Home Middle

କେ. କବିତାଙ୍କ ଜାମିନ ଆବେଦନ ଖାରଜ, ପୁଅର ପରୀକ୍ଷା ଦର୍ଶାଇ ମାଗିଥିଲେ ଜାମିନ

ନୂଆଦିଲ୍ଲୀ,୮।୪: ବିଆରଏସ୍‌ ନେତା କେ, କବିତାଙ୍କୁ ସୋମବାର ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ ଲିକର ପଲିସି ମାମଲାରେ ତିହାର ଜେଲରେ…

7 months ago

ଭାଜପା ଜିତିଲେ ଦେଶରେ ହେବ ନାହିଁ ଦ୍ୱିତୀୟ ଥର ନିର୍ବାଚନ, ଅର୍ଥମନ୍ତ୍ରୀ ସିତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ଦାବିକୁ ନେଇ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୮।୪: ଅର୍ଥନୀତିଜ୍ଞ ପରକଲା ପ୍ରଭାକର ଦାବି କରିଛନ୍ତି ଯେ ଯଦି ଚଳିତ ବର୍ଷର ଲୋକ ସଭା ନିର୍ବାଚନରେ ଭାଜପା ଜିତେ ତେବେ ଦେଶରେ ପୁନ-ନିର୍ବାଚନ ହେବ ନାହିଁ।…

7 months ago

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ…

7 months ago

ପରମାଣୁ ବୋମା ପକାଇ ଦିଲ୍ଲୀ ଏୟାରପୋର୍ଟ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୮।୪: ପରମାଣୁ ବୋମା ପକାଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)କୁ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ। ଉକ୍ତ ୨ ଯାତ୍ରୀଙ୍କୁ ଅଟକ…

7 months ago

୭୧,୦୦୦ ଟଙ୍କା ଟପିଲା ସୁନା ଦର, ସର୍ବୋଚ୍ଚ ସ୍ତରରେ ରୂପା

ନୂଆଦିଲ୍ଲୀ,୮।୪: ଭାରତରେ ସୁନା ଏବଂ ରୂପା ମୂଲ୍ୟ କ୍ରମାଗତ ଭାବରେ ନୂତନ ରେକର୍ଡ ଛୁଉଁଛି। ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୭୧,୦୦୦ ଟଙ୍କା…

7 months ago

୧୨ ଆସନକୁ ନେଇ ବଢିଲା ଭାଜପାର ଟେନ୍‌ସନ୍‌: କିଏ ହେବ ପ୍ରାର୍ଥୀ,ଚାଲିଛି ମନ୍ଥନ

ଲକ୍ଷ୍ନୌ,୮।୪: ଉତ୍ତରପ୍ରଦେଶରେ ନିର୍ବାଚନ ହଟଚମଟ ମଧ୍ୟରେ ଭାଜପା ହାଇକମାଣ୍ଡ ମଧ୍ୟ ଅବଶିଷ୍ଟ ୧୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ମନ୍ଥନ ଆରମ୍ଭ କରିଛନ୍ତି। ତେବେ…

7 months ago

ଘାଟିରେ ପିଟିହେଲା ବସ୍‌, ୨୦ ଆହତ

ବାରିପଦା,୮ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ସୋମବାର ପିଟି ହେବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍‌ଟି ରାଉରକେଲାରୁ…

7 months ago

ସଂଯୁକ୍ତତା, ସମନ୍ବୟ ଉପରେ ଆଜି ୩ ବାହିନୀର ସମ୍ମିଳନୀ

ନୂଆଦିଲ୍ଲୀ,୮ା୪(ପି.ଟି.):ସେନାରେ ସଂଯୁକ୍ତତା ଓ ସମନ୍ବୟକୁ ଆଗେଇ ନେବା ପାଇଁ ଉପକ୍ରମ ଏବଂ ସଂସ୍କାର ଆଣିବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀରେ ୩ ବାହିନୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।…

7 months ago

ମୋଦିଙ୍କ ରୋଡ ଶୋ’ରେ ଦଳାଚକଟା

ଜବଲପୁର,୭।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ସେଠାରେ ଏକ ରୋଡ ଶୋ କରିଥିଲେ। ସୋସିଆଲ…

7 months ago

ତାତିରୁ ତ୍ରାହି, ଆଶ୍ୱସ୍ତି ଆଣିଲା ବର୍ଷା

ଭୁବନେଶ୍ୱର,୭ା୪: କିଛିଦିନ ଧରି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ତତଲା କଡ଼େଇରେ ସିଝିଥିଲା। ତେବେ ରବିବାର ଅପରାହ୍ନରେ ରାଜଧାନୀର…

7 months ago

ଗାଜା ଯୁଦ୍ଧକୁ ପୂରଣ ହେଲା ୬ ମାସ, ଯୁଦ୍ଧ ବିରତି ଉପରେ ପୁଣି ଗୁରୁତ୍ୱ

ଜେରୁଜେଲମ,୭।୪: ଇସ୍ରାଏଲ ଉପରେ ହମାସର ଆକ୍ରମଣ ଓ ଏହାର ପ୍ରସ୍ତୁତିରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନାର ଆକ୍ରମଣକୁ ରବିବାର ୬ ମାସ ପୂରଣ ହୋଇଛି। ଏହି…

7 months ago

‘ପାପ କରୁଥିବା ଲୋକଙ୍କୁ କେବେବି ଭୁଲନ୍ତୁ ନାହିଁ…’କଂଗ୍ରେସ ଉପରେ ବର୍ଷିଲେ ମୋଦି

ନଓ୍ବାଦା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନୱାଦାସ୍ଥିତ କୁନ୍ତିନଗର ପଡିଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଇଣ୍ଡି ସହଯୋଗୀ ଦଳ ଏବଂ କଂଗ୍ରେସ,…

7 months ago