Home Middle

ରୁଷିଆ ଭାଙ୍ଗିଛି ୟୁକ୍ରେନ ଡ୍ୟାମ: ଜେଲେନସ୍କି …

କିଭ୍‌,୬।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି, କିନ୍ତୁ ଏହାର ଫଳାଫଳ କ’ଣ ହେବ ତାହା…

1 year ago

୨୪ ଘଣ୍ଟାରେ ୧୨୩ ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

1 year ago

କତାର ଏୟାରୱେଜରେ ବୋମା ଆତଙ୍କ: କୋଲକାତାରେ ଅଟକିଲା ବିମାନ

କୋଲକାତା,୬।୬: କୋଲକାତାରୁ ଦୋହା ଅଭିମୁଖେ ଯାଉଥିବା କତାର ଏୟାରୱେଜ ବିମାନରେ ବୋମା ଥିବା ନେଇ ଉତ୍ତେଜନା ଦେଖାଦେଇଛି। ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ପାଟିକରିବାରୁ…

1 year ago

ପଦ ଛାଡିବେ ପ୍ରିୟଙ୍କା ଭଦ୍ରା!

ନୂଆଦିଲ୍ଲୀ,୬।୬: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନକୁ ନେଇ ପ୍ରସ୍ତୁତିରେ ଲାଗିଥିବା କଂଗ୍ରେସରେ ପରିବର୍ତ୍ତନର ସଙ୍କେତ ମିଳିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ…

1 year ago

ମୋ ନିକଟରେ ଦୁଇଟି ବିକଳ୍ପ, ଆତ୍ମହତ୍ୟା କରିବି ନଚେତ ଦଳ ଛାଡିବି..ଇମ୍ରାନ ଖାଁ ଶେୟାର କଲେ ପିଟିଆଇ ନେତାଙ୍କ ମେସେଜ

ଇସଲାମାବାଦ,୬।୬: ପାକିସ୍ତାନ ରାଜନୀତିରେ ଟଣାଓଟରା ସବୁବେଳେ ଲାଗି ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ତାଙ୍କ ପାର୍ଟିକୁ ଜବରଦସ୍ତ ଯୋଡିବାକୁ ଚେଷ୍ଟା କରାଯାଉଛି। ସେ…

1 year ago

‘ଭାରତ ଏକ ଜୀବନ୍ତ ଲୋକତନ୍ତ୍ର ଦିଲ୍ଲୀ ଯାଆନ୍ତୁ ଆଉ ନିଜେ ଦେଖନ୍ତୁ’,ମୋଦିଙ୍କ ଗସ୍ତ ପୂର୍ବରୁ କହିଲା ଆମେରିକା

ଓ୍ବାଶିଂଟନ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଗଣତନ୍ତ୍ରର ଅବସ୍ଥା ସମ୍ବନ୍ଧୀୟ ଚିନ୍ତାକୁ ଆମେରିକା ଖାରଜ କରିଦେଇଛି। ଆମେରିକା ସରକାର ସୋମବାର କହିଛନ୍ତି ଯେ ଭାରତ ଏକ…

1 year ago

କୁସ୍ତିଯୋଦ୍ଧାଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ: ବ୍ରିଜ୍‌ଭୂଷଣଙ୍କ ୟୁପିସ୍ଥିତ ଘରେ ଏସ୍‌ଆଇଟି, ପରିବାର ସମେତ ୧୨ଜଣଙ୍କ ବୟାନ ରେକର୍ଡ

ଲକ୍ଷ୍ନୌ,୬।୬: କୁସ୍ତିଯୋଦ୍ଧାମାନେ ଦୀର୍ଘ ଦିନ ଧରି ଭାଜପା ଏମ୍‌ପି ତଥା ଭାରତୀୟ ରେସଲିଂ ଆସୋସିଏଶନର ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଛନ୍ତି। ଯୌନ ଉତ୍ପୀଡ଼ନ…

1 year ago

ମୃତକଙ୍କୁ ଚିହ୍ନିବା କଷ୍ଟକର

ଭୁବନେଶ୍ୱର,୬।୬ (ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ସୋମବାର ୪ ଦିନ ପୂରିଛି। ଘଟଣାସ୍ଥଳରୁ ଆହତ ଏବଂ ମୃତକଙ୍କ ଉଦ୍ଧାର କାର୍ଯ୍ୟ ସରିଥିବାବେଳେ ଏବେ ମୃତବ୍ୟକ୍ତିଙ୍କର…

1 year ago

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ବଢ଼ିବ

ନୂଆଦିଲ୍ଲୀ, ୬ା୬: ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍‌ମ୍ୟାପ୍‌ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି।…

1 year ago

ଶିବସେନା-ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ: ଅମିତ ଶାହାଙ୍କୁ ଭେଟିବା ଶିନ୍ଦେଙ୍କ ପ୍ରତିକ୍ରିୟା

ମୁମ୍ବାଇ,୫।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଶିବସେନା ଏବଂ ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ। ବିରୋଧୀ…

1 year ago

ପାଟନାରେ ଜୁନ୍‌ ୧୨ରେ ହେବନି ବିରୋଧୀ ଦଳ ବୈଠକ

ପାଟନା,୫।୬: ୨୦୨୪ ପୂର୍ବରୁ ଭାଜପା ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁନ୍‌ ୧୨ରେ ଡକାଇଥିବା ବିରୋଧୀ ଦଳ ବୈଠକକୁ ସ୍ଥଗିତ…

1 year ago

ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହିତ ପ୍ରବାସୀ ଭାରତୀୟ, ବାଇଡେନ-ମୋଦିଙ୍କ ବନ୍ଧୁତ୍ୱର ସାକ୍ଷି ହେବେ ହଜାର ହଜାର ଲୋକ

ଓ୍ବାଶିଂଟନ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରାଜକୀୟ ଗସ୍ତ ଏବଂ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମକୁ ନେଇ ଆମେରିକାର ଭାରତୀୟ ପ୍ରବାସୀ ଖୁବ…

1 year ago