Home Middle

ବଦଳିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ: ଶାଶ୍ୱତ ମିଶ୍ରଙ୍କ ସ୍ଥାନ ନେଲେ ଏହି ଆଇଏଏସ୍‌

ଭୁବନେଶ୍ୱର,୨୮।୭: ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ସଚିବଙ୍କ ବଦଳି ହୋଇଛି। ଏନ୍‌ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ…

3 months ago

ନିମ୍ନ ଅଦାଲତଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୮ା୭: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (ସିଜେଆଇ) ଡି.ଏ. ଚନ୍ଦ୍ରଚୂଡ଼ ପୁଣି ଥରେ ନିମ୍ନ ଅଦାଲତର ବିଚାରପତିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅପରାଧର ଗୁରୁତ୍ୱପୂର୍ଣ୍ଣ…

3 months ago

ଭାରତକୁ ପ୍ରଥମ ପଦକ ମିଳିବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: ମନୁ ଭାକରଙ୍କ ପାଇଁ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୮।୭: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି ମନୁଭାକର। ସେ ୧୦ ମିଟର ଏୟାର ପିସ୍ତଲରେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରେଞ୍ଜ ପଦକ ଜିତିଛନ୍ତି।…

3 months ago

ଇତିହାସ ରଚିଲେ ମନୁ ଭାକର: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ

ପ୍ୟାରିସ୍‌,୨୮।୭: ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଭାରତର ପଦକ ଖାତା ଖୋଲିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି…

3 months ago

ଏହି ନେତାଙ୍କୁ ବିରୋଧୀ ଦଳର ନେତା ବାଛିଲେ ଅଖିଳେଶ

ଲକ୍ଷ୍ନୌ,୨୮ା୭: ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା କିଏ ହେବେ ସେନେଇ ଉତ୍ତରପ୍ରଦେଶ ରାଜନୀତିରେ ଦୀର୍ଘଦିନ ଧରି ଚାଲିଥିବା ଆଲୋଚନା ଶେଷ ହୋଇଛି। ବିଧାନସଭାରେ ବିରୋଧୀ ଦଳର…

3 months ago

ଆଇଏଏସ୍‌ କୋଚିଂ ସେଣ୍ଟରରେ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ: ମାଲିକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୮ା୭: ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ରାଓ ଆଇଏଏସ୍‌ କୋଚିଂ ସେଣ୍ଟର ବିଲ୍ଡିଂର ତଳ ମହଲାରେ ପାଣି ହୋଇଯିବାରୁ ୩ ଛାତ୍ରୀଛାତ୍ରଙ୍କ…

3 months ago

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୮ା୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତାକାଲି ଜୁଲାଇ ୨୯ ତାରିଖ (ସୋମବାର) ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ…

3 months ago

‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଭୁଲ୍‌ ଥିଲା’

ନୂଆଦିଲ୍ଲୀ,୨୮ା୭: ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ବଜେଟ୍‌ରେ…

3 months ago

‘ମନ୍‌ କି ବାତ୍‌’ରେ ସମ୍ବଲପୁର ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ରବିବାର ସମ୍ବୋଧିତ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ୧୧୨ତମ ଏବଂ ତାଙ୍କ ତୃତୀୟ କାର୍ଯ୍ୟକାଳ…

3 months ago

ପଶ୍ଚିମବଙ୍ଗର ଅବସ୍ଥା କଶ୍ମୀର ପରି ହେବ? ପ୍ରତିଦିନ ଆସୁଛନ୍ତି ୫-୧୦ ହଜାର ରୋହିଙ୍ଗ୍ୟା ମୁସଲମାନ…

କୋଲକାତା,୨୮।୭: କେବେ ନେମ୍‌ପ୍ଲେଟ୍‌ ତ କେବେ ପରଦା, ହିନ୍ଦୁ ମୁସଲମାନ ପ୍ରସଙ୍ଗକୁ ନେଇ ସାରା ଦେଶରେ ଏକ ପ୍ରକାର ବିବାଦ ଦେଖାଦେଇଛି। ତାଜା ବିବାଦ ପଶ୍ଚିମବଙ୍ଗରୁ ଆସିଛି।…

3 months ago

୧୦ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୮।୭: ୧୦ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି। ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆ। ସେହିପରି ରାଜସ୍ଥାନର ନୂଆ…

3 months ago

ଝଞ୍ଜାବତୀ ନଦୀରେ ଭାସିଗଲେ ୮ ମାସର ଗର୍ଭବତୀ ମହିଳା, ୬ ବର୍ଷର ଝିଅ

କୋରାପୁଟ,୨୭ା୭(ଅମିତାଭ ବେହେରା ): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ଡକରିଘାଟି ଅନ୍ତର୍ଗତ ଝଞ୍ଜାବତୀ ନଦୀରେ ୮ମାସର ଗର୍ଭବତୀ ଓ ତାଙ୍କ ୬ ବର୍ଷର ଝିଅ ଶନିବାର…

3 months ago