Home Middle

ବିରାଟଙ୍କ ପରେ ଅବସର ଘୋଷଣା କଲେ ରୋହିତ ଶର୍ମା

ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ବିଶ୍ୱକପ ଜିତିବା ପରେ ସେ ଭାରତ ଅଧିନାୟକ ରୋହିତ ଶର୍ମା ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।…

4 months ago

‘ଭାରତ ପାଇଁ ଏହା ମୋର ଶେଷ ଟି୨୦’: ବିଶ୍ୱକପ ଜିତିବା ପରେ ଅବସର ଘୋଷଣା କଲେ ବିରାଟ କୋହଲୀ

ନୂଆଦିଲ୍ଲୀ, ୨୯।୬: ବାରବାଡୋସରେ ଅନୁଷ୍ଠିତଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲୀ। ରୋହିତ…

4 months ago

ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ଜିତିଲା ଭାରତ, ପୁଣି ଫେଲ୍ ମାରିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ, ୨୯।୬: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଛି। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ।…

4 months ago

ନଡ୍ଡାଙ୍କୁ ଭେଟିବା ପରେ ଓଡ଼ିଶା ପାଇଁ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୨୯ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଶନିବାର ନୂଆ ଦିଲ୍ଲୀରେ ରାଜଘାଟଠାରେ ଜାତିର ପିତା…

4 months ago

ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ

ନୂଆଦିଲ୍ଲୀ, ୨୯।୬: ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ଏନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ…

4 months ago

ହରିୟାଣାରେ କିଏ ହେବ ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ଅମିତ ଶାହା

ଚଣ୍ଡିଗଡ଼,୨୯ା୬: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ହରିୟାଣାର ମୁଖ୍ୟମନ୍ତ୍ରୀ…

4 months ago

ସପ୍ତାହକ ମଧ୍ୟରେ ଇରାନରେ ପୁଣି ହେବ ରାଷ୍ଟ୍ରପତି ନିର୍ବାଚନ

ତେହରାନ,୨୯ା୬: ସପ୍ତାହକ ମଧ୍ୟରେ ପୁନର୍ବାର ଇରାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଲୋକମାନେ ଜୁଲାଇ ୫ରେ ପୁଣି ଭୋଟ୍‌ ଦେବେ। ଶୁକ୍ରବାର ଇରାନରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ…

4 months ago

T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର ଅଧିନାୟକ…

4 months ago

ହନି ଟ୍ରାପ୍‌ରେ ଫସାଇ ଲୁଟୁଛନ୍ତି ରେଷ୍ଟୁରାଣ୍ଟ; ସ୍ନାକ୍ସ, କେକ୍‌, ଥଣ୍ଡା ପିଇ ଯୁବକ ଗଣିଲେ ୧.୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୯।୬: ହନି ଟ୍ରାପ୍‌ରେ ପଡ଼ି କାଙ୍ଗାଳ ହେଲେ ଯୁବକ। ଡେଟିଂ ଆପ୍‌ରେ ସୁନ୍ଦରୀ ଯୁବତୀଙ୍କୁ ପସନ୍ଦ କରି ଠକାମିର ଶିକାର ହେଲେ ସିଭିଲ ସର୍ଭିସ ଆଶାୟୀ। କିଛି…

4 months ago

ଜାଣନ୍ତୁ କାହା ଭୁଲ୍‌ ଯୋଗୁ ମହାକାଶରେ ଫସିଛନ୍ତି ସୁନୀତା, ଫେରିବା ନେଇ କହିଲେ…

ଓ୍ବାଶିଂଟନ,୨୯ା୬: ବୋଇଂର ଷ୍ଟାର୍‌ଲାଇନର ମହାକାଶଯାନରେ ସ୍ପେସ୍ ଷ୍ଟେଶନରେ ପହଞ୍ଚିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ହୁଏତ ମହାକାଶରେ ଦୀର୍ଘଦିନ ରହିବାକୁ ପଡ଼ିପାରେ। ପୂର୍ବରୁ…

4 months ago

ଭାଜପାର ଟେନ୍‌ସନ୍‌ ବଢ଼ାଇଲା ଜେଡିୟୁ, କେନ୍ଦ୍ର ସରକାରଙ୍କ ଆଗରେ ରଖିଦେଲା ଏହି ବଡ଼ ଦାବି

ପାଟନା,୨୯ା୬: ଦିଲ୍ଲୀରେ ଅନୁଷ୍ଠିତ ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ କୁମାର ଝା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ସଞ୍ଜୟ…

4 months ago

ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…

ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି…

4 months ago