Home Middle

ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଶ୍ରୀମନ୍ଦିର…

2 years ago

ଡିସି ପାଇଁ ୧୯୮ରନର ବିଜୟ ଲକ୍ଷ୍ୟ ରଖିଲା ଏସଆରଏଚ…

ନୂଆଦିଲ୍ଲୀ,୨୯।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୪୦ତମ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଟିମ୍‌…

2 years ago

ଡିଜିପିଙ୍କୁ ଚୁଡ଼ି ପିନ୍ଧାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ: ଭାଜପାର କଟାକ୍ଷ…

ମୁଜାଫରପୁର,୨୯।୪ : ପୂର୍ବତନ ଏମପି ଆନନ୍ଦ ମୋହନ ଜେଲରୁ ଖଲାସ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରାଯାଉଛି। ବିହାର ସରକାରଙ୍କ ଏହି ନିଷ୍ପତ୍ତିକୁ…

2 years ago

ଆଇପିଏସ୍‌ ସ୍ତରରେ ଅଦଳବଦଳ, ବିନୟତୋଷ ମିଶ୍ର ହୋମଗାର୍ଡ ଡିଜି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ବରିଷ୍ଠ…

2 years ago

୭ ଓ୍ବିକେଟରେ ଜିତିଲା ଜିଟି …

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ବିପକ୍ଷରେ ଗୁଜରାଟ ଟାଇଟାନ୍ସ (ଜିଟି) ରନରେ ବିଜୟ ହାସଲ କରିଛି। ଜିଟି ୧୭.୫ଓଭରରେ…

2 years ago

ସମ୍ବଲପୁରରୁ ହଟିଲା କର୍ଫ୍ୟୁ

ସମ୍ବଲପୁର ଅଫିସ,୨୯ା୪: ସମ୍ବଲପୁରରୁ ଶନିବାର ହଟିଛି କର୍ଫ୍ୟୁ। ଦୀର୍ଘ ୧୭ ଦିନ ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଲକ୍ଷ୍ୟ କରି ପ୍ରଶାସନ ଏହି ପଦକ୍ଷେପ ନେଇଥିବା ସମ୍ବଲପୁର…

2 years ago

ଟସ ଜିତିଲା ଏସଆରଏଚ: ପ୍ରଥମେ ବ୍ୟାଟିଂ…

ନୂଆଦିଲ୍ଲୀ,୨୯।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୪୦ତମ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଟିମ୍‌…

2 years ago

ଜେଇଇ ମେନ୍‌ ସେସନ୍‌-୨ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି ଜେଇଇ ମେନ ସେସନ-୨ ରେଜଲ୍ଟ। ଏହି ପରୀକ୍ଷାରେ ପ୍ରିୟଙ୍କା ସର ୯୯.୯୮ ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେ…

2 years ago

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ…

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର)ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ଏହି ମ୍ୟାଚରେ…

2 years ago

ମହାରାଷ୍ଟ୍ର ରାଜନୀତି ସରଗରମ: ଉଦ୍ଧବଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼ଯନ୍ତ୍ର କରିଥିଲେ ଆଦିତ୍ୟ…

ମୁମ୍ବାଇ,୨୯।୪ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି ସାମ୍ନାକୁ ଆସିଛି। କୁହାଯାଉଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ପଦବୀରେ…

2 years ago

ଦେଶରେ ବହୁ ଜରୁରୀ ସମସ୍ୟା ଥିବାବେଳେ ସମଲିଙ୍ଗୀ ବିବାହ ମାମଲାରେ ସୁପ୍ରିମ୍‌କୋର୍ଟ ସମୟ ନଷ୍ଟ ନ କରନ୍ତୁ: ରାଷ୍ଟ୍ରପତିଙ୍କୁ ଜୈନ ସାଧୁଙ୍କ ଚିଠି…

ନୂଆଦିଲ୍ଲୀ,୨୯।୪ : ସମଲିଙ୍ଗୀ ବିବାହର ମାନ୍ୟତା ଦାବିରେ ସୁପ୍ରିମକୋର୍ଟରେ ତୀବ୍ର ବିତର୍କ ଚାଲିଛି। ଏଥି ସହିତ କେନ୍ଦ୍ର ସରକାର ଏବଂ ଧାର୍ମିକ ନେତାମାନେ ଏହାକୁ ବିରୋଧ କରୁଛନ୍ତି।…

2 years ago

କେନ୍ଦ୍ରକୁ ଟାର୍ଗେଟ କଲେ ମେହେବୁବା ମୁଫତି, କହିଲେ ଏତେ ସୁରକ୍ଷିତ ଅଞ୍ଚଳରେ ପୁଞ୍ଛ ଆତଙ୍କବାଦୀ ଆକ୍ରମଣ କେମିତି ହେଲା

ଜମ୍ମୁ,୨୯।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିଡିପି ମୁଖ୍ୟ ମେହେବୁବା ମୁଫତି ଶନିବାର କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କିଛିଦିନ ତଳେ…

2 years ago