Home Middle

ଇନ୍ଦିରା ଗାନ୍ଧୀଙ୍କ ପରେ ଆମେରିକା ମାଗାଜିନ୍‌ କଭର ପେଜ୍‌ରେ ମୋଦି

ନୂଆଦିଲ୍ଲୀ,୧୧।୪: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ…

7 months ago

‘ଲା ନିନା’, ପ୍ରଭାବରେ ସଅଳ ଆସିବ ମୌସୁମୀ, ପ୍ରବଳ ବର୍ଷିବା ସମ୍ଭାବନା

ନୂଆଦିଲ୍ଲୀ,୧୧।୪: ଭାରତୀୟ ପାଣିପାଗ ବିଭାଗ ଖୁବଶୀଘ୍ର ବହୁ ପ୍ରତୀକ୍ଷିତ ମୌସୁମୀ ଆଗମନକୁ ନେଇ ଆଗୁଆ ଆକଳନ ସୂଚନା ଦେଇପାରେ। ଏହାପୂର୍ବରୁ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଭାରତ…

7 months ago

ଡମ୍ବରୁ ବଜାଇଲେ ମୋଦି: କଂଗ୍ରେସକୁ କଲେ ଟାର୍ଗେଟ୍‌

ଡେରାଡୁନ୍‌,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ…

7 months ago

ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ୱର,୧୧।୪: ଲୋକ ସଭା ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ। ଲୋକ ସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ…

7 months ago

ସଭ୍ୟ ପଦ ରଦ୍ଦ ମୋ’ ଉପରେ ପ୍ରଭାବ ପକାଇବନି: ପ୍ରେମାନନ୍ଦ

ଭୁବନେଶ୍ୱର,୧୧ା୪: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଏହା ପରେ ପ୍ରେମାନନ୍ଦ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଭ୍ୟ…

7 months ago

କେଜରିଓ୍ବାଲଙ୍କ ଗିରଫ ପରେ ସଙ୍କଟରେ ଏଏପି, ୧୦ରୁ ୭ ଏମପି ନିଖୋଜ

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପାର୍ଟିକୁ ସବୁଠାରୁ ଅଡ଼ୁଆରେ ପକାଇଛି ଦଳ ମୁଖ୍ୟ ତଥା…

7 months ago

ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର: ଅରବିନ୍ଦ

ଭୁବନେଶ୍ୱର,୧୧ା୪: ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସଭ୍ୟ ପଦ ଗୁରୁବାର ବାଚସ୍ପତି ରଦ୍ଦ କରିବା ପରେ ଅରବିନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅରବିନ୍ଦ କହିଛନ୍ତି, ମୋ’ ମତାମତ…

7 months ago

ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୧୧।୪: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ…

7 months ago

ଭାଜପାର ଲୋକପ୍ରିୟତା ବଢିଛି ନା କମିଛି, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା…

7 months ago

ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ?

ତେେହେରାନ,୧୧।୪: ଏପ୍ରିଲ ଆରମ୍ଭରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ୨ ଇରାନ କମାଣ୍ଡୋ ଏବଂ ଅନ୍ୟ ୭ ଜଣଙ୍କର…

7 months ago

ଓଲଟିଲା ସ୍କୁଲ ବସ୍‌: ୬ ଶିଶୁ ମୃତ, ୧୫ ଆହତ

ଚଣ୍ଡିଗଡ,୧୧।୪: ହରିୟାଣାର ମହେନ୍ଦ୍ରଗଡରେ ଏକ ଘରୋଇ ସ୍କୁଲ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଶିଶୁ ଆହତ…

7 months ago

ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

ଭୁବନେଶ୍ୱର,୧୧ା୪: ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା…

7 months ago