Home Middle

୪୦ ଡିଗ୍ରୀ ଉପରେ ରାଜ୍ୟର ୨୦ ସହର, ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଶନିବାର ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରୁ ଝାରସୁଗୁଡ଼ା ତାପମାତ୍ରାରେ ରେକର୍ଡ ଭାଙ୍ଗିଛି। ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୪.୮ ଡିଗ୍ରୀ…

1 year ago

ଦୁଇ ବିମାନ ମୁହାଁମୁହିଁ ଧକ୍କା

ଟୋକିଓ,୧୦ା୬: ଜାପାନର ହାନେଡା ବିମାନବନ୍ଦର ରନ୍‌ଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଟୋକିଓ ବିମାନ ବନ୍ଦର୍‌ ରନଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ମୁହାଁମୁହିଁ ଧକ୍କା…

1 year ago

ଧନୀ ଦେଶରେ ବେସରକାରୀ ସ୍କୁଲ୍‌କୁ ଯାଆନ୍ତି କମ୍‌ ଛାତ୍ରୀଛାତ୍ର, କାରଣ ଜାଣିଲେ…

ଲଣ୍ଡନ, ଓ୍ବାଶିଂଟନ୍‌,୧୦।୬: ଆମ ଦେଶରେ ସରକାରୀ ସ୍କୁଲ୍‌ ଠାରୁ ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି କି, ଧନୀକ…

1 year ago

ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସହ ଥିଲେ, ଏବେ ବିରୋଧୀଙ୍କ ସମର୍ଥନ ଲୋଡୁଛନ୍ତି, କେଜରିଓ୍ବାଲଙ୍କୁ ଓମାରଙ୍କ ସମାଲୋଚନା …

ଶ୍ରୀନଗର,୧୦।୬ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି…

1 year ago

ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଅବା ନାପସନ୍ଦ କରିବା ଭିନ୍ନ କଥା, ଅପମାନଜନକ ବିବୃତ୍ତି ଦଣ୍ଡନୀୟ: କୋର୍ଟ…

ଅହମଦାବାଦ,୧୦।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମୃତ ମାତା ହୀରାବେନ ମୋଦିଙ୍କ ବିରୋଧରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ…

1 year ago

ନରଓ୍ବେକୁ ବ୍ୟାପିଲା କାନାଡା ଜଙ୍ଗଲ ନିଆଁ

ଅଟାଓ୍ବା,୧୦ା୬: କାନାଡା ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଧୂଆଁ ଯୋଗୁ ନ୍ୟୁୟର୍କର ବାୟୁ ଏବଂ ଆମେରିକାର ଅନେକ ଅଞ୍ଚଳ ପ୍ରଦୂଷିତ ହୋଇସାରିଛି।…

1 year ago

ଆଫ୍ରିକାରେ ମରୁଡି ଆଶଙ୍କା! ଫସଲ ଜଳିଯିବା ସହ ହେଲାଣି ଅନେକ ପଶୁଙ୍କ ମୃତ୍ୟୁ

ଆଫ୍ରିକା,୧୦।୬: ବିଶ୍ୱତ୍ତାପନ ଯୋଗୁଁ ବିଭିନ୍ନ ପ୍ରକାର ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଆଫ୍ରିକାରେ ମରୁଡ଼ି ଆଶଙ୍କା ୧୦୦% ବୃଦ୍ଧି ପାଇଛି।…

1 year ago

ଲିଭ୍‌ ଇନ୍‌ ହତ୍ୟା: ସରସ୍ବତୀଙ୍କୁ ହତ୍ୟା କରିଥିବା ମନୋଜ ଏଚଆଇଭି ପଜିଟିଭ୍‌…

ମୁମ୍ବାଇ,୧୦।୬ : ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ନିଜ ଲିଭ ଇନ ପାର୍ଟନର ସରସ୍ବତୀ ବୈଦଙ୍କୁ ହତ୍ୟା କରିଥିବା ମନୋଜ ସାନେ ଜଣେ ଏଚଆଇଭି…

1 year ago

କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର…

1 year ago

ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍‌-ରିଲେ ପ୍ୟାନେଲ ଜବତ…

ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି…

1 year ago

ଉଦ୍ଧବ ମୋ ସାନ ଭାଇ ଭଳି: ମହାରାଷ୍ଟ୍ର ଭାଜପା ପ୍ରମୁଖ…

ମୁମ୍ବାଇ,୧୦।୬ : ମହାରାଷ୍ଟ୍ର ଭାଜପା ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛି। ଭାଜପା ରାଜ୍ୟ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ…

1 year ago

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଲେଖିଲେ ଚିଠି, ‘୩୨ ବର୍ଷ ହେଲା ମା’ଙ୍କୁ ଦେଖିନାହିଁ, ଏବେ ଘରକୁ ଯିବାକୁ ଚାହୁଁଛି’

ଚେନ୍ନାଇ,୧୦।୬: ୩୨ବର୍ଷ ଧରି ମା’ଙ୍କୁ ଦେଖିନାହିଁ। ମୋତେ ଯିବାକୁ ଦିଅନ୍ତୁ। କୋହଭରା କଣ୍ଠରେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏମ.ଟି ସନ୍ଥନ। ସେ…

1 year ago