Home Middle

ଖାର୍ଗେଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୦ା୧୦: କଂଗ୍ରେସର ନୂଆ ମଙ୍ଗୁଆଳ ମଲ୍ଲିକାର୍ଜୁନ ଖାର୍ଗେ ୨୦୧୯କୁ ବାଦ୍‌ ଦେଲେ କୌଣସି ନିର୍ବାଚନରେ ପରାଜିତ ହୋଇନାହାନ୍ତି। ଲଗାତର ଭାବେ ବିଜୟ ହାସଲ କରିଆସୁଥିବାରୁ କନ୍ନଡରେ ତାଙ୍କୁ…

2 years ago

କଶ୍ମୀର ଦେଶର ଲୋକଙ୍କୁ କ’ଣ କୁହାଯାଏ

ପାଟନା, ୨୦ା୧୦: ବିହାରର ଏକ ସରକାରୀ ସ୍କୁଲରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ କଶ୍ମୀର ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି। ଏଥିରେ କଶ୍ମୀରକୁ ଏକ…

2 years ago

ଆମେରିକା ଦେବ ୧୫ ନିୟୁତ ବ୍ୟାରେଲ ରିଜର୍ଭ ତୈଳ

ଓ୍ବାଶିଂଟନ୍‌, ୨୦ା୧୦: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଗଚ୍ଛିତ ରଖିଥିବା ଅଏଲ ରିଜର୍ଭରୁ ୧୫ ନିୟୁତ ବ୍ୟାରେଲ ମାର୍କେଟକୁ…

2 years ago

ଗାନ୍ଧୀଙ୍କ ମାର୍ଗ ଅନୁସରଣ କରୁ ଭାରତ

ମୁମ୍ବାଇ, ୨୦ା୧୦: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ୩ ଦିନିଆ ଭାରତ ଗସ୍ତରେ ଥିବାବେଳେ ବୁଧବାର ଆଇଆଇଟି ବମ୍ବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଗୁଟେରସ୍‌…

2 years ago

ୟୁକ୍ରେନ୍‌ର ୪ ଅଞ୍ଚଳରେ ମାର୍ଶଲ ଲ

ମସ୍କୋ/କିଭ୍‌,୨୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଆଇନ ଭାବେ ଦଖଲ କରିଥିବା ୪ ୟୁକ୍ରେନୀୟ ଅଞ୍ଚଳରେ ବୁଧବାର ସ୍ଥାନୀୟ ଆଇନକୁ ଶେଷକରି ସାମରିକ ଶାସନ ଜାରି କରିଛନ୍ତି।…

2 years ago

ତରଳୁଥିବା ହିମବାହରୁ ମହାମାରୀ ଆଶଙ୍କା

ଓଟ୍ଟାଓ୍ବା,୨୦ା୧୦: କୋଭିଡ୍‌-୧୯ ପରେ ବିଶ୍ୱରେ ପରବର୍ତ୍ତୀ ସଂକ୍ରାମକ ମହାମାରୀ ବାଦୁଡ଼ି କିମ୍ବା ଅନ୍ୟ କୌଣସି ପକ୍ଷୀଠାରୁ ନୁହେଁ, ବରଂ ଗ୍ଲେସିୟର (ହିମବାହ) ତରଳିବାଠୁ ଆସିପାରେ। ଗ୍ଲେସିୟର ମଧ୍ୟରେ…

2 years ago

ଆମେରିକା ଭାରତକୁ ଫେରାଇଲା ୩୦୭ ପ୍ରାଚୀନ ବସ୍ତୁ

ନ୍ୟୁୟର୍କ,୧୯ା୧୦: ଭାରତରୁ ଚୋରି ହୋଇଥିବା ଐତିହ୍ୟ ବର୍ତ୍ତମାନ ଦେଶକୁ ଫେରି ଆସିଛି। ଲୁଟେରାଙ୍କ ଦ୍ୱାରା ଏହି ଚୋରି ସାମଗ୍ରୀ ଆମେରିକାରେ ପହଞ୍ଚିଥିଲା। ୧୫ ବର୍ଷର ଅନୁସନ୍ଧାନ ପରେ,…

2 years ago

ବାତ୍ୟା ‘ସିତ୍ରାଙ୍ଗ’ ଆଲର୍ଟ: ୧୦୦ରୁ ୧୩୦ ବେଗରେ ବହିପାରେ ପବନ, ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେଲେ ନାଁ ରହିବ ‘ସିତ୍ରାଙ୍ଗ’ । ଥାଇଲାଣ୍ଡ କରିଥିବା ନାମକରଣ ଅନୁସାରେ ଏହା ରଖାଯାଇଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ…

2 years ago

କେନ୍ଦ୍ରକୁ ଯିବେ ରାଜ୍ୟ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୦ ବ୍ୟାଚ ଆଇଏଏସ ସଞ୍ଜୀବ ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ଏଣିକି ସେ…

2 years ago

ରାଜକୁମାରୀ ଡାଏନା-କିଙ୍ଗ୍‌ ଚାଲର୍‌ସଙ୍କ ବିବାହ କେକ୍‌ ନିଲାମ ହେବ

ଲଣ୍ଡନ,୧୯ା୧୦: ରାଜକୁମାରୀ ଡାଏନା ଏବଂ କିଙ୍ଗ ଚାଲର୍‌ସଙ୍କ ବିବାହ ଏକ ନିଲାମ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୮୧ ମସିହାରେ ଏହି ରାଜକୀୟ ବିବାହରେ ୩୦୦୦ରୁ…

2 years ago

ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ: ଖାର୍ଗେ

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ବିଜୟ ପରେ ସେ ଏକ ଖବରଦାତା ଏକ ଖବରଦାତା ସମ୍ମିଳନୀ କରି ନିଜ ମତ…

2 years ago

ବଳାତ୍କାରୀଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରୁଛି ଭାଜପା, ସୁପ୍ରିମ୍‌କୋର୍ଟରେ ମିଳିବ ନ୍ୟାୟ: ଏଏପି ଏମ୍‌ପି…

ନୂଆଦିଲ୍ଲୀ,୧୯।୧୦ : ଗୁଜରାଟ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ମୁକ୍ତ…

2 years ago