Home Middle

ଆଉଟ୍‌ଲୁକ୍‌ର ସଫଳତମ ମହିଳା ତାଲିକାରେ ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଆଉଟଲୁକ୍‌ ପତ୍ରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଭାରତର ୩୬ଜଣ ସଫଳତମ ମହିଳାଙ୍କ ମଧ୍ୟରେ ଓଡ଼ିଶାରୁ ଆଦ୍ୟାଶା…

8 months ago

୨୦ ବର୍ଷରେ ବହୁ ଆଗକୁ ବଢ଼ିଛନ୍ତି ମହିଳା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ଅନିଲ ଦାସ): ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା…

8 months ago

ଏନଡିଏକୁ ଫେରିବେ ନବୀନ ! ପୁରଣ ହେବ ମୋଦିଙ୍କ ୪୦୦ ଆସନ ଜିତିବା ସ୍ବପ୍ନ

ଭୁବନେଶ୍ୱର,୭।୩: ଦୀର୍ଘ ୧୫ ବର୍ଷ ପରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିଜେଡି ଫେରୁଥିବା ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ ଏକାକୀ ୩୭୦ ଏବଂ ଏନଡିଏ ୪୦୦ ଆସନ…

8 months ago

ଲୋକ ସଭା ନିର୍ବାଚନ ଲଢିବେ ନାହିଁ ମଲ୍ଲିକାର୍ଜୁନ? ଗୁଲବର୍ଗା ଆସନରୁ ଏହି ନାମକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୭।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁତୁରା ରାଧାକୃଷ୍ଣ ଦୋଡାମଣି କର୍ନାଟକର ଗୁଲବର୍ଗା ଆସନରୁ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଦଳ ଟିକେଟ ପାଇଁ ଦୃଢ…

8 months ago

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ପ୍ରଣବ ଏବଂ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୭ା୩: ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ବୁଧବାର ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ…

8 months ago

କଂଗ୍ରେସକୁ ଆଉ ଏକ ଝଟ୍‌କ

ଥିରୁଅନନ୍ତପୁରମ,୭।୩: ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ କେ କରୁଣାକରନଙ୍କ ଝିଅ ପଦ୍ମଜା ଭେନୁଗୋପାଳ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ପ୍ରକାଶ ଜାଭଡେକର ତାଙ୍କୁ ଦିଲ୍ଲୀର…

8 months ago

କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୭ା୩: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏହା…

8 months ago

କୋର୍ଟଙ୍କ ବଡ ନିର୍ଦ୍ଦେଶ: ୧୬ ମାର୍ଚ୍ଚ ସୁଦ୍ଧା ହାଜର ହୁଅନ୍ତୁ କେଜରିଓ୍ବାଲ

ନୂଆଦିଲ୍ଲୀ,୭।୩: ଦିଲ୍ଲୀର ଚର୍ଚ୍ଚିତ ଏକ୍ସାଇଜ ପଲିସି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ଆବେଦନ…

8 months ago

୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ, ୧୨ ଗିରଫ

ନୂଆଦିଲ୍ଲୀ,୭ା୩: ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ଜବତ କରି ୧୨ ଜଣଙ୍କୁ ଗିରଫ କରିଛି। ମିଡ଼ିଆ ରିପୋର୍ଟ…

8 months ago

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୩୪୨ ପଦବୀରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୭ା୩: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶାରେ ଥିବା ଆଦର୍ଶ ଆଦର୍ଶ ବିଦ୍ୟାଳୟ ଗୁଡିକରେ ୧୩୪୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।…

8 months ago

ଚୀନ୍ ସୀମା ଜଗିବାକୁ ଆହୁରି ୧୦,୦୦୦ ସୈନିକ ପଠାଇଲା ଭାରତ

ନୂଆଦିଲ୍ଲୀ,୭ା୩: ଚୀନ୍ ସହିତ ବିବାଦୀୟ ସୀମାକୁ ମଜବୁତ କରିବା ପାଇଁ ଭାରତ ୧୦ ଆଉ ହଜାର ସୈନିକଙ୍କୁ ସୀମାକୁ ପଠାଇଛନ୍ତି। ଏହା ସହିତ ବେଜିଂ ସହିତ ସମ୍ପର୍କକୁ…

8 months ago

ଓ୍ବାୟନାଡରୁ ରାହୁଲ ଗାନ୍ଧୀ, ମୋଦିଙ୍କ ବିପକ୍ଷରେ ଅଜୟ ରାୟ, ପ୍ରିୟଙ୍କାଙ୍କୁ ନେଇ ରହିଲା ସସପେନ୍ସ…!

ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଶୀଘ୍ର ଏହାର ପ୍ରଥମ ତାଲିକା ପ୍ରକାଶ କରିପାରେ। ଏହି ସମୟରେ, ବିଶେଷ ସୂତ୍ରରୁ ଏକ ଖରୋଇ ଚ୍ୟାନେଲକୁ ମିଳିଥିବା…

8 months ago