୍କ ଉପରେ ହାଇକୋର୍ଟ ବର୍ଷିିଛନ୍ତି। ଆହ୍ଲାବାଦ ହାଇକୋର୍ଟର…

1 year ago

ସୀମାନ୍ତରେ ମାଓବାଦୀଙ୍କ ବର୍ବରତା: ପ୍ରଜା କୋର୍ଟରେ ଉପ ସରପଞ୍ଚଙ୍କ ସମେତ ୨ଜଣଙ୍କୁ ହତ୍ୟା

କୋରିକୋଣ୍ଡା,୨୯।୬(ଅବିନାଶ ବେହେରା): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି-ଛତିଶଗଡ଼ ସମାନ୍ତ ତାଡମେଟଲା ଅଞ୍ଚଳରେ ବର୍ବରତା ଦେଖାଇଛନ୍ତି। ୧୦ ଦିନ ହେଲା ମାଓବାଦୀମାନେ ତାଡମେଟଲା ପଞ୍ଚାୟତ…

1 year ago

ଆଜି ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ

ପୁରୀ,୨୯।୬(ଅଜିତ୍‌ ମହାନ୍ତି)ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଗୁରୁବାର ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ…

1 year ago

୨୦ ବର୍ଷ ପରେ ଆମେରିକାରେ ୫ ମ୍ୟାଲେରିଆ ରୋଗୀ ଚିହ୍ନଟ

ଓ୍ବାଶିଂଟନ,୨୮ା୬: ଫ୍ଲୋରିଡା ଏବଂ ଟେକ୍ସାସରେ ଗତ ଦୁଇ ମାସ ମଧ୍ୟରେ ୫ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି। ଏହି ସମସ୍ତ ରୋଗୀ କୌଣସି ବିଦେଶ ଭ୍ରମଣରେ ଯାଇ…

1 year ago

ଜଳିଗଲା ରଥ: ୬ ଶ୍ରଦ୍ଧାଳୁ ମୃତ, ୧୫ ଆହତ

ଅଗରତାଲା,୨୮ା୬: ବୁଧବାର ସନ୍ଧ୍ୟାରେ ତ୍ରିପୁରାର ଉନାକୋଟି ଜିଲାରେ ଏକ ବଡ଼ ଅଘଟଣ ଘଟିଛି। ରଥଟଣା ଚାଲିଥିବା ବେଳେ ରଥଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯିବାରୁ…

1 year ago

ବାହୁଡ଼ିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ

ପୁରୀ,୨୮ା୬(ଅଜିତ୍‌ ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର…

1 year ago